୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା । ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ, ଗତକାଲି ଫରେଷ୍ଟର ଦିପକ ସାହୁ ଗୁରୁତର ହୋଇଥିଲେ ।
#Kamakhyanagar #Dhenkanal

Leave a comment