ମହିମା ସମାଜ ର ପଥ ପ୍ରଦର୍ଶକ ଶ୍ରୀମଦ ରଘୁନାଥ ବାବା କୌପୁନି ସମାଜ

ଢେଙ୍କାନାଳ ଖବର

ମହିମା ସମାଜ ର‌‌ ପଥ ପ୍ରଦର୍ଶକ ଶ୍ରୀମଦ୍ ରଘୁନାଥ ବାବା।

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକର ଯୋରନ୍ଦା କୈାପୁନିଧାରୀ ମହିମା ସମାଜ ର‌‌ ସଭାପତି ଶ୍ରୀମଦ୍ ରଘୁନାଥ ବାବା ତପୋବନ ପୀଠ କୁ ଉଜିବିତ୍ କରିବା ପାଇଁ ଯେଉଁ ମହାନ୍ ପ୍ରୟାସ ନେଇଛନ୍ତି ବାସ୍ତବିକ୍ତାହା ଚିରସ୍ମରଣୀୟ।ଏଥି ସହିତ ମହିମା ସମାଜ ର‌‌ ବାର୍ତ୍ତା କୁ ବିଶ୍ଵ ଦରବାରରେ ପହଞ୍ଚାଇଥିବା “ସନ୍ଥକବି ଭୀମଭୋଇଙ୍କ ଜୟନ୍ତି” କୈାପୁନି ଧାରି ମହିମା ସମାଜ ସଭାଗୃହ ରେ ପ୍ରତ୍ୟେକ ବର୍ଷ ବୈଶାଖପୂର୍ଣ୍ଣିମା‌ଦିନପାଳନହେଉଅଛି ପବିତ୍ରମହିମାଗାଦିଯୋରନ୍ଦାରେସନ୍ଥକବିଭୀମଭୋଇଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ସନ୍ଥକବି ଭୀମଭୋଇଙ୍କ ଜିବନୀ ଉପରେ  ଆଲୋକପାତ ଓ କବିତାପାଠୋତ୍ସବ କାର୍ଯ୍ୟକ୍ରମ ଏକବିଶେଷ ମୂହୁର୍ତ୍ତ। ଏହି ଅବସରରେ ଶ୍ରୀମଦ୍ ରଘୁନାଥ ବାବା ଙ୍କ ‌ଆଦର୍ଶ ରେ ମୁଁ ବିଶେଷ ଭାବରେ ପ୍ରଭାବିତ।
ପ୍ରକୃତି ବନ୍ଧୁ ହରିହର ସାହୁ ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ସଭାପତି ଗଁଦିଆ ସ୍ମୃତି ସଂସଦ ଗଁଦିଆ ଢେଙ୍କାନାଳ ସମ୍ପାଦକ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ଢେଙ୍କାନାଳ ଓଡ଼ିଶା

Leave a comment

Design a site like this with WordPress.com
Get started