ଫୁଲବାଣୀ ଜେଲ ଯିବେ ପିଣ୍ଟୁଦାସ

*👉ଫୁଲବାଣୀ_ଜେଲ୍‌_ଯିବେ_ପିଣ୍ଟୁ_ଦାଶ*
-ପୀତବାସ ପଣ୍ଡା ହତ୍ୟା ମାମଲା: ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ
-ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର ନିଷ୍ପତ୍ତି
-ଏନେଇ SDJM କୋର୍ଟ ଅନୁମତି ଦେଇଥିବା କହିଲେ ସରକାରୀ ଓକିଲ
-ପିଣ୍ଟୁଙ୍କ ପତ୍ନୀ ଜେଲ୍‌ ସ୍ଥାନାନ୍ତରକୁ ବିରୋଧ କରି ପିଟିସନ୍‌ କରିଥିଲେ
-ମାତ୍ର VCରେ କୋର୍ଟ ହାଜର ନେଇ ଅସୁବିଧା ନାହିଁ କହିଲେ କୋର୍ଟ
-ଶାନ୍ତି ମିଶ୍ର ହତ୍ୟା ମାମଲାରେ ପିଣ୍ଟୁଙ୍କ ବିରୋଧୀ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି
-ପିଣ୍ଟୁଙ୍କ ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ ନିଷ୍ପତ୍ତି

Leave a comment

Design a site like this with WordPress.com
Get started