ସରକାର ଙ୍କ କଳି ରେ ବଳିପଡିଲା କପିଳାଶ ଶୈବପୀଠ

ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଠାକୁର ଉପାସ ଥିବା ଅଭିଯୋଗ ହୋଇଛି। ଦୁଇଦିନ ହେବ ଶ୍ରୀଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ। ଏପରିକି ଠାକୁରଙ୍କ ରୋଷଘରେ ତାଲା ଝୁଲୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ସ୍ବୀକାର ସହ ସମାଧାନ ହୋଇଥିବା ଦେବୋତ୍ତର ବିଭାଗ ସୂଚନା ଦେଇଛି। ସୁଆରଙ୍କ ଅସୁସ୍ଥତା ହେତୁ ସମସ୍ୟା ହୋଇଥିବା ଦେବୋତ୍ତର ଇନସ୍ପେକ୍ଟର କହିଛନ୍ତି

Leave a comment

Design a site like this with WordPress.com
Get started