ଢେଙ୍କାନାଳ ଆମଆଦମୀ ପାର୍ଟି ତରଫରୁ 155ତମ ଗାନ୍ଧୀ ଜୟନ୍ତୀ ପାଳନ

*ଆଜି 155 ତମ ଗାନ୍ଧୀ ଜୟନ୍ତୀ ଏବଂ 120 ତମ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଜିଲ୍ଲା ସଭାପତି ପଙ୍କଜ ନାୟକ, ଉପସଭାପତି ଜିତେନ୍ଦ୍ର ବେହେରା, ମହିଳା ନେତ୍ରୀ ରଚିତା ନାଏକ, ବାସନ୍ତୀ ସ୍ୱାଇଁ, ମୁନିସିପାଲିଟି ସଭାପତି ଦେବାଶିଷ ନନ୍ଦ, ଜନାର୍ଦ୍ଦନ ନନ୍ଦୀ, ପ୍ରିୟବ୍ରତ ସିଂହ, ବଣ୍ଟି ସାହୁ ପ୍ରମୁଖ ପୁଷ୍ପ ମାଲ୍ୟ ଅର୍ପଣ କରି ଉଭୟ ମହାମାନବଙ୍କ ବିଷୟରେ ଦେଶାତ୍ମ ବୋଧକ ସ୍ଲୋଗାନ ଦେଇ ଭାରତର ବୈପ୍ଲବିକ ସ୍ୱାଧୀନତା ପ୍ରସଙ୍ଗରେ ସମ୍ୟକ ଆଲୋକପାତ କରିଥିଲେ l*

Leave a comment

Design a site like this with WordPress.com
Get started