#କେନ୍ଦୁଝର ପୋଲିସ ଉପରକୁ ଗୁଳିମାଡ଼

#ପୋଲିସ_ଉପରକୁ_ଗୁଳିମାଡ଼
-କେନ୍ଦୁଝର: ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼
-ପଣ୍ଡାପଡ଼ା ଥାନା ଅଞ୍ଚଳରେ ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ
-ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କଲେ ଦୁର୍ବୃତ୍ତ
-ପୋଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର
-୩ଟି ଗୋରୁ ଭର୍ତ୍ତି ପିକ୍ଅପ୍ ଜବତ, ୨ ଫେରାର୍ ଥିବା ସୂଚନା
#CowMafia #Firing #Police #Keonjhar

Leave a comment

Design a site like this with WordPress.com
Get started