Category: new odia odisha
-
ପରିକ୍ରମା ପ୍ରକଳ୍ପ ଉତ୍ସବ: ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’
ଭୁବନେଶ୍ବର: ପରିକ୍ରମା ପ୍ରକଳ୍ପ ଉତ୍ସବକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ସାହ। ଏହି ଉତ୍ସାହ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’ । ଚା’ ଖଟିରୁ ଚାକଚକ୍ୟ ହୋଟେଲ, ବସ୍ତିବାସୀରୁ ବୁଦ୍ଧିଜୀବୀ ପୁଣି ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପରିକ୍ରମା ପ୍ରକଳ୍ପର ଚର୍ଚ୍ଚା ଚାଲିଛି।ଆଉମାତ୍ର ଗୋଟିଏ ଦିନର ଅପକ୍ଷୋ। ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍ ୨୦୨୪ ଜାନୁଆରୀ ୧୭ ତାରିଖ ଶ୍ରୀକ୍ଷେତ୍ର…
-
ଚତୁର୍ଥ ଶ୍ରୀ ଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଓ ପ୍ରତିଭା ସମ୍ମାନ ସ୍ଥାନୀୟ କାଶୀଆଡିହ ଠାରେ ଅନୁଷ୍ଠିତ ହେଇଯାଇଛି ଏଥିରେ ମୁଖ୍ୟଅତିଥି ଭାବେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ ମହୋଦୟା, ମୁଖ୍ୟବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦ ର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ମହୋଦୟ , ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦ ର ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର ନାରୀନେତ୍ରୀ ଶ୍ରୀମତୀ ଅଞ୍ଜଳି ବେହେରା ମହୋଦୟା ଉପସ୍ଥିତ ଥିଲେ🙏
ଚତୁର୍ଥ ଶ୍ରୀ ଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଓ ପ୍ରତିଭା ସମ୍ମାନ ସ୍ଥାନୀୟ କାଶୀଆଡିହ ଠାରେ ଅନୁଷ୍ଠିତ ହେଇଯାଇଛି ଏଥିରେ ମୁଖ୍ୟଅତିଥି ଭାବେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ ମହୋଦୟା, ମୁଖ୍ୟବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦ ର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ମହୋଦୟ , ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦ ର ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ…
-
ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା
ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା । ଭାପୁର ଫାଣ୍ଡି ଅନ୍ତର୍ଗତ କଦମପାଳ ଗାଁରେ ୪ଜଣ ସନ୍ଦିଗ୍ଧ ସକାଳୁ ସକାଳୁ ନିଆଁ ପୋଉଁଥିବା ବେଳେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଗିରଫ କରିଛି । ଏମାନେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଲୁଟ୍ କରିଥିବା ନେଇ ଅଭିଯୋଗ ରହିଛି । ଡକାୟତଙ୍କ ଠାରୁ ୩ଟି ବାଇକ, ମାରଣାସ୍ତ୍ର ଓ ମୋବାଇଲ ଜବତ ହୋଇଛି ।ସେହିପରି ବିଦ୍ୟୁତ୍ ସବଷ୍ଟେସନରେ ପଶି ଡକାୟତି କରିଥିବା…
-
ପୋରୁଅଖୋଜ ଗ୍ରାମର ବିଶିଷ୍ଟ ସମାଜସେବୀ ଟିକିନାଭାଇଙ୍କ ପୂଜ୍ୟପିତା ସ୍ବର୍ଗତ ଲିଙ୍ଗରାଜ ସେଠି ଙ୍କ ଏକାଦଶlହ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଓ ଗଁଦିଆ ଡିଜିଟାଲ ମିଡ଼ିଆ ର ପ୍ରଦୀପଦାସ
**ପୋରୁହଖୋଜ ଗ୍ରାମ ର ବିଶିଷ୍ଟ ସମାଜସେବୀ , ଯୁବ ସମାଜସେବୀ ଟିକିନା ଭାଇ ଙ୍କ ପୂଜ୍ୟପିତା ତଥା ପ୍ରାକ୍ତନ ପଶୁ ଚିକିତ୍ସକ ସ୍ବର୍ଗତ ଲିଙ୍ଗରାଜ ସେଠୀ ଙ୍କ ଏକାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗଦେଇ ପବିତ୍ର ଆତ୍ମା ର ସଦଗତି ନିମନ୍ତେ ପର୍ଥାନ କଲେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ରପାତ୍ର ଓ ଗଁଦିଆ ଡିଜିଟାଲ ମିଡ଼ିଆ ର ପ୍ରଦୀପଦାସ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସଭାରେ ଯୋଗଦାନ
-
କଂଗ୍ରେସ ର ନୂଆ ଫଡଙ୍ଗ,ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲା କଂଗ୍ରେସ, ଅଯୋଧ୍ୟା ଯିବେ ନାହିଁ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ
(ନିଉଜ ଓଡ଼ିଆ ଓଡିଶା ବ୍ୟୁlରେରିପୋର୍ଟ ),୧୦।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଦଳ ପକ୍ଷରୁ ଏକ ବିବୃତ୍ତି ଜାରି ସୂଚନା ଦିଆଯାଇଛି। କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରାଯାଇଛି। ଜାନୁଆରୀ ୨୨ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ କୌଣସି କଂଗ୍ରେସ ନେତା ଅଯୋଧ୍ୟା ଯିବେ…
-
କାମାକ୍ଷାନଗର ବାରହା ଆକ୍ରମଣ ରେ ଦୁଇ ଗୁରୁତର, ବାରହା କୁ ପିଟି ପିଟି ମାରିଦେଲେ ଗ୍ରାମବାସୀ
ବାରହା ଆକ୍ରମଣରେ ୨ ଗୁରୁତର, ବାରହାକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ ଢେଙ୍କାନାଳ କାମାକ୍ଷାନଗର ୯।୧: ବାରାହା ଆକ୍ରମଣରେ ଦୁଇ ଜଣ ଗୁରୁତର । ଗୁରୁତର ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶରଧାପୁର ଗ୍ରାମର କମଳି ପାତ୍ର ଓ ମଙ୍ଗୁଳୁ ପାତ୍ର ।ସୂଚନାଯୋଗ୍ୟ ଯେ, ମଙ୍ଗଲବାର ଦିନ ପ୍ରାୟ ୧୨ଟା ବେଳକୁ କମଳି ଘର ପାଇଁ ସଉଦା ଆଣିବା ପାଇଁ ଘରପାଖ ଦୋକାନକୁ ଯାଇଥିବା ବେଳେ ଜଙ୍ଗଲୀ ବାରହା ଆକ୍ରମଣ କରିଥିଲା ।ମଙ୍ଗୁଳୁ…
-
ବାପୁଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ
*ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ ।**ଅଦ୍ୟ ତା ୦୯-୦୧-୨୦୨୪ ରିଖ ମଙ୍ଗଳବାର ଦିନ ଦିବା ୧୧ ଘଟିକା ସମୟରେ ଆମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପୁରାତନ ଛାତ୍ର ତଥା ମୋ ସ୍କୁଲ୍ ଅଭିଯାନର ସଭାପତି ଶ୍ରୀଯୁକ୍ତ ଗୁପ୍ତେଶ୍ୱର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଢେଙ୍କାନାଳ ସଦର ବ୍ଲକ୍ ର ଶିକ୍ଷା ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ…
-
*ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫ ଲକ୍ଷ ଟଙ୍କା*ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁଆ ଚାଉଳ ସଂଗ୍ରହ କରାଯାଉଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଅର୍ପଣ ରଥ ବୁଲିବା ଖର୍ଚ୍ଚ କେତେ, ତାହା ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠିରୁ ସ୍ପଷ୍ଟ ହୋଇଛି । ଅର୍ପଣ ରଥ ବୁଲିବା ପାଇଁ ୱାର୍ଡ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ।ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମୁନସିପାଲଟି କମିସନର, ମୁନସିପାଲଟି ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଚିଠିରେ ଖର୍ଚ୍ଚ ବାବଦରେ ଉଲ୍ଲେଖ ରହିଛି । ଚିଠିରେ ଆମ ଓଡିଶା ନବୀନ ଓଡିଶାର ସହରୀ ଯୋଜନାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉନ୍ନତି ଯୋଜନା ଅଧିନରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବୁଲୁଥିବା ଅର୍ପଣ ରଥ ପାଇଁ କଣ କରିବେ ଓ କେତେ ଖର୍ଚ୍ଚ ହେବ ଉଲ୍ଲେଖ ରହିଛି । ଏନଏସିର ପ୍ରତ୍ୟେକ ୱାର୍ଡ ପାଇଁ ଏକ ଲକ୍ଷ ଟଙ୍କା, ପୌରପାଳିକାରେ ୱାର୍ଡ ପିଛା ୨ଲକ୍ଷ ଟଙ୍କା ଓ ମହାନଗର ନିଗମରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ମୁନସିପାଲଟି, ଏନଏସି ଓ ମୁନସିପାଲ କର୍ପୋରେସନକୁ ମୋଟ ୪୦ କୋଟି ୧୮ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦେଇଛି ଗୃହ ଓ ନଗର ଉନ୍ନୟନ ବିଭାଗ ।ଅନ୍ୟପଟେ ବିରୋଧୀ ଦଳ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି, କହିଛନ୍ତି ରାଜ୍ୟ ସରକାର ସରକାରୀ ପଇସାରେ ନିଜର ପ୍ରଚାର କରୁଛନ୍ତି । ଏବଂ ଧର୍ମକୁ ନେଇ ରାଜନୀତି କରୁଛନ୍ତି । ଏହାର ଜବାବ ଦେଇ ବିଜେଡି ବିଧାୟକ କହିଛନ୍ତି, ଲୋକେ ସ୍ୱତଃଫୁର୍ତ ଭାବେ ଅର୍ପଣ ରଥ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।
*ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫ ଲକ୍ଷ ଟଙ୍କା* ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁଆ ଚାଉଳ ସଂଗ୍ରହ କରାଯାଉଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଅର୍ପଣ ରଥ ବୁଲିବା ଖର୍ଚ୍ଚ କେତେ, ତାହା…
-
ତନ୍ତ୍ର ସାଧନା ସନ୍ଦେହ: ୬ ମାସ ତଳର ବୃଦ୍ଧାଙ୍କ ଶବ କାଢ଼ି ପୂଜା
କାମାକ୍ଷାନଗର: ବିଜ୍ଞାନ ଯେତେ ଅଗେଇଲେ ମଧ୍ୟ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର ହୋଇପାରୁନି। କିଛି ଲୋକ ଏବେ ବି ଗୁଣିଗାରେଡ଼ି ଓ ତନ୍ତ୍ର ସାଧନା ପଛରେ ପଡ଼ିଛନ୍ତି। ତନ୍ତ୍ର ବଳରେ ସଫଳ ହେବାକୁ ଇଚ୍ଛା ରଖି ଅସାମାଜିକ କାମ କରୁଛନ୍ତି। ମୃତ ଲୋକଙ୍କ ଶରୀରକୁ ଅସମ୍ମାନିତ କରିବାକୁ ପଛାଉ ନାହାନ୍ତି। ମାଟିଖୋଳି ଶବ ବାହାର କରି ପୂଜାର୍ଚ୍ଚନା କରୁଛନ୍ତି।କେଉଁଠି ନରବଳି ଦିଆଯାଉଛି ତ କେଉଁଠି ଶ୍ମଶାନରେ ଚଣ୍ଡିପାଠ କରାଯାଉଛି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ…
-
ପାଣ୍ଡିଆନ ଙ୍କ ବିନା ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ଅସଭମ୍ବଵ
ସ୍ପଷ୍ଟ ହେଉଛି କି ଚିତ୍ର??? ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ ! କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍। ‘ଯିଏ ବଡ଼ ମାର୍ଜିନରେ ଜିତିବ , ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି’!. ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍। ଯିଏ ବିପୁଳ ଭୋଟରେ ଜିତିବ ତାଙ୍କୁ ନବୀନ ନିବାସ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି। କଟକ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କୁ ଏମିତି ପ୍ରଲ୍ଲୋଭନ ଦେଇଛନ୍ତି ଫାଇଭ୍ ଟି…