Category: new odia odisha
-
ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୭୫-୮୦ମାଟ୍ରିକ ବ୍ୟାଚ ର ପୂରାତନ ଛାତ୍ରଛାତ୍ରୀ ମାନଙ୍କର ୨ୟ “ବନ୍ଧୁ ମିଳନ” ଉତ୍ସବ ସ୍ଥାନୀୟ ଢେଙ୍କାନାଳ ରାଜବାଟି ଠାରେ
ଆଜି ତା୨୧/୧/୨୪ ରିଖ (ରବିବାର) ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୭୫-୮୦ ମାଟ୍ରିକ ବ୍ୟାଚ ର ପୂରାତନ ଛାତ୍ରଛାତ୍ରୀ ମାନଙ୍କର ୨ୟ “ବନ୍ଧୁ ମିଳନ” ଉତ୍ସବ ସ୍ଥାନୀୟ ଢେଙ୍କାନାଳ ରାଜବାଟି ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ୬୫ ଜଣ ପୁରାତନ ବନ୍ଧୁ ତଥା ବାନ୍ଧବୀ ଯୋଗଦାନ କରିଥିଲେ। ଦିନ ୧୦ଟା ପରଠାରୁ ବନ୍ଧୁ ମାନଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ଓଡ଼ିଆ ଓ ହିନ୍ଦୀ ସୁଗମ ସଙ୍ଗୀତ ର ତାଳେ ତାଳେ…
-
: ପୁଲିସ ଥାନା, ବନ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ପଡ଼ି ରହିଥିବା ଜବତ ଗାଡ଼ିକୁ ଉଠାଇବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗାଡ଼ି ଗୁଡ଼ିକ ନଷ୍ଟ ହେବା ପୂର୍ବରୁ ଫେରାଇବା ପାଇଁ ନିଷ୍ପତି ନିଆଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ନିୟମ ଆଣନ୍ତୁ ବୋଲି ପରିବହନ କମିଶନରଙ୍କୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ ।
ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଲିସ ଥାନା ପରିସରରେ ପଡିଥିବା ଗାଡି ନଷ୍ଟ ହେବା ପୂର୍ବରୁ ଫେରାଇବାକୁ ନିଆଯାଉ ପଦକ୍ଷେପ ।: ପୁଲିସ ଥାନା, ବନ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ପଡ଼ି ରହିଥିବା ଜବତ ଗାଡ଼ିକୁ ଉଠାଇବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗାଡ଼ି ଗୁଡ଼ିକ ନଷ୍ଟ ହେବା ପୂର୍ବରୁ ଫେରାଇବା ପାଇଁ ନିଷ୍ପତି ନିଆଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ନିୟମ…
-
ପୌରପରିଷଦ ର ପୌରଧ୍ୟକ୍ଷା ଜୟନ୍ତୀପାତ୍ର ଙ୍କ କୁଞ୍ଜକାନ୍ତ ଠାରୁ ବାଜିଚୌକି ପର୍ଯ୍ୟନ୍ତ ରାମ ଭକ୍ତ ଙ୍କ ସହ ନିର୍ମନ୍ତ୍ରଣ ବଣ୍ଟନ
ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଅଯୋଧ୍ୟା ନଗରୀ ରେ ନବ ନିର୍ମିତ ମନ୍ଦିର ର ଜାନୁୟାରୀ ୨୨ ତାରିଖରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଢେଙ୍କାନାଳ ପୌରପରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଙ୍କ ନେତୃତ୍ୱ ରେ ଢେଙ୍କାନାଳ ର କୁଞ୍ଜକାନ୍ତ ଠାରୁ ବାଜିଚଉକ ଛକ ପର୍ଯ୍ୟନ୍ତ ଏକ ବିଶାଳ ରାମ ଲହର ଜାଗରଣ ଯାତ୍ରା କରି ରାମ ଭକ୍ତଙ୍କ ସହିତ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଗଲା ll🙏…
-
ଢେଙ୍କାନାଳ ପାତ୍ର ଏଜେନ୍ସି ରେ ଜିଏଷ୍ଟି ର ରେଡ ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ
ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ରେଡ, ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ତନାଘନା ଚଢ଼ାଉ ଜାରି ରହିଛି । ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳ ପକ୍ଷରୁ ଏହି ଚଢାଉ କରାଯାଉଛି । ବାଜି ଚୌକ ଛକ ନିକଟରେ ଥିବା ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଏହି ଚଢାଉ କରାଯାଇଛି । ଢେଙ୍କାନାଳ ସହରର ବାଜିଚୌକ ଏବଂ ଜଗନନଗର ସ୍ଥିତ ଗୋଦାମରେ ଜିଏସଟି ଟିମରେ ଆଠରୁ ଦଶଜଣ…
-
ପାତ୍ର ଏଜେନ୍ସି ରେ ଯିଏସଟି ରେଡ ଦୁଇଟି ଜୋତା ଗୋଦାମ ଉପରେ ଚଢ଼ାଉ
ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ରେଡ, ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ତନାଘନା ଚଢ଼ାଉ ଜାରି ରହିଛି । ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳ ପକ୍ଷରୁ ଏହି ଚଢାଉ କରାଯାଉଛି । ବାଜି ଚୌକ ଛକ ନିକଟରେ ଥିବା ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଏହି ଚଢାଉ କରାଯାଇଛି । ଢେଙ୍କାନାଳ ସହରର ବାଜିଚୌକ ଏବଂ ଜଗନନଗର ସ୍ଥିତ ଗୋଦାମରେ ଜିଏସଟି ଟିମରେ ଆଠରୁ ଦଶଜଣ…
-
କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା, ଇଞ୍ଜିନ୍ ସହ ୬ଟି ବଗି ଲାଇନ୍ଚ୍ୟୁତ
ଢେଙ୍କାନାଳ ୧୮।୧: ପୂର୍ବତଟ ରେଳପଥର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଲାଇନ୍ଚ୍ୟୁତ ହୋଇଛି । ଇଞ୍ଜିନ ସହିତ ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି ।କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା, ଇଞ୍ଜିନ୍ ସହ ୬ଟି ବଗି ଲାଇନ୍ଚ୍ୟୁତ
-
କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା, ଇଞ୍ଜିନ୍ ସହ ୬ଟି ବଗି ଲାଇନ୍ଚ୍ୟୁତ
ଢେଙ୍କାନାଳ ୧୮।୧: ପୂର୍ବତଟ ରେଳପଥର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଲାଇନ୍ଚ୍ୟୁତ ହୋଇଛି । ଇଞ୍ଜିନ ସହିତ ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି ।ଡୁବୁରୀ ବୁଢାପଙ୍କ ନୂଆ ଟ୍ରେନ୍ ଲାଇନ୍ର କମଳାଙ୍ଗ ଷ୍ଟେସନ ନିକଟସ୍ଥ ଭଗାମୁଣ୍ଡା ଠାରେ ଏହି ମାଲବାହୀ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଛି ।…
-
*ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଲୋକାର୍ପିତ ହେଲା ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ*
*#ମନ୍ତ୍ରଧ୍ବନିରେ_କମ୍ପୁଛି_ସିଂହଦ୍ବାର**ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଛି*
-
*ରତ୍ନଭଣ୍ଡାର ଚାବି ହଜିବା ଘଟଣା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟରେ ମାମଲା ।* *ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।* *ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇ ଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିସନ ଗଠନ କରିଥିଲେ। କମିସନ ନିଜର ତଦନ୍ତ ଶେଷ କରି ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଏବେ ଯାଏ ଏହାକୁ ସାର୍ବଜନିତ କରାଯାଉନାହିଁ।*
*ରତ୍ନଭଣ୍ଡାର ଚାବି ହଜିବା ଘଟଣା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟରେ ମାମଲା ।* *ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।* *ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ…
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ | JAY JAGANNATH TV#JayJagannathTV #NamitaAgrawal #SidharthTV #SidharthBhakti #SidharthGold #SidharthMusic #919SidharthFM #SitaramAgrawal #SidharrthTV #DhupaAlati #BhaktankaAnubhuti