ମହିଧରପୁର ଗ୍ରାମର ୯୦ ବର୍ଷୀୟ ବୃଦ୍ଧା ଭତା ପାଇବାରୁ ବଞ୍ଚିତ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ତ
ଢେଙ୍କାନାଳ ଜିଲ୍ଲା ସଦର ଥାନା ମହିଧରପୁର ଗ୍ରାମର ଜଣେ ୯୦ ବର୍ଷୀୟ ବୃଦ୍ଧା ବଚନ ମାହୁନ୍ତ ଭତା ପାଉଛନ୍ତି ହେଲ ୩୫୦୦ ଟଙ୍କାର ଭତା ପାଇବାରୁ ବଞ୍ଚିତ ଅଛନ୍ତି । ସଂସାରରେ ତାଙ୍କୁ ଛାଡିଦେଲେ ଆଉ କେହି ନାହାନ୍ତି। ସ୍ୱାମୀ ଓ ପୁଅ ଆର ପାରିକୁ ଚାଲିଗଲେଣୀ ।ତେଣୁ ବଚନ ଆଜି ମଧ୍ୟାହ୍ନ ୧୨ଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ତ ହୋଇ ଭତା ବଢାଇବା ପାଇଁ ନେହୁରା ହୋଇଛନ୍ତି,

Leave a comment