
ସମୟ ଦୁନିଆରେ
ବଡ ଯାଦୁକର
ନିଜେ ବଦଳିବା ସଂଗେ
ଅନ୍ୟକୁ ବଦଳାଇଦବାର।। ତାର ସଂଗେ
ରଖିଲେ ତାଳମେଳ
ଜୀବନ ହୋଇବ
ତୁମ ସୁଶିଳ।। ନୀତି ଶିକ୍ଷା ଦେଇଛନ୍ତି
ମହାପ୍ରଭୁ ଚକ୍ରଧର
ସଜତ୍ନେ ଦୃଷ୍ଟି ଦେଇ
ଜୀବନ ନିର୍ବାହ କର।। ତେବେ ଯାଇଁ ଜୀବନ
ହେବ ସୁଖ ଶାନ୍ତି ମୟ
ଲଭିବ ପାର୍ଥିବ ଆନନ୍ଦ ଶ୍ରୀଜଗନ୍ନାଥ ହୋଇବେ ସଦୟ।।
ଜୟ ଜଗନ୍ନାଥ🙏🙏🙏🙏
ସୁପ୍ରଭାତ🌷🌷
Leave a comment