କାସିଆଡ଼ିହି ଟ୍ୟୁସନ ଶିକ୍ଷକ ଅସାଵଧାନତା ପାଇଁ ସ୍ବରସ୍ବତୀ ଙ୍କ ବିସର୍ଜନ ବେଳେ ଛାତ୍ର ମୁର୍ତ

ସ୍ବରସ୍ବତୀ ଙ୍କ ବିସର୍ଜନ ବେଳେ ଟ୍ୟୁସନ ଶିକ୍ଷକ ପାଇଁ  ଚାଲିଗଲା ଛାତ୍ର ର ଜୀବନ

ଢେଙ୍କାନାଳ ସଦର କାସିଆଡ଼ିହି ବଳରାମ ପୁର ର ଘଟଣା କାସିଆଡ଼ିହି ବଳରାମପୁର ଘଟିଛି ଏହି ଘଟଣା ଟ୍ୟୁସନ ଶିକ୍ଷକ କରୁଥିବା ବେଳେ ଆସିଥିଲା ସ୍ବରସ୍ବତୀ ପୂଜା ଏହି ପୂଜା କୁ ଧୂମ ଧାମ ସହ ପାଳନ କରିଥିଲେ ଗତ ୨ ତାରିଖ ଦିନ ପୂଜା ସlରି ସମସ୍ତେ ଘର କୁ ଯାଇଥିଲେ ସୋମବାର ଦିନ ଟ୍ୟୁସନ ଶିକ୍ଷକ ଙ୍କ ହୋଇଥିଲା ଭସାଣି ଉତ୍ସବ ଏହି ଭସାଣି ପାଳନ ବେଳେ ମା ସ୍ବରସ୍ବତୀ ଙ୍କୁ କେନାଲ ରେ ଭସାଣି ବେଳେ ସ୍ବରସ୍ବତୀ ମୂର୍ତ୍ତି ଙ୍କୁ ବିସର୍ଜନ ବେଳେ ଖସିଗଲା କେନାଲ ରେ ଗୋଡ଼ ଖସିଥିବା ଛାତ୍ର ଙ୍କ ନାମ ଆଶିଷ ପ୍ରଧାନ ବ୍ଲକ ଗଁଦିଆ ଗ୍ରାମ ଅlତିଣ୍ଡା ପିତାଙ୍କ ନାମ ପିତବାସ ପ୍ରଧାନ ପୀତବାସ ତାଙ୍କ ଶଶୁରଘରେ ଛାଡିଥିଲେ ପାଠ ପଢିବା ପାଇଁ କିନ୍ତୁ ଘଟଣା ସାମ୍ନା ରେ  ଟ୍ୟୁସନ ଶିକ୍ଷକ ଥାଇ ମଧ୍ୟ କେନାଲ ରୁ ଛାତ୍ର କୁ ନ ଉଠେଇ ଗଲେ ଛାତ୍ର ର ମାମୁକୁ କୁ ଡାକି ଆସିଲା ବେଳକୁ ହୋସ ଥାଏ ପରେ ପାଖ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ସ୍ୱାସ୍ଥ୍ୟ ସେବା କରିଥିଲେ ପରେ ଡାକ୍ତର ସୂଚନା ଅନୁଯାଇ ମୁର୍ତ ଘୋଷଣା ବୁଧବାର ଜଣାଇଥିଲେ ତେବେ ଏଇଠି ଗୋଟିଏ ପ୍ରଶ୍ନ -ଉଠୁଛି ଟ୍ୟୁସନ ଶିକ୍ଷକ ଛାତ୍ର କୁ ନ ପାଣି ଭିତରୁ ନ ଉଠାଇ ଗଲେ ଛାତ୍ର ର ମାମୁଁ କୁ ଡାକି ଏହି ଭଳି ଟ୍ୟୁସନ ଶିକ୍ଷକ ଙ୍କୁ କିଦଣ୍ଡ ଦେବେ ସରକାର ଅପେକ୍ଷାରେ ଆଶିଷ ପ୍ରଧାନ ଙ୍କ ବାପା ଓ ମା

Leave a comment

Design a site like this with WordPress.com
Get started