ଯୋରନ୍ଦା ଗ୍ରାମପଞ୍ଚାୟତ ର ସରପଞ୍ଚ ଆରତୀନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ

ଆମ ଯୋରନ୍ଦା ଅଞ୍ଚଳ ପାଇଁ ବହୁତ ଖୁସିର ଦିନ ଆଜି ଯୋରନ୍ଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆରତୀନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ ,ଯୋରନ୍ଦା ନୋଡାଲ ଉ ପ୍ରା ବିଦ୍ୟାଳୟ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏବଂ ଯୋରନ୍ଦା ମହିମା ବାଳିକା ଉଚ୍ଚ ବିଦ୍ୟାଳୟ 2 ଜଣ ଛାତ୍ରୀ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଧନ୍ୟବାଦ୍ ଅର୍ପଣ କରୁଛୁ 🙏 ତଥା ଅହ ରହ ପିଲା ମାନଙ୍କ ପାଇଁ ପରିଶ୍ରମ କରୁଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଏବଂ ନୋଡାଲ ଉ ପ୍ରା ବିଦ୍ୟାଳୟର ସଭାପତିଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ 🙏

Leave a comment

Design a site like this with WordPress.com
Get started