Category: new odia odisha
-
ଭବତୁ ମେ ଅନ୍ତର୍ଯ୍ୟାମୀ…।(୧୬)********************### ଜଣେ କବିର ଅପମୃତ୍ୟୁ ! ###*********************************✍️ଅନ୍ତର୍ଯ୍ୟାମୀ ବାରିକ *********************************ହେ କବି, ତୁମେ ଫେରି ଯାଆ, ସମ୍ପର୍କର ବିଷ ବଳୟରେଶ୍ୱାସରୁଦ୍ଧ ହେବା ପୂର୍ବରୁ ବାଛିନିଅ ଏକ ସ୍ଵତନ୍ତ୍ର ନିରାପଦ ସ୍ଥାନ,ଅବଶିଷ୍ଠ ଆୟୁଷକୁ ବାଣ୍ଟିଦିଅସ୍ଵପ୍ନ ଦେଖୁଥିବା ଆଗନ୍ତୁକଙ୍କ ମଧ୍ୟରେ! ତୁମର ଆବର୍ତ୍ତମାନରେଲୁହ ଝରେଇବାକୁ ବେଳ କାହିଁ କାହାର,ଗୁଡିରୁ ଯୋଗାଯୋଗ ବିଛିନ୍ନ ହେଲାପରେଖୋଜାଖୋଜିରେ ଆଉ ଅଧିକ ସମୟ ଦେଇଲାଭ କାହାକୁ ବା ମିଳିଛି?ସମ୍ପର୍କଟା ବ୍ଯସ୍ତ ବ୍ୟବସାୟରେ ବନ୍ଧାପଡେ ଲାଭ କ୍ଷତିର ତରାଜୁରେ !ସମ୍ଭାବନାର ନୂଆ ନୂଆ ଉତ୍ସସମ୍ଭୋଗ…
-
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ
ଢେଙ୍କାନାଳ:(ନିଉଜ ଓଡ଼ିଆ ଓଡିଶା ବ୍ୟୁରେ ରିପୋର୍ଟ )ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ । ୧୧ କୋଟି ଟଙ୍କା ବ୍ୟୟରେ ୩ଟି ପଞ୍ଚାୟତରେ ଏସବୁ ସେତୁ ନିର୍ମାଣ ହେବ। ଏଥିପାଇଁ ଶିଳାନ୍ଯାସ କରାଯାଇଛି। ସେତୁ ନିର୍ମାଣ ଫଳରେ ଗମନାଗମନରେ ସୁବିଧା ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତିପ୍ରତିଶ୍ରୁତି ପୂରଣ କଲେ ରାଜ୍ୟ ସରକାର । ଢେଙ୍କାନାଳ ଜିଲ୍ଲା ଭୁବନ…
-
ଶୂନ୍ୟବାସି ଖେଳ କରେ ମହିମାଧାମେ
ଶୂନ୍ୟବାସୀ ଖେଳ କରେ ମହିମା ଧାମେ****************************(ନିଉଜ ଓଡ଼ିଆ ଓଡିଶା )(ଲେଖକଓ କବି ପ୍ରକାଶଚନ୍ଦ୍ର ରାଉତ )ଶୂନ୍ୟବାସୀ ଖେଳ କରେ ମହିମା ଧାମେନିରାକାର ବ୍ରହ୍ମ ପୂଜା ଅଲେଖ ନାମେ |ନାହିଁ ହାତ ନାହିଁ ପାଦନାହିଁ ରୂପ ସେ ଅରୁପଅବ୍ୟକ୍ତ ସେ ଅଣାକାର ସର୍ବତ୍ର ଭ୍ରମେ |ଶୂନ୍ୟବାସୀ…… ଅଖଣ୍ଡ ଝାଡରେ ଦେଖ ଶୂନ୍ୟ ପୁରୁଷଧୂନୀ ଯୋଗେ ବ୍ରହ୍ମାଣ୍ଡ କୁ କରିଛି ବଶନାହିଁ ଯାହାର ଆକାରସେହି ସ୍ୱୟଂ ନିରାକାରତେଜିସର୍ବ ଭାବ ତା ‘ରେ ଶରଣ ପଶ| ମିଛମାୟା ଏସଂସାରେ ନାହିଁରେ ଲାଭଦେଲେନେଲେ…
-
ପ୍ରାୟଶ୍ଚିତ
(ଲେଖକ -ପ୍ରକାଶଚନ୍ଦ୍ରରାଉତ )ପ୍ରାୟଶ୍ଚିତ ———-ଲୋ ହୁଣ୍ଡୀଜିଭକୁ ସିନା ଖସେଇଦେଲୁ ଜନତା ମୈଦାନରେନିଜେ କେମିତି ଖସିବୁଜନତା ମୁହଁରୁ? କାନ୍ତ ଙ୍କୁ କଣ୍ଠ କହିଲୁ ବୋଲିତରକ୍ତ ଝରୁଛି ଏଠି ମେଲେଇ ଦେ ତୋର ନିଲଠା ଆଖିଙ୍କୁଦେଖି ପାରିବୁ ଦୁଃଖର “ଦୟାନଦୀ”ନିର୍ବାକ ପଙ୍ଗପାଳମାନପତ୍ର ପାଇଁ କାକୁସ୍ଥ ଯେଉଁଠି | ଲୋ ହୁଣ୍ଡୀ ତୁ ଖସେଇଦେଇଛୁ ଧନୁରୁ ତୀରଚିରି ଦେଇଛୁଅସ୍ମିତାର ପାଟଶାଢ଼ୀ ତୋ ପାଇଁଜଳୁଛି ଦେଖ ଦ୍ରୋହର ନିଆଁହୁଳାମୁହୂର୍ତ୍ତଟେ ହେଉ ପଛେ ନଇଁ ଯାଇଛି ଗୋଟେ ଜାତି | ଲୋ ହୁଣ୍ଡୀ କେଉଁଠି…
-
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଲଟାକ୍ସ ଅଞ୍ଚଳରେ ଅଘଟଣ, ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କଲେ ସ୍ଥାନୀୟ ବ୍ୟବସାୟୀ । ମୃତକ ଜଣଙ୍କ କାଲଟାକ୍ସ ଅଞ୍ଚଳର ବଳରାମ ସାହୁ । କରଜ ସୁଝି ନପାରି ମାନସିକ ଭାରସାମ୍ୟ ହରାଇ ନିଜ ବନ୍ଧୁକରୁ ଗୁଳିକରି ଏଭଳି ଘଟଣା ଘଟାଇଥିବା ସୂଚନା । ବଳରାମ ସାହୁଙ୍କ କ୍ରସର ବ୍ୟବସାୟ ଥିଲା ଏବଂ ତାଙ୍କର ଦୁଇ ପୁଅ ଓ ବୋହୁ ଅଛନ୍ତି, ତେବେ ଆଜି ସନ୍ଧ୍ୟା ସମୟରେ ଘରେ ଦୁଇ ପୁଅ ନଥିବା ବେଳେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଫୁଟାଇ ଆତ୍ମହତ୍ୟା କରିଛନ୍ତି । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତେବେ ସାଇଣ୍ଟିଫିକ ଟିମ ପହଞ୍ଚିଲା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।ଏପଟେ ବଳରାମ ସାହୁ ଙ୍କ ବ୍ୟବସାୟ ରେ ବ୍ୟାପକ କ୍ଷତି ଓ ଋଣ ଭାର ଯୋର୍ ଥିବା ପରିବାର ଲୋକେ ସୂଚନା ଦେଉଛନ୍ତି।#BreakingNews #Dhenkanal #DhenkanalUpdate
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଲଟାକ୍ସ ଅଞ୍ଚଳରେ ଅଘଟଣ, ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କଲେ ସ୍ଥାନୀୟ ବ୍ୟବସାୟୀ । ମୃତକ ଜଣଙ୍କ କାଲଟାକ୍ସ ଅଞ୍ଚଳର ବଳରାମ ସାହୁ । କରଜ ସୁଝି ନପାରି ମାନସିକ ଭାରସାମ୍ୟ ହରାଇ ନିଜ ବନ୍ଧୁକରୁ ଗୁଳିକରି ଏଭଳି ଘଟଣା ଘଟାଇଥିବା ସୂଚନା । ବଳରାମ ସାହୁଙ୍କ କ୍ରସର ବ୍ୟବସାୟ ଥିଲା ଏବଂ ତାଙ୍କର ଦୁଇ ପୁଅ ଓ ବୋହୁ ଅଛନ୍ତି, ତେବେ ଆଜି ସନ୍ଧ୍ୟା ସମୟରେ ଘରେ ଦୁଇ ପୁଅ ନଥିବା…
-
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଆନୁକୁଲ୍ୟରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଭାଷା ଅତୀତର ଅସ୍ତିତ୍ବ , ଭାଷା ହିଁ ଭବିଷ୍ୟତ ,ବିଷୟ ଉପରେ ସମସ୍ତ ଛାତ୍ର ଓ ଛାତ୍ରୀ ଙ୍କୁ ନେଇ ତର୍କ ଏବଂ ପ୍ରବନ୍ଧ ଉପରେ ପ୍ରତିଯୋଗିତା ହୋଇଥିଲା ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ମନୋଜ ମଞ୍ଜରୀ ଲେଙ୍କା ମହୋଦୟା,ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ନିହାରବାଲା ରାଉତ ମାହୋଦୟା , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଏବଂ ମଞ୍ଚ ପରିଚାଳନା କରିଥିଲେ ସୁସାହିତିକା ରଶ୍ମିତା ରାଉତ ଏବଂ ଯୋଗଦେଇଥିଲେ ସମସ୍ତ ୱାଡ ସଭ୍ୟ ସଭ୍ୟା,SHG ମା,ମାନେ , ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ। ତର୍କ ରେ ପ୍ରଥମ ଅଧିକାର ଥିଲେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ର ଆକାଶ ବେହେରା ଓ ପ୍ରବନ୍ଧରେ ପ୍ରଥମ ଅଧିକାର କରିଥିଲେ ଯୋରନ୍ଦା ପାଟଣା ବିଦ୍ୟାଳୟର ପୂର୍ଣ୍ଣିମା ସାହୁ, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ,ଦେଶ ଆତ୍ମା ସଙ୍ଗୀତ ଗାଇଥିଲେ ରତ୍ନାସ୍ୱେରି ରଣା ,ମହିମା ଗାଦିର ମଡେ଼ଲ ପ୍ରକଳ୍ପ କରିଥିଲେ ନୋଡାଲ ଉ ପ୍ରା ବିଦ୍ୟାଳୟର ଛାତ୍ର ।ତେଣୁ ସମସ୍ତଙ୍କୁ ଯୋରନ୍ଦା ଗ୍ରାମ ପଞ୍ଚାୟତ ତରଫରୁ ଅଶେଷ ଅଶେଷ ଧନ୍ୟବାଦ
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଆନୁକୁଲ୍ୟରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଭାଷା ଅତୀତର ଅସ୍ତିତ୍ବ , ଭାଷା ହିଁ ଭବିଷ୍ୟତ ,ବିଷୟ ଉପରେ ସମସ୍ତ ଛାତ୍ର ଓ ଛାତ୍ରୀ ଙ୍କୁ ନେଇ ତର୍କ ଏବଂ ପ୍ରବନ୍ଧ ଉପରେ ପ୍ରତିଯୋଗିତା ହୋଇଥିଲା ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ମନୋଜ ମଞ୍ଜରୀ ଲେଙ୍କା ମହୋଦୟା,ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ନିହାରବାଲା ରାଉତ ମାହୋଦୟା , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ…
-
ଢେଙ୍କାନାଳ ଜିଲ୍ଲା ନେଉଳପୋଇ ପଞ୍ଚାୟତ ବିରୁଖୁଣ୍ଟି ଗ୍ରାମର ବିପିନ ମହାନ୍ତି ହାତୀ ଆକ୍ରମଣରେ ମୃତ୍ୟୁ । କାମ ସାରି ଘରକୁ ଯାଉଥିବା ବେଳେ ନେଉଳପୋଇ ରୋଡ଼ ଉପରେ ଆକ୍ରମଣ କରିଥିଲା ନରହନ୍ତା ଦନ୍ତା ହାତୀ ।
ଢେଙ୍କାନାଳ ଜିଲ୍ଲା ନେଉଳପୋଇ ପଞ୍ଚାୟତ ବିରୁଖୁଣ୍ଟି ଗ୍ରାମର ବିପିନ ମହାନ୍ତି ହାତୀ ଆକ୍ରମଣରେ ମୃତ୍ୟୁ । କାମ ସାରି ଘରକୁ ଯାଉଥିବା ବେଳେ ନେଉଳପୋଇ ରୋଡ଼ ଉପରେ ଆକ୍ରମଣ କରିଥିଲା ନରହନ୍ତା ଦନ୍ତା ହାତୀ ।
-
ଯୋରନ୍ଦା ଗ୍ରାମପଞ୍ଚାୟତ ର ସରପଞ୍ଚ ଆରତୀନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ
ଆମ ଯୋରନ୍ଦା ଅଞ୍ଚଳ ପାଇଁ ବହୁତ ଖୁସିର ଦିନ ଆଜି ଯୋରନ୍ଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆରତୀନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ ,ଯୋରନ୍ଦା ନୋଡାଲ ଉ ପ୍ରା ବିଦ୍ୟାଳୟ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏବଂ ଯୋରନ୍ଦା ମହିମା ବାଳିକା ଉଚ୍ଚ ବିଦ୍ୟାଳୟ 2 ଜଣ ଛାତ୍ରୀ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ…
-
ହାତୀ ଛୁଆର ମୃତଦେହ ଠାବ, ବନବିଭାଗର ତଦନ୍ତ ଜାରି
ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି। ବାବନ୍ଧ ସେକ୍ସନ ଗିରିଧର ପ୍ରସାଦ ଗ୍ରାମ୍ୟଜଙ୍ଗଲ ନିକଟରେ ଏହି ଛୁଆହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହା ଏକ ଅଣ୍ଡିରା ହାତୀଛୁଆର ମୃତଦେହ। ତା’ର ବୟସ ୨ବର୍ଷ ହେବା ନେଇ ଅନୁମାନ କରାଯାଇଛି।ତେବେ ହାତୀ ଛୁଆ ମୃତ୍ୟୁର ସଠିକ କାରଣ ଜଣପଡ଼ିନାହିଁବନବିଭାଗର କର୍ମଚାରୀମାନେ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ହାତୀ ଛୁଆର…
-
ଛାତ୍ରୀ ଆତ୍ମରକ୍ଷଳ କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟନ
ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟନ ଢେଙ୍କାନାଳ ୩୦/୦୧/୨୦୨୪ ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିର ରେ +୨ କଳା,ବିଜ୍ଞାନ,ବାଣିଜ୍ୟ ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ! ଉଦଘାଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ମଲ୍ଲ ଅଧ୍ୟକ୍ଷତା କରି ସମାଜରେ ନାରୀମାନଙ୍କ ଜୀବନରେ ଆତ୍ମରକ୍ଷା ବିଶେଶ୍ୱତ ଏବଂ ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ । ପ୍ରଶିକ୍ଷଣ ଶିବିର…