ଗଁଦିଆ ପ୍ରେସ କ୍ଲବ ତରଫରୁ ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଜରିଆରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି

“ବଲାଙ୍ଗୀରରେ ସାମ୍ବାଦିକଙ୍କ ଗୋଡ-ହାତ ବାନ୍ଧି ମାଡ଼ ମାରିବା ଘଟଣା ମାନବତା ଉପରେ ଆଘାତ ।
ଏହି ଅମାନୁଷିକ ଆକ୍ରମଣକୁ ଢେଙ୍କାନାଳ ଜିଲ୍ଲା ଗଂଦିଆ ପ୍ରେସ୍ କ୍ଲବ୍ ତରଫରୁ ଗଂଦିଆ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ ଦୃଢ଼ ନିନ୍ଦା କରିବା ସହିତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦେଶକଙ୍କୁ ଦାବୀ ପତ୍ର ଦେଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।
ସାମ୍ବାଦିକ ସୁରକ୍ଷା ହେଉ ଗଣତନ୍ତ୍ରର ମୂଳ ଶକ୍ତି । ଏହି ଅନ୍ୟାୟ ବିରୋଧରେ ଗଂଦିଆ ପ୍ରେସ୍ କ୍ଲବ୍ ଦୃଢ଼ ଆୱାଜ ଉଠାଉଛି ।

Leave a comment

Design a site like this with WordPress.com
Get started