Category: new odia odisha
-
ମହିଳା ଭୋଟର୍ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି
ମହିଳା ଭୋଟର୍ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି ମହିଳା ଭୋଟର୍ଙ୍କୁ କେଜ୍ରିୱାଲଙ୍କ ନୂଆ ସ୍ଲୋଗାନ। କହିଲେ, ଘରେ ଯଦି ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ତେବେ ତାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ୨୪ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏଭଳି କଥା କହିଛନ୍ତି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
-
ମହିଳା ଭୋଟର୍ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜାପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ। ଗତକାଲିର କାର୍ଯ୍ୟକ୍ରମରେ ସେ ମହିଳାମାନଙ୍କୁ କହିଛନ୍ତି, ‘ଅନେକ ପୁରୁଷ ଏବେ ମୋଦି ନାମ ଜପ କରୁଛନ୍ତି। ସେମାନଙ୍କୁ ଆପଣ ଠିକ୍ କରିପାରିବେ। ଯେଉଁମାନଙ୍କ ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ସେମାନେ ସ୍ୱାମୀଙ୍କୁ ଖାଇବାକୁ ଦିଅନ୍ତୁନି। ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବା ପାଇଁ ପରିବାର ଲୋକଙ୍କୁ କୁହନ୍ତୁ। ଏମିତିକି ଆପ୍କୁ ସମର୍ଥନ କରିବା…
-
ଟେକ୍ନୋଲୋଜି ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ: ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଉଡ଼ନ୍ତା ଟାକ୍ସି
ବିଶ୍ୱଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏହି ସମୟରେ ଏବେ ଖୁବ ଶୀଘ୍ର ଆସିବାକୁ ଯାଉଛି ଉଡନ୍ତା ଟାକ୍ସି । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା…
-
ଢେଙ୍କାନାଳ ନାବାଳିକା ଛାତ୍ରୀ ବୀଭତ୍ସ ହତ୍ୟା : ସମ୍ପର୍କୀୟ ଭାଇ ସମେତ ୨ ଗିରଫ
ଢେଙ୍କାନାଳ ୫।୩: ଚର୍ଚ୍ଚିତ ଢେଙ୍କାନାଳ ନାବାଳିକା କଲେଜ ଛାତ୍ରୀ ହତ୍ୟା ଘଟଣାର ୪ ଦିନ ପରେ ଅତି ରହସ୍ୟ ଜନକ ଭାବେ ହତ୍ୟା ରହସ୍ୟ ପଦାକୁ ଆଣିଛି ଢେଙ୍କାନାଳ ପୋଲିସ । ଢେଙ୍କାନାଳ ଏସପିଙ୍କ ପକ୍ଷରୁ ଏକ ପ୍ରେସମିଟରେ ଏହି ହତ୍ୟାକାଣ୍ଡର କାହାଣୀ ବଖାଣିଛନ୍ତି ଏସପି ମଡକର ସନ୍ଦୀପ ସମ୍ପଦ । ମୃତ ଛାତ୍ରୀର ପରିବାର ସହିତ ବଡ ବାପାଙ୍କ ପରିବାରର ଜାଗା ବାଡ଼ି ବିବାଦ ରହିଥିଲା ।ତାଙ୍କ ଝିଅ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟକୁ ଲୁଚାଇ ପ୍ରକୃତ…
-
ବଢୁଛି ବିଜେପି ସଦସ୍ୟ
ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ବିଜେପି ରେ ଯୋଗଦେଲେ ଢେଙ୍କାନାଳ ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁ । ଶତାଧିକ କର୍ମୀଙ୍କ ସହ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦାନ । ସ୍ଥାନୀୟ ନେତାଙ୍କ ଉପରେ ଅସନ୍ତୋଷ ଦର୍ଶାଇ ଅଳ୍ପକିଛି ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା । #DhenkanalUpdate
-
ଗୁଳିମାଡ଼ କରି ସୁନା ବ୍ୟବସାୟୀଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହ ସାଢେ ୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଲୁଟିନେଲେ
ଢେଙ୍କାନାଳ : ଗୁଳିମାଡ଼ କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ଢେଙ୍କାନାଳ ରାସୋଳ ଥାନା କଦଳୀପାଳ ଗାଁ ନିକଟରେ ସୁନା ବ୍ୟବସାୟୀଙ୍କୁ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗୁଳିମାଡ଼ । ନଗଦ୧ ଲକ୍ଷ ଟଙ୍କା, ସାଢେ ୩ ଲକ୍ଷ ଟଙ୍କାର ସୁନା ଗହଣା ସହ ନିଜେ ପିନ୍ଧିଥିବା ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ। କଟକରୁ ସୁନା ନେଇ ଅନଗୁଳ ଫେରୁଥିବା ବେଳେ ୨ ଜଣ ଯୁବକ ଏକ କଳା ରଙ୍ଗର ପଲସରରେ ଆସି ଫାୟାରିଂ କରିଥିଲେଗୁଳିଟି ତାଙ୍କ…
-
ସୋମବାର ରାଶିଫଳ (୧୯-୦୨-୨୦୨୪
ମିଥୁନ: ଦିନଟି ଶୁଭଫଳ ପ୍ରଦାନ କରିବ। ଆର୍ଥିକ ମାମଲାରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍କଟ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ ମେଷ: ପାରିବାରିକ ସମସ୍ୟା ଦେଖାଦେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା…
-
ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଜନ ଜୀବନ ବିପର୍ଯ୍ୟସ୍ତ, ଜିଲ୍ଲାପାଳ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଫେରାଦ । ଢ଼େଙ୍କାନାଳ ପୌରାଞ୍ଚଳ ୱାର୍ଡ଼ ନଂ୧୩, ଭାଗିରଥି ବିହାର ” ସି ” ବ୍ଲକରେ ବିଦ୍ୟୁତ ତାର ଗୁଡ଼ିକ ପ୍ରାୟ ୭ ରୁ ୮ ଫୁଟ ଉଚ୍ଚରେ ଝୁଲି ରହିଥିବାରୁ ସ୍ଥାନୀୟ ଅଞ୍ଚଳ ଭିତରକୁ କୌଣସି ଜରୁୀକାଳୀନ ସେବା ଯାନ ଗୁଡ଼ିକ ପ୍ରବେଶ କରି ପାରୁନାହିଁ । ଏହି ବିଦ୍ୟୁତ ତାର ଗୁଡ଼ିକ ଉଚ୍ଚ ନିମନ୍ତେ ସ୍ଥାନୀୟ ବାସିନ୍ଦା ବିଗତ ଦୁଇ ବର୍ଷ ହେଲା ବିଦ୍ୟୁତ ବିଭାଗ ଅଧିକାରୀ ମାନଙ୍କୁ ଅନୁରୋଧ କରିଆସୁଥିଲେ ମଧ୍ୟ ଉକ୍ତ ଅଧିକାରୀ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ନେଇ ପୁନର୍ବାର ଅଧିକାରୀ ଙ୍କୁ ଅବଗତ କରାଯାଇଛି, ତେବେ ଆଗକୁ କୌଣସି ପଦକ୍ଷେପ ନନେଲେ ଟାଟା ପାୱାର ବିରୋଧ ରେ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଜନ ଜୀବନ ବିପର୍ଯ୍ୟସ୍ତ, ଜିଲ୍ଲାପାଳ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଫେରାଦ । ଢ଼େଙ୍କାନାଳ ପୌରାଞ୍ଚଳ ୱାର୍ଡ଼ ନଂ୧୩, ଭାଗିରଥି ବିହାର ” ସି ” ବ୍ଲକରେ ବିଦ୍ୟୁତ ତାର ଗୁଡ଼ିକ ପ୍ରାୟ ୭ ରୁ ୮ ଫୁଟ ଉଚ୍ଚରେ ଝୁଲି ରହିଥିବାରୁ ସ୍ଥାନୀୟ ଅଞ୍ଚଳ ଭିତରକୁ କୌଣସି ଜରୁୀକାଳୀନ ସେବା ଯାନ ଗୁଡ଼ିକ ପ୍ରବେଶ କରି ପାରୁନାହିଁ । ଏହି ବିଦ୍ୟୁତ ତାର ଗୁଡ଼ିକ ଉଚ୍ଚ ନିମନ୍ତେ ସ୍ଥାନୀୟ ବାସିନ୍ଦା ବିଗତ…
-
ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଅରମ୍ଭ । ସଂଘର କ୍ୟାଡ଼ର ପୁନର୍ଗଟଣ, ଗ୍ରେଡ ପେ ଆଦି ଦାବି ସହ ଅନ୍ୟାନ୍ୟ ଦାବି ନେଇ ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।
ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଅରମ୍ଭ । ସଂଘର କ୍ୟାଡ଼ର ପୁନର୍ଗଟଣ, ଗ୍ରେଡ ପେ ଆଦି ଦାବି ସହ ଅନ୍ୟାନ୍ୟ ଦାବି ନେଇ ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।
-
ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ପୁଳାପୁଳା ଟଙ୍କା: ଜଣେ ଫେରାର, ୨ ଆହତ ଡାକ୍ତରଖାନାରେ ଭର୍ତ୍ତିଢେଙ୍କାନାଳ: ଦୁର୍ଘଟଣାଗ୍ରସ୍ତ କାର ଭିତରୁ ପୁଳା ପୁଳା ଟଙ୍କା ଜବତ କରିଛି ଢେଙ୍କାନାଳ ସଦର ଥାନା ପୁଲିସ। ଜବତ ଟଙ୍କା ଗଣତି ହୋଇ ନଥିବାରୁ ପୁଲିସ କୌଣସି ସୂଚନା ଦେଇନାହିଁ। ଉକ୍ତ କାରରେ ଥିବା ୩ଜଣଙ୍କ ଭିତରୁ ଜଣେ ଖସି ପଳାଇଥିଲାବେଳେ ଅନ୍ୟ ୨ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉକ୍ତ ଟଙ୍କା କାହାର ତା’କୁ ନେଇ ପ୍ରଶ୍ନ ଉଠିଛି।ଶୁକ୍ରବାର ଅପରାହ୍ଣରେ କପିଳାସ ପଟୁ ଏକ ସୁଇଫ୍ଟ ଡିଜାୟାର କାର (ଓଆର-୦୫ଏକେ-୧୩୭୯) ଦ୍ରୁତ ଗତିରେ ଢେଙ୍କାନାଳ ଆଡ଼କୁ ଆସୁଥିଲା। କାଇମାଟିସ୍ଥିତ ହରେକୃଷ୍ଣପୁର ଛକଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଖଜୁରୀ ଗଛକୁ ଧକା ଦେବାପରେ ସ୍ପିଡ୍ ଲିମିଟ୍ ସୂଚନା ଖୁଣ୍ଟରେ ପିଟି ହୋଇଥିଲା। କାରଟି ଏତେ ଜୋରରେ ଧକା ହୋଇଥିଲା ଯେ, ଖଜୁରୀ ଗଛଟି ଉପୁଡ଼ି ପଡ଼ିଥିବାବେଳେ ସ୍ପିଡ୍ ଲିମିଟ୍ ସୂଚନା ଫଳକ ଥିବା ଲୁହା ଖୁଣ୍ଟ ଉପୁଡ଼ି କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଗାଡ଼ି ଭିତରେ ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ୨ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ପୁଳାପୁଳା ଟଙ୍କା: ଜଣେ ଫେରାର, ୨ ଆହତ ଡାକ୍ତରଖାନାରେ ଭର୍ତ୍ତି ଢେଙ୍କାନାଳ: ଦୁର୍ଘଟଣାଗ୍ରସ୍ତ କାର ଭିତରୁ ପୁଳା ପୁଳା ଟଙ୍କା ଜବତ କରିଛି ଢେଙ୍କାନାଳ ସଦର ଥାନା ପୁଲିସ। ଜବତ ଟଙ୍କା ଗଣତି ହୋଇ ନଥିବାରୁ ପୁଲିସ କୌଣସି ସୂଚନା ଦେଇନାହିଁ। ଉକ୍ତ କାରରେ ଥିବା ୩ଜଣଙ୍କ ଭିତରୁ ଜଣେ ଖସି ପଳାଇଥିଲାବେଳେ ଅନ୍ୟ ୨ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉକ୍ତ ଟଙ୍କା କାହାର ତା’କୁ ନେଇ ପ୍ରଶ୍ନ…