କାଶିଆଡ଼ିହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରେ କୁର୍ତ୍ତିମ ପୋଖରୀ

ଢେଙ୍କାନାଳ ଖବର

କାଶିଆଡିହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୁର୍ତ୍ତିମ ପୋଖରୀ



ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ କାଶିଆଡିହି ଗ୍ରାମ ପଞ୍ଚାୟତକୁ ପୁର୍ବ ମୁଖ୍ୟମନ୍ତ୍ରୀ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରିଥିଲେ l ହେଲେ ଆଜି ଗୁରୁବାର ମଧ୍ୟାହ୍ନ ୧୨ଟା ୩୦ର ଏହି ଦୃଶ୍ୟ I ଆଉ ଏ ହେଉଛି ସେହି ଆଦର୍ଶ ମାନ୍ୟତା ପାଇଥିବା କାଶିଆଡିହି ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ । ସତେ ଯେମିନ୍ତି କୁର୍ତ୍ତିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହା ସହିତ ଏହାର ସମ୍ମୁଖରେ ଥିବା ଅଙ୍ଗନ ବାଡି କେନ୍ଦ୍ର ସମ୍ମୁଖ ରାସ୍ତାର ଅବସ୍ଥା ଆହୁରି ଖରାପ । କୁଟିକୁଟି ପିଲାମାନେ ପାଠ ପଢିବାକୁ ଆସି ଏଠାରେ ପଡିଛନ୍ତିା

Leave a comment

Design a site like this with WordPress.com
Get started