ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଦେହାନ୍ତ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଦେହାନ୍ତ । ହଠାତ ମନମୋହନଙ୍କ ସ୍ୱାସ୍ତ୍ୟ ଅବସ୍ଥା ବିଗିଡିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମ୍ସର ଜରୁରୀକାଲିନ ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେଗତ କାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଛି । ଓଁ ଶାନ୍ତି 🙏💐🙏

Leave a comment

Design a site like this with WordPress.com
Get started