କପିଳାସ ପୀଠ ପାଇଁ, କପିଳାସ ସୁରକ୍ଷା ପରିଷଦ ତରଫରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଙ୍କୁ ଦାବିପତ୍ର

କପିଳାସ ପୀଠ ରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ରାଜ୍ୟ ଶିଳ୍ପ ମନ୍ତ୍ରୀ ମାନ୍ୟବର ସମ୍ପଦ କୁମାର ସ୍ବାଇଁ , ମନୁବର୍ ଢେ଼ଙ୍କାନାଳ ର ସାଂସଦ ରୁଦ୍ର ନାରାୟଣ ପାଣି, ମାନ୍ୟବର ବିଧାୟକ ବିଭୁତି ପ୍ରଧାନ , ମାନ୍ୟବର ବିଧାୟକ ଶତ୍ରୁଘ୍ନ ଜେନା ,ମାନ୍ୟବର ବିଧାୟିକା ସୀମା ରାଣୀ ନାୟକ ଓ ଅନୁଗୁଳ ର ମାନ୍ୟବର ବିଧାୟକ ପ୍ରତାପ କୁମାର ପ୍ରଧାନ ଙ୍କୁ ସ୍ଵାଗତ କଲି । କପିଳାସ ପୀଠ ର ଉନ୍ନତି ପାଇଁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ” କପିଳାସ ସୁରକ୍ଷା ପରିଷଦ ” ତରଫରୁ ଦିଆଗଲା ।

Leave a comment

Design a site like this with WordPress.com
Get started