ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ

ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ
ଢେଙ୍କାନାଳ ରେ ଗତ କାଲି ବିଜେଡି ପାଳିବାର ଥିଲା ସଦର ବ୍ଲକର କାଇମାଟି ଠାରେ ରାସ୍ତା ଶୋଚନୀୟ ଥିବାରୁ ଜିଲ୍ଲା ର ଟାଉନ ହଲ ଠାରେ ପ୍ରତିଷ୍ଠା ଦିବସ ରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଓ ତାଙ୍କର ସମସ୍ତ କର୍ମକର୍ତା ସହଯୋଗ ଦେଇ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ

Leave a comment

Design a site like this with WordPress.com
Get started