ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରେ ରସାୟନ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ” ସକ୍ରିୟ ସ୍ମାର୍ଟ ସାମଗ୍ରୀ” (Active Smart Materials) ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେଇ ଯାଇ ଅଛି । କଲେଜ୍ ଭାରପ୍ରାପ୍ତ ଅଧକ୍ଷ ଭାବେ ଦାୟିତ୍ଵରେ ମହାବିଦ୍ୟାଳୟ ର ଏକାଡେମି ଉପଦେଷ୍ଟା ପ୍ରାଧ୍ୟାପକ ପ୍ରହଲ୍ଲାଦ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।
#newsodiaodisha

Leave a comment