Category: new odia odisha
-
ଢେଙ୍କାନାଳ (ରିପୋର୍ଟ -ନିଉଜ ଓଡ଼ିଆ ଓଡିଶା ବ୍ୟୁlରେ )ତା ୩୦/୧/୨୪ରିଖ, ମେରାମଣ୍ଡଳୀସ୍ଥିତ ରୁଙ୍ଗଟା ମାଇନ୍ତି କମ୍ପାନୀର ଦଳିତମାନଙ୍କୁ ସଂପରିଗତ ଶୋଷଣ, ମାନସିକ ନିର୍ଯ୍ୟାତନା, ଆର୍ଥିକ କଷଣ ଇତ୍ୟାଦି କାର୍ଯ୍ୟକ୍ରମଗୁଡିକର ତଦନ୍ତ କରିବା ଦାବିରେ ଆଜି ଦଳିତ, ଶୋଷଣ ମୁକ୍ତ ମଞ୍ଚ ତରଫରୁ ଏକ ବିକ୍ଷୋଭ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଉଲ୍ଲେଖଯୋଗ୍ୟ କି, ଗତ ଦୀର୍ଘ ୧୪ ବର୍ଷ ଧରି ମେରାମଣ୍ଡଳୀ ଏସ.ସି. (ପାଣ) ସାହିର ଲୋକମାନଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଜମି ନେଲା ପରେ ନିଯୁକ୍ତି ନ ଦେବା ଇତ୍ୟାଦି ଅଭିଯୋଗ ଦୀର୍ଘ ବର୍ଷ ଧରି ଜମିହରା ପରିବାରମାନେ କରିଆସୁଛନ୍ତି । କିନ୍ତୁ ସ୍ୱଚ୍ଛ ସରକାର ଓ ଗରିବଲୋକଙ୍କ ବଳ ବିଜୁଜନତା ଦଳ ବୋଲି ଦାବି କରୁଥିବା ରାଜ୍ୟ ଓ ଜିଲ୍ଲା ପ୍ରଶାସନ ୧୪ ବର୍ଷ ଧରି ଏମାନଙ୍କ ଅଭିଯୋଗକୁ କେବଳ ଅଣଦେଖା କରିଛନ୍ତି ନୁହ, ଏମାନଙ୍କୁ ପୋଲିସ ଲଗାଇ ଦମନ କରିବା ପାଇଁ ମଧ୍ୟ ପଛାଇ ନାହାଁନ୍ତି ।
ଢେଙ୍କାନାଳ ତା ୩୦/୧/୨୪ରିଖ, ମେରାମଣ୍ଡଳୀସ୍ଥିତ ରୁଙ୍ଗଟା ମାଇନ୍ତି କମ୍ପାନୀର ଦଳିତମାନଙ୍କୁ ସଂପରିଗତ ଶୋଷଣ, ମାନସିକ ନିର୍ଯ୍ୟାତନା, ଆର୍ଥିକ କଷଣ ଇତ୍ୟାଦି କାର୍ଯ୍ୟକ୍ରମଗୁଡିକର ତଦନ୍ତ କରିବା ଦାବିରେ ଆଜି ଦଳିତ, ଶୋଷଣ ମୁକ୍ତ ମଞ୍ଚ ତରଫରୁ ଏକ ବିକ୍ଷୋଭ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଉଲ୍ଲେଖଯୋଗ୍ୟ କି, ଗତ ଦୀର୍ଘ ୧୪ ବର୍ଷ ଧରି ମେରାମଣ୍ଡଳୀ ଏସ.ସି. (ପାଣ) ସାହିର ଲୋକମାନଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଜମି ନେଲା ପରେ ନିଯୁକ୍ତି ନ ଦେବା…
-
ମା ସମଲେଇ କରୁଣାର ଦେବୀଙ୍କୁ ମାଙ୍କ ପୀଠର ଭବ୍ୟ ରୂପାନ୍ତରଣକଲେ ମୁଖ୍ୟମନ୍ତ୍ରୀ
ମା’ ସମଲେଇ କରୁଣାର ଦେବୀ, ମା’ ଭକ୍ତିର ଦେବୀ। ମା’ଙ୍କ ପୀଠର ଭବ୍ୟ ରୂପାନ୍ତରଣ ଲୋକାର୍ପଣ ଉତ୍ସବରେ ସାମିଲ ହେବା ମୋର ପରମ ସୌଭାଗ୍ୟ। ଏଠାକାର ଆଧ୍ୟାତ୍ମିକ ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠିଛି। ମା’ଙ୍କ ମନ୍ଦିରଠାରୁ ମହାନଦୀ ଘାଟ ଯାଏଁ ସବୁଠି ଦିବ୍ୟତା ଓ ଭବ୍ୟତାର ସ୍ପର୍ଶ। ଆମ କଳା ଓ ସଂସ୍କୃତିର ସୌନ୍ଦର୍ଯ୍ୟରେ ମା’ଙ୍କ ପୀଠ ଝଲସି ଉଠିଛି। ଶହ ଶହ ବର୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମା’ଙ୍କ ପୀଠ ରୂପାନ୍ତରିତ ହୋଇଛି।…
-
75ତମ ସାଧାରଣତନ୍ତ୍ର ଦିବସ କୁ ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କରିନଥିଲା କେଉଁ ବିଦ୍ୟାଳୟ କି ମହା ବିଦ୍ୟାଳୟରେ ଅବା କେଉଁ କ୍ଳବ କି କେଉଁ ଷ୍ଟାଡିଅମରେ |ତେବେ କେଉଁଠି କାହା ସହ ପାଳନ ହେଲା ଏ ଦିବସ?ଆମ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ବିଶ୍ୱନାଥ ପୁର ବୋଲି ଗ୍ରାମଟିଏ ଅଛି |ସେଠି ବାସୁଦେବ ନାଏକ ବୋଲି ଜଣେ ଖଟିଖିଆ ମଣିଷର କିଛି ଚାଷ ଜମିରେ ଠିଆ ହୋଇଛି ଖଜୁରୀ ପାଲର କେଇଗୋଟି କୁଡ଼ିଆ ଯେଉଁଠି ବାସ କରନ୍ତି ମଳିମୁଣ୍ଡିଆ କେଳା ସମ୍ପ୍ରଦାୟର କିଛି ଘୁଡୁକି କଳାକାର |ଦିନେ ସେଇ ଅଞ୍ଚଳରୁ ବିକାଶ ବୋଲି ଶବ୍ଦଟିଏ ଜନ୍ମ ନେଇଥିଲା ଆଉ ଆଜି ଵି ସେଠୁ ବିକାଶର ବୁକୁଫଟା ଚିତ୍କାର ମୋବାଇଲରେ ଶୁଭୁଛି |କିନ୍ତୁ ଏହି କେଳା ସମ୍ପ୍ରଦାୟ ମାନଙ୍କ ପାଇଁ ନୁହେଁ |ଘୁଡୁକ ସଂଗୀତ କଳା କୁ ବଂଚେଇ ରଖିଥିବା ଏହି ମହାନ ଜନଜାତି ମାନଙ୍କ ମଧ୍ୟରୁ ଅଧିକାଂଶ ପରିଚୟ ବିହୀନ ହତଭାଗ୍ୟ ମଣିଷ |ନା ଅଛି ଆଧାର କାର୍ଡ ନା ଭୋଟର କାର୍ଡ |ଜମି ଘର କଥା କିଏ ପଚାରେ?ଏମାନେ ପଢିନାହାନ୍ତି ପାଠ ଶିଖିନାହାନ୍ତି ମିଛ କହିବା କିମ୍ବା ଚାଖି ନାହାନ୍ତି ନିଶା ପାଣିର ଉଷ୍ମତାକୁ |ଏମାନେ ବୁଝନ୍ତିନି ଛନ୍ଦ କି କପଟ କିନ୍ତୁ ହସି ପାରନ୍ତି ଛାତିରେ କଲିଜା ଭିଜେଇ |ଆମେ କୁଆଡେ ଗଣତନ୍ତ୍ରର 75ତମ ଗୌରବ ଦିବସ ପାଳନ କରି ଗର୍ବ କରୁଛନ୍ତି |କି ଗର୍ବ? କି ଅହଙ୍କାର?ଏମାନେ ଏବଂ ଏମାନଙ୍କ ଭଳି ବଂଚିଥିବା ଅନେକ ମଣିଷ ତ ବୁଝିନାହାନ୍ତି ଜାତୀୟ ପତାକା କଣ, ଭାରତ କିଏ? ଏମାନେ କେମିତି ବୁଝିବେ ସ୍ୱାଧୀନତା ଦିବସ ଆଉ ସାଧାରଣତନ୍ତ୍ର ଦିବସ କଣ?ଏମାନଙ୍କ ସହ ବନ୍ଧୁତ୍ୱର ସମ୍ପର୍କ ସ୍ଥାପନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ |ଏମାନଙ୍କୁ ମଞ୍ଚ ର ନାୟକ ନାୟିକା କରି ଖେଳେଇବାକୁ ନୁହେଁ ଏମାନଙ୍କର ସାମ୍ବିଧାନିକ ଅଧିକାର ପାଇବା ପାଇଁ ମିଳିମିଶି ଲଢେଇ କରିବା ପାଇଁ କେବଳ ଏ ନିରୁତା ବନ୍ଧୁତ୍ୱ |ଭାରତ ମାତାର ଛାତି ଉପରେ ଏବଂ ଆମ ବୈଜୟନ୍ତୀ ବାନା ଆମ ଗୌରବ ତ୍ରିରଙ୍ଗା ପତାକା ତଳେ ବଜ୍ର ଶପଥ ନିଆଗଲା ଏମାନଙ୍କ ସାମ୍ବିଧାନିକ ଅଧିକାର ପାଇଁ ଲଢେଇ କରିବା ପାଇଁ |ଭାରତ ମାତା କି ଜୟ 🙏ବନ୍ଦେ ମାତରଂ 🙏
75ତମ ସାଧାରଣତନ୍ତ୍ର ଦିବସ କୁ ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କରିନଥିଲା କେଉଁ ବିଦ୍ୟାଳୟ କି ମହା ବିଦ୍ୟାଳୟରେ ଅବା କେଉଁ କ୍ଳବ କି କେଉଁ ଷ୍ଟାଡିଅମରେ |ତେବେ କେଉଁଠି କାହା ସହ ପାଳନ ହେଲା ଏ ଦିବସ?ଆମ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ବିଶ୍ୱନାଥ ପୁର ବୋଲି ଗ୍ରାମଟିଏ ଅଛି |ସେଠି ବାସୁଦେବ ନାଏକ ବୋଲି ଜଣେ ଖଟିଖିଆ ମଣିଷର କିଛି ଚାଷ ଜମିରେ ଠିଆ ହୋଇଛି ଖଜୁରୀ ପାଲର କେଇଗୋଟି…
-
ଶୁକ୍ରବାର ରାଶିଫଳ ( ୨୬-୦୧-୨୦୨୪ )
ମିଥୁନ: ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ହେବେ। ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି କରିବେ। କର୍କଟ: ଅଫିସ୍ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରୁ ଲାଭ ମିଳିବ। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମେଷ: ଖୁସି ଖବର ମିଳିବ। ଚାକିରିରେ ସଫଳତା ମିଳିବ। ଅର୍ଥ ନିବେଶ କରିବା ପାଇଁ…
-
ମହୁଲଖୋଳି ଗ୍ରାମରେ ହାତି ଉପଦ୍ରଵ ବ୍ୟାପକ ପନି ପରିବା ଫସଲ ନଷ୍ଟ
*ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ବ୍ୟାପକ ପନି ପରିବା ଫସଲ ନଷ୍ଟ***************************************ଢେଙ୍କାନାଳ : ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତ କାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଚାଷୀ ଗୋଲକ ବିହାରୀ ବେହେରା…
-
ମହୁଲଖୋଳି ଗ୍ରାମରେ ହାତି ଉପଦ୍ରଵ ବ୍ୟାପକ ପନି ପରିବା ଫସଲ ନଷ୍ଟ
*ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ବ୍ୟାପକ ପନି ପରିବା ଫସଲ ନଷ୍ଟ***************************************ଢେଙ୍କାନାଳ : ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତ କାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଚାଷୀ ଗୋଲକ ବିହାରୀ ବେହେରା…
-
ପ୍ରତି ସ୍ଥାନରେ ପ୍ରାୟ ଏକ ହଜାର ରୁ ଅଧିକ ନୂଆ ଭୋଟର ଙ୍କୁ ସାମିଲ କରିବାକୁ ଯୋଜନା କରିଛି ବିଜେପି
*👉ପ୍ରତି ସ୍ଥାନରେ ପ୍ରାୟ ୧ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଯୋଜନା କରିଛି ବିଜେପି। ୨୦୧୪ ଓ ୨୦୧୯ରେ ନୂଆ ଭୋଟର ମୋଦିଙ୍କ ପାଖରେ ଥିଲେ। ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି। ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେପି ଯୋଜନା କରିଛି। ଏହି ସମ୍ମିଳନୀରେ ୯ ବର୍ଷରେ ମୋଦି ସରକାରଙ୍କ ଯୁବ…
-
ବୁଧବାର 24ତାରିଖ ରାଶିଫଳ
ମେଷ: ବ୍ୟବସାୟ ଲାଭଜନକ ରହିବ। ଘରକୁ ଅତିଥିଙ୍କ ଆଗମନ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ପରିବାରର ସହଯୋଗ ମିଳିବ। ବୃଷ: ଦିନଟି ଯନ୍ତ୍ରଣାଦାୟକ ରହିବ। କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ। ଅର୍ଥ ନିବେଶ ଲାଗି ଉପଯୁକ୍ତ ସମୟ। କୌଣସି କାମ ସମସ୍ୟା ସୃଷ୍ଟି କରିବ। ଧାର କରଜରୁ ନିବୃତ୍ତ ରହିବେ। ମିଥୁନ: ଜୀବନସାଥୀଙ୍କ ପାଇଁ କୌଣସି ନୂଆ ଜିନିଷ କିଣିବେ। ବନ୍ଧୁଙ୍କ ସହ ବ୍ୟବସାୟ…
-
ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ, ଢେଙ୍କାନାଳ
୨୪ ଜାନୁଆରୀ ୨୦୨୪( ନିଉଜ ଓଡ଼ିଆ ଓଡିଶା ) ଢେଙ୍କାନାଳ :- ଜିଲ୍ଲାରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l ଏଥିରେ ମାନ୍ୟବର ସଦର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଜିଲ୍ଲାରେ କୃଷି ଉତ୍ପାଦନ କୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଅଧିକ ସମନ୍ଵୟ ରଖି ଜଳସେଚନ ଓ କୃଷି କାର୍ଯ୍ୟ ଆଗେଇ…
-
*🔰ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା*🔶ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ଏନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି।🔶୧ କୋଟି ଲୋକଙ୍କ ଘର ଛାତରେ ଲାଗିବ ସୋଲାର ସିଷ୍ଟମ୍।🔶ଗତକାଲି ଦିଲ୍ଲୀରେ ଆୟୋଜିତ ବୈଠକରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
*🔰ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା* 🔶ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ଏନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। 🔶୧ କୋଟି ଲୋକଙ୍କ ଘର ଛାତରେ ଲାଗିବ ସୋଲାର ସିଷ୍ଟମ୍। 🔶ଗତକାଲି ଦିଲ୍ଲୀରେ ଆୟୋଜିତ ବୈଠକରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।