ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଆନୁକୁଲ୍ୟରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଭାଷା ଅତୀତର ଅସ୍ତିତ୍ବ , ଭାଷା ହିଁ ଭବିଷ୍ୟତ ,ବିଷୟ ଉପରେ ସମସ୍ତ ଛାତ୍ର ଓ ଛାତ୍ରୀ ଙ୍କୁ ନେଇ ତର୍କ ଏବଂ ପ୍ରବନ୍ଧ ଉପରେ ପ୍ରତିଯୋଗିତା ହୋଇଥିଲା ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ମନୋଜ ମଞ୍ଜରୀ ଲେଙ୍କା ମହୋଦୟା,ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ନିହାରବାଲା ରାଉତ ମାହୋଦୟା , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଏବଂ ମଞ୍ଚ ପରିଚାଳନା କରିଥିଲେ ସୁସାହିତିକା ରଶ୍ମିତା ରାଉତ ଏବଂ ଯୋଗଦେଇଥିଲେ ସମସ୍ତ ୱାଡ ସଭ୍ୟ ସଭ୍ୟା,SHG ମା,ମାନେ , ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ। ତର୍କ ରେ ପ୍ରଥମ ଅଧିକାର ଥିଲେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ର ଆକାଶ ବେହେରା ଓ ପ୍ରବନ୍ଧରେ ପ୍ରଥମ ଅଧିକାର କରିଥିଲେ ଯୋରନ୍ଦା ପାଟଣା ବିଦ୍ୟାଳୟର ପୂର୍ଣ୍ଣିମା ସାହୁ, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ,ଦେଶ ଆତ୍ମା ସଙ୍ଗୀତ ଗାଇଥିଲେ ରତ୍ନାସ୍ୱେରି ରଣା ,ମହିମା ଗାଦିର ମଡେ଼ଲ ପ୍ରକଳ୍ପ କରିଥିଲେ ନୋଡାଲ ଉ ପ୍ରା ବିଦ୍ୟାଳୟର ଛାତ୍ର ।ତେଣୁ ସମସ୍ତଙ୍କୁ ଯୋରନ୍ଦା ଗ୍ରାମ ପଞ୍ଚାୟତ ତରଫରୁ ଅଶେଷ ଅଶେଷ ଧନ୍ୟବାଦ

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଆନୁକୁଲ୍ୟରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଭାଷା ଅତୀତର ଅସ୍ତିତ୍ବ , ଭାଷା ହିଁ ଭବିଷ୍ୟତ ,ବିଷୟ ଉପରେ ସମସ୍ତ ଛାତ୍ର ଓ ଛାତ୍ରୀ ଙ୍କୁ ନେଇ ତର୍କ ଏବଂ ପ୍ରବନ୍ଧ ଉପରେ ପ୍ରତିଯୋଗିତା ହୋଇଥିଲା ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ମନୋଜ ମଞ୍ଜରୀ ଲେଙ୍କା ମହୋଦୟା,ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ନିହାରବାଲା ରାଉତ ମାହୋଦୟା , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଏବଂ ମଞ୍ଚ ପରିଚାଳନା କରିଥିଲେ ସୁସାହିତିକା ରଶ୍ମିତା ରାଉତ ଏବଂ ଯୋଗଦେଇଥିଲେ ସମସ୍ତ ୱାଡ ସଭ୍ୟ ସଭ୍ୟା,SHG ମା,ମାନେ , ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ। ତର୍କ ରେ ପ୍ରଥମ ଅଧିକାର ଥିଲେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ର ଆକାଶ ବେହେରା ଓ ପ୍ରବନ୍ଧରେ ପ୍ରଥମ ଅଧିକାର କରିଥିଲେ ଯୋରନ୍ଦା ପାଟଣା ବିଦ୍ୟାଳୟର ପୂର୍ଣ୍ଣିମା ସାହୁ, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ,ଦେଶ ଆତ୍ମା ସଙ୍ଗୀତ ଗାଇଥିଲେ ରତ୍ନାସ୍ୱେରି ରଣା ,ମହିମା ଗାଦିର ମଡେ଼ଲ ପ୍ରକଳ୍ପ କରିଥିଲେ ନୋଡାଲ ଉ ପ୍ରା ବିଦ୍ୟାଳୟର ଛାତ୍ର ।ତେଣୁ ସମସ୍ତଙ୍କୁ ଯୋରନ୍ଦା ଗ୍ରାମ ପଞ୍ଚାୟତ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ❤️🙏

Leave a comment

Design a site like this with WordPress.com
Get started