*ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର: ବ୍ୟବସାୟୀ ଗିରଫ*
*-ଟିଟିଲାଗଡ଼: ବ୍ୟବସାୟୀ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କଲା ପୋଲିସ*
*-ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର ଓ ବ୍ଲାକ୍ମେଲିଂ ଅଭିଯୋଗରେ ବ୍ୟବସାୟୀ ଗିରଫ*
*-ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର ଓ ବ୍ଲାକ୍ମେଲିଂ ଅଭିଯୋଗରେ ବ୍ୟବସାୟୀ ଗିରଫ*
*-ହୋଟେଲ୍ ମାଲିକଙ୍କୁ ବୋଲେରୋ ଚପାଇ ହତ୍ୟା ଉଦ୍ୟମ କରାଯାଇଥିଲା*
*-ଗତ ୨୮ ତାରିଖରେ ବିନା ନଂ ପ୍ଲେଟ୍ ଥିବା ବୋଲେରୋ ଧକ୍କା ଦେଇଥିଲା*
*-ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ*

Leave a comment