
ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଅଯୋଧ୍ୟା ନଗରୀ ରେ ନବ ନିର୍ମିତ ମନ୍ଦିର ର ଜାନୁୟାରୀ ୨୨ ତାରିଖରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଢେଙ୍କାନାଳ ପୌରପରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଙ୍କ ନେତୃତ୍ୱ ରେ ଢେଙ୍କାନାଳ ର କୁଞ୍ଜକାନ୍ତ ଠାରୁ ବାଜିଚଉକ ଛକ ପର୍ଯ୍ୟନ୍ତ ଏକ ବିଶାଳ ରାମ ଲହର ଜାଗରଣ ଯାତ୍ରା କରି ରାମ ଭକ୍ତଙ୍କ ସହିତ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଗଲା ll🙏
#ଜୟ_ଶ୍ରୀରାମ
#JayShreeRam
#RamMandirAyodhya
#RamTemple
#Dhenkanal
Leave a comment