ଅlତିଣ୍ଡା ଉପରବିଦ୍ୟାଳୟ ରେ ହେଉ ଉଚ୍ଚ ବିଦ୍ୟlଳୟ ସରକାର କର ସମାଧାନ

ଅlତିଣ୍ଡା ଉପ୍ରା ବିଦ୍ୟାଳୟ ରେ ହେଉ ଉଚ୍ଚ ବିଦ୍ୟାଳୟ ସରକାର କର ସମାଧାନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ର ଅlତିଣ୍ଡା ଗ୍ରାମରେ ଥିବା ଉପ୍ରା ବିଦ୍ୟାଳୟ ର ଫୁଣି ଜମୁଛି ଗ୍ରାମରେ ହେଉ ଉଚ୍ଚ ବିଦ୍ୟାଳୟ ଏହି ଗ୍ରାମରେ ଥିଲା ଆଗରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା ତାହା ଏବେ ହେଉ ମହୋନ ସରକାର ଉଚ୍ଚ ବିଦ୍ୟାଳୟ ସରକାର ର ହେବ ଜୟ ଗ୍ରାମବାସୀଙ୍କ ଧାରଣା ଆଗକୁ ଜାରି ରଖାଯିବ ବୋଲି ସାଧାରଣ ପଦକ୍ଷପ ଆଜି ଅlତିଣ୍ଡା ଠାରେ ଆଜି ମହାମଞ୍ଜୁର ସହ ଏକ ବୈଠକ ଅନୁଷ୍ଠିତ ହୋଇଛି ଏହି ଉପ୍ରା ବିଦ୍ୟାଳୟ ରେ ପ୍ରଥମରୁ ସପ୍ତମଶ୍ରେଣୀ ପାର୍ଯ୍ୟନ୍ତ ଏହା ଦାବିପlଇଁ ସମସ୍ତ ଛାତ୍ର ଛାତ୍ରୀ ଙ୍କ ବାପା ଓ ମା ଙ୍କ ଦ୍ୱାରା ଗ୍ରାମବାସି ଧ୍ୟାନ ଦେଇଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଏହା ଆଜି ମଂଜୁର ହୋଇଥିବା ଗ୍ରାମବାସୀଙ୍କ ପାଖରୁ ଓ ଅଙ୍ଗନୱାଡି ଦିଦି ଙ୍କ ସାହସ କର୍ମେ ଏହା ଆଜି ମଞ୍ଜୁର ହୋଇ ଯାଇଛି ଏହି ବୈଠକ ସମସ୍ତ ସୋସାଇଟ ରସମସ୍ତ ଶିକ୍ଷକ ଙ୍କ ଜରୀଆରେ ଏହି ବୈଠକ ଆଜି ଅlତିଣ୍ଡା ରେ ଉପ୍ରା ବିଦ୍ୟାଳୟ ଠାରେ ଏହା ହୋଇଛି ଏଥିରେ ଆପ୍ପ ର ସର୍ବସାଧାରଣ ଦୁଆରିଆ ଦାସ ଗ୍ରାମର ମନୁଆ ପ୍ରଧାନ ଅଙ୍ଗନୱାଡି ଦିଦି ସୁଭଦ୍ରାଦାସ ଯୋଗ ଦାନ କରିଥିଲେ

Leave a comment

Design a site like this with WordPress.com
Get started