ବଢୁଛି ବିଜେପି ସଦସ୍ୟ

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ବିଜେପି ରେ ଯୋଗଦେଲେ ଢେଙ୍କାନାଳ ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁ । ଶତାଧିକ କର୍ମୀଙ୍କ ସହ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦାନ । ସ୍ଥାନୀୟ ନେତାଙ୍କ ଉପରେ ଅସନ୍ତୋଷ ଦର୍ଶାଇ ଅଳ୍ପକିଛି ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା ।

#DhenkanalUpdate

Leave a comment

Design a site like this with WordPress.com
Get started