ଜଙ୍ଗଲ ନଷ୍ଟ କରିବା ରାକେଟରେ ଜଡ଼ିତ ଅଛନ୍ତି ଢେଙ୍କାନାଳର ବଡ ପାୱାର ଫୁଲ ନେତା –
ଢେଙ୍କାନାଳ ଜିଲ୍ଲାରେ ଭୟରେ ଥର ହର ହୋଇ ବନ ବନବିଭାଗ ରେଞ୍ଜ ଅଧିକାରୀ ଓ ଜିଲ୍ଲା ଅଧିକାରୀ ବଡ ନେତାଙ୍କ ସହ ଭିତିରି ବୁଝା ବଣlରେ ଚାଲି ଥିଲା ମୂଲ୍ୟ ଗଛ କଟା ଏକ ବିଶେଷ ସୂତ୍ରରୁ ସୂଚନା ହସ୍ତଗତ*, *ଜଙ୍ଗଲ ଦସ୍ୟୁ ବିରାପାନ ସାଜି ଛନ୍ତି ଖୋଦ୍ ବନବିଭାଗ ଅଧିକାରୀ ଚର୍ଚ୍ଚା ଓ ବଡ ପାୱାର ଫୁଲ ନେତା ଚର୍ଚ୍ଚା *, *ଜଙ୍ଗଲରୁ ମୂଲ୍ୟବାନ ଗଛ କଟିଂ ହେବାର ସୂତ୍ରଧର ସାଜିଛନ୍ତି ଖୋଦ୍ ଫରେଷ୍ଟର ଓ ରେଞ୍ଜର ବୋଲି ସାଧାରଣରେ ଆଲୋଚନା*, *ଢେଙ୍କାନାଳ ଜିଲ୍ଲା ଓ ଓଡ଼ାପଡ଼ାରେ ଚାଲିଛି ଅବୈଧ ଗଛ କଟା ସୂତ୍ରଧର ସାଜି ଛନ୍ତି ଖୋଦ୍ ବନବିଭାଗ ବିଭାଗ ଘଟଣା ଜାଣିବି ଚୁପ୍ ବସି ଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ*,
*କାଠ ମାଫିଆଙ୍କ ଟାର୍ଗେଟରେ ଢେଙ୍କାନାଳ ଜିଲ୍ଲାର ବଣ ପାହାଡ*,
*ନଷ୍ଟ ହେଲାଣି ଦଶ ହେକ୍ଟର ରୁ ଅଧିକ ଜଙ୍ଗଲ* ,
*ରେଞ୍ଜର କହୁଛନ୍ତି ସେମାନେ ମୁଷ୍ଠିମେୟ ଲୋକ କାର୍ଯ୍ୟାନୁଷ୍ଠାନ ନେବେ କହି ଚୁପ୍ ବସି ଛନ୍ତି ବନବିଭାଗିୟ ଅଧିକାରୀ*,
*ବନ ବିଭାଗର ସମ୍ପୃକ୍ତି ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା*,

Leave a comment