Category: new odia odisha
-
ମୃତଦେହ ରଖି ଟାଉନ ଥାନା ଘେରିଲେ ଲୋକେ। ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଅଞ୍ଚଳର ଦାଶରଥି ସେଠି । ଦାଶରଥି ତାଙ୍କ ପରିବାର ସହ ଢେଙ୍କାନାଳ ସହରର ମିନା ବଜାର କୁମ୍ଭାର ସାହିରେ ଭଡ଼ା ଘରେ ରହୁଥିଲେ । ହେଲେ ଗତ ୨୫ତାରିଖ ସନ୍ଧ୍ୟାରେ ପୁଅ ଜନ୍ମଦିନ ପାଇଁ ସାଉଣ୍ଡ ବକ୍ସ ଲଗାଇ ଗୀତ ବଜାଇବାକୁ ନେଇ ପଡ଼ୋଶୀଙ୍କ ସହ ପାଟି ତୁଣ୍ଡ ହୋଇଥିଲା। ଏପରିକି ପଡ଼ୋଶୀ କୁମ୍ଭାର ସାହିର ଦୁଇ ଭାଇ ଗଗନ ବେହେରା ଓ ଜିତୁ ବେହେରା ଏକ କାଠ ଫାଳିଆରେ ଦାଶରଥୀଙ୍କୁ ପିଟିଥିବା ନେଇ ଅଭିଯୋଗ ହୋଇଥିଲା।ତେବେ ଗୁରୁତର ଅବସ୍ଥାରେ ଦାଶରଥିଙ୍କୁ କଟକ ଏସସିବିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଦଶରଥୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଦୁଇଜଣ ତୁରନ୍ତ ଗିରଫ ଦାବି କରିଥିଲେ ଲୋକେ । ସେପଟେ ଖବର ପାଇ ପୋଲିସ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତକୁ ୨୪ଘଣ୍ଟା ମଧ୍ୟରେ ଗିରଫ କରାଯିବା ପ୍ରତିଶୃତି ପରେ ଘେରାଉ ହଟିଥିବା ଜଣାପଡ଼ିଛି।
ମୃତଦେହ ରଖି ଟାଉନ ଥାନା ଘେରିଲେ ଲୋକେ। ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଅଞ୍ଚଳର ଦାଶରଥି ସେଠି । ଦାଶରଥି ତାଙ୍କ ପରିବାର ସହ ଢେଙ୍କାନାଳ ସହରର ମିନା ବଜାର କୁମ୍ଭାର ସାହିରେ ଭଡ଼ା ଘରେ ରହୁଥିଲେ । ହେଲେ ଗତ ୨୫ତାରିଖ ସନ୍ଧ୍ୟାରେ ପୁଅ ଜନ୍ମଦିନ ପାଇଁ ସାଉଣ୍ଡ ବକ୍ସ ଲଗାଇ ଗୀତ ବଜାଇବାକୁ ନେଇ ପଡ଼ୋଶୀଙ୍କ ସହ ପାଟି ତୁଣ୍ଡ ହୋଇଥିଲା। ଏପରିକି ପଡ଼ୋଶୀ କୁମ୍ଭାର ସାହିର ଦୁଇ ଭାଇ ଗଗନ ବେହେରା ଓ…
-
*ମୋଦିଙ୍କ ବର୍ଷର ଶେଷ ମନ୍ କି ବାତ୍**-ରେଡିଓରେ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି.**-ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୮ତମ ସଂସ୍କରଣ.**-ଚନ୍ଦ୍ରଯାନ ୩ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି.**-‘ଆଜି ବି ଲୋକେ ମୋତେ ଚନ୍ଦ୍ରଯାନ ପାଇଁ ଶୁଭେଚ୍ଛା ଜଣାଉଛନ୍ତି’.**-‘ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନକୁ ପ୍ରଶଂସା କଲେ’!.*
*ମୋଦିଙ୍କ ବର୍ଷର ଶେଷ ମନ୍ କି ବାତ୍**-ରେଡିଓରେ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି.**-ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୮ତମ ସଂସ୍କରଣ.**-ଚନ୍ଦ୍ରଯାନ ୩ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି.**-‘ଆଜି ବି ଲୋକେ ମୋତେ ଚନ୍ଦ୍ରଯାନ ପାଇଁ ଶୁଭେଚ୍ଛା ଜଣାଉଛନ୍ତି’.**-‘ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନକୁ ପ୍ରଶଂସା କଲେ’!.*
-
*🙏🏼ନୂଆବର୍ଷରେ ରାତି ୧ଟାରୁ ଜଗା ଦର୍ଶନ💐💐💐**-ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ରାତିରୁ ଦର୍ଶନ.**-ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାତି ୧ଟାରେ ଖୋଲିବ ମନ୍ଦିର.**-ଆଜି ରାତି ୧୧ଟାରେ ପହୁଡ଼ ପଡ଼ି ୧ଟାରେ ଖୋଲିବ!.*
-
*ଆସିଲା ଭିଜିଲାନ୍ସର ୨୦୨୩ ରିପୋର୍ଟ କାର୍ଡ**-ଚଳିତବର୍ଷ ୨୬୫ଟି ଅପରାଧିକ ମାମଲା ରୁଜୁ ହୋଇଛି.**-ମୋଟ ୧୬୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି.**-ଦୁର୍ନୀତି କରି ଧରା ପଡ଼ିଛନ୍ତି ୫୮ ଜଣ କ୍ଲାସ-୧ ଅଫିସର.**-୪୪ ଜଣ କ୍ଲାସ-୨ , ୧୯୩ କ୍ଲାସ-୩ ଅଫିସର ଧରାପଡ଼ିଛନ୍ତି.**-ଦୁର୍ନୀତି ପ୍ରୋତ୍ସାହନ ଦେଇ ଫସିଛନ୍ତି ଅଫିସରଙ୍କ ପତ୍ନୀ.**-୩୬ ଅଫିସରଙ୍କ ପତ୍ନୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା.**-ଆୟବର୍ହିଭୂତ ସମ୍ପତ୍ତି ଠାବ ମାମଲାରେ ଓଡ଼ିଶା ଦେଶରେ ପ୍ରଥମ!.*
*ଆସିଲା ଭିଜିଲାନ୍ସର ୨୦୨୩ ରିପୋର୍ଟ କାର୍ଡ**-ଚଳିତବର୍ଷ ୨୬୫ଟି ଅପରାଧିକ ମାମଲା ରୁଜୁ ହୋଇଛି.**-ମୋଟ ୧୬୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି.**-ଦୁର୍ନୀତି କରି ଧରା ପଡ଼ିଛନ୍ତି ୫୮ ଜଣ କ୍ଲାସ-୧ ଅଫିସର.**-୪୪ ଜଣ କ୍ଲାସ-୨ , ୧୯୩ କ୍ଲାସ-୩ ଅଫିସର ଧରାପଡ଼ିଛନ୍ତି.**-ଦୁର୍ନୀତି ପ୍ରୋତ୍ସାହନ ଦେଇ ଫସିଛନ୍ତି ଅଫିସରଙ୍କ ପତ୍ନୀ.**-୩୬ ଅଫିସରଙ୍କ ପତ୍ନୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା.**-ଆୟବର୍ହିଭୂତ ସମ୍ପତ୍ତି ଠାବ ମାମଲାରେ ଓଡ଼ିଶା ଦେଶରେ ପ୍ରଥମ!.*
-
ବଢ଼ୁଛି କରୋନା, ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
(ନିଉଜ ଓଡ଼ିଆ ଓଡିଶା ବ୍ୟୁରେ ରିପୋର୍ଟ )କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେଣୁ ସତର୍କ ରହିବାକୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ। ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ଓ ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।ଟେଷ୍ଟ କିଟ୍ ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ଚିଠିରେ କୁହାଯାଇଛି। ଟେଷ୍ଟିଂ କିମ୍ବା ଚିକିତ୍ସା ସୁବିଧା ନଥିବା ନେଇ…
-
କାମାକ୍ଷାନଗରର ଡ଼ିଗ୍ରି ମହିଳା ମହାବିଦ୍ୟାଳୟ ଠାରେ ଆଜି ନୂଆ_ଓ_ଯୁବ_ଓଡ଼ିଶା_ନବୀନ_ଓଡ଼ିଶା କାର୍ଯ୍ୟକ୍ରମରେ ଆମ ପ୍ରିୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଢେ଼ଙ୍କାନାଳର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଓ କାମାକ୍ଷା ନଗର NAC ଏବଂ ବ୍ଲକ୍ ଅଧକ୍ଷ ଯୋଗଦାନ ରେ ଥିବା ଉପସ୍ଥିତ ଛାତ୍ରୀ ମାନ ଙ୍କ ର ଆମେ ବି ଖୁସି ଉପଲ୍ଧ ପ୍ରମାଣ କରୁଚିଯେ ଆମ ଓଡ଼ିଶା ନବୀନ ଓଡ଼ିଶା ୨୦୨୪@ ପ୍ରଫୁଲ୍ଲ ମଲ୍ଲିକ ଜିନ୍ଦାବାଦ କାମାକ୍ଷା ନଗର ଶଙ୍ଖମୟ#praphulamallik #BJDDigitalWing #ଯୁବ_ଓଡ଼ିଶା_ନବୀନ_ଓଡ଼ିଶା #Kamakhyanagar #VKPandian #5TMoSarkar #BJDOdisha
କାମାକ୍ଷାନଗରର ଡ଼ିଗ୍ରି ମହିଳା ମହାବିଦ୍ୟାଳୟ ଠାରେ ଆଜି ନୂଆ_ଓ_ଯୁବ_ଓଡ଼ିଶା_ନବୀନ_ଓଡ଼ିଶା କାର୍ଯ୍ୟକ୍ରମରେ ଆମ ପ୍ରିୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଢେ଼ଙ୍କାନାଳର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଓ କାମାକ୍ଷା ନଗର NAC ଏବଂ ବ୍ଲକ୍ ଅଧକ୍ଷ ଯୋଗଦାନ ରେ ଥିବା ଉପସ୍ଥିତ ଛାତ୍ରୀ ମାନ ଙ୍କ ର ଆମେ ବି ଖୁସି ଉପଲ୍ଧ ପ୍ରମାଣ କରୁଚିଯେ ଆମ ଓଡ଼ିଶା ନବୀନ ଓଡ଼ିଶା ୨୦୨୪@ ପ୍ରଫୁଲ୍ଲ ମଲ୍ଲିକ ଜିନ୍ଦାବାଦ କାମାକ୍ଷା ନଗର ଶଙ୍ଖମୟ#praphulamallik #BJDDigitalWing #ଯୁବ_ଓଡ଼ିଶା_ନବୀନ_ଓଡ଼ିଶା #Kamakhyanagar…
-
ଓଏସଏପି ପ୍ରଥମ ବାଟାଲିୟନ ଢେଙ୍କାନାଳ ଶାଖା ସଂଘ୍ ନିର୍ବାଚନ ପାଇଁ ଆଜି ପାର୍ଥିପାତ୍ର ଦାଖଲ କରିଛନ୍ତି । ଆଜି ଦିନ ୧୦ ଟା ରେ ସିମିଲିଆ ଶିବ ମନ୍ଦିର ରୁ ଏକ ଶୋଭାଯାତ୍ରା କରି ବାଟାଲିୟନ ରେ ପର୍ଥିପାତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ କିଶୋର ମହାନ୍ତି(ବାବୁ) , ଉପସଭାପତି ପଦ ପାଇଁ ହାବିଲଦାର ମୃତୁଞ୍ଜୟ ଦାସ, ସେକ୍ରେଟାରୀ ପଦ ପାଇଁ ସିପାହୀ ନିବାରଣ ଦାସ, କୋଷାଧ୍ୟକ୍ଷ ପଦ ପାଇଁ ସିପାହୀ ଲିଟୁ ସାହୁ , ଜଏଣ୍ଟ ସେକ୍ରେଟାରୀ ୧ ପାଇଁସିପାହୀ ପ୍ରଭାକର ସାମଲ , ଜଏଣ୍ଟ ସେକ୍ରେଟାରି ୨ ପାଇଁହାବିଲଦାର ଜିତୁ ନାୟକ ଓ ଅନ୍ୟାନ୍ୟ ୫ଜଣ ସଭ୍ୟ ତାପସ ରଂଜନ ସାମଲ, ସୌଭାଗ୍ୟ ରଂଜନ ବାରିକ , ରଂଜନ କୁମାର ନାୟକ , ମନୋରଞ୍ଜନ ସ୍ୱାଇଁ , ସୁବାସ ପଟେଲ ପ୍ରମୁଖ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ।#DhenkanalUpdate
ଓଏସଏପି ପ୍ରଥମ ବାଟାଲିୟନ ଢେଙ୍କାନାଳ ଶାଖା ସଂଘ୍ ନିର୍ବାଚନ ପାଇଁ ଆଜି ପାର୍ଥିପାତ୍ର ଦାଖଲ କରିଛନ୍ତି । ଆଜି ଦିନ ୧୦ ଟା ରେ ସିମିଲିଆ ଶିବ ମନ୍ଦିର ରୁ ଏକ ଶୋଭାଯାତ୍ରା କରି ବାଟାଲିୟନ ରେ ପର୍ଥିପାତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ କିଶୋର ମହାନ୍ତି(ବାବୁ) , ଉପସଭାପତି ପଦ ପାଇଁ ହାବିଲଦାର ମୃତୁଞ୍ଜୟ ଦାସ, ସେକ୍ରେଟାରୀ ପଦ ପାଇଁ ସିପାହୀ ନିବାରଣ ଦାସ, କୋଷାଧ୍ୟକ୍ଷ ପଦ ପାଇଁ ସିପାହୀ ଲିଟୁ ସାହୁ…
-
୨୦୨୪ ନୂତନ ବର୍ଷ ଏକ ସମ୍ଭାବନା ଓ ସଂକଳ୍ପ ର ବର୍ଷ ହେଉ ………..।ଆସନ୍ତା ୦୭.୦୧.୨୦୨୪ ରେ ମୋର ସମସ୍ତ ବନ୍ଧୁ , ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କର ଏକ” ବନ୍ଧୁ ମିଳନ” କାର୍ଯ୍ୟକ୍ରମ କୁ ସାଦର ନିମନ୍ତ୍ରଣ ।ସ୍ଥାନ: ସମ୍ବିତ ଇକୋ ଗାର୍ଡେନ, ନୂଆ ନାଗେନା,କପିଳାସ ,ଢେ଼ଙ୍କାନାଳ ।ସମୟ: ପୂର୍ବାହ୍ନ ୧୧.୩୦ ମିନିଟ।
-
ପାଣ୍ଡିଆନ ଙ୍କ ପାଖ ଲୋକ କିଏ ବବି ନାଁ ଡାନି #bjd #jajpurnews #jajpurodisha
https://youtube.com/shorts/Ldz_rVimfis?si=UGN0QqNeEBgVZeks
-
ବିଦ୍ୟୁତ୍ ଆଘାତରେ ହାତୀଛୁଆ ମୃତ: ତାର ବିଛାଇଥିବା ୨ ଗିରଫ
ଢେଙ୍କାନାଳ/ରାସୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରାସୋଳ ସେକ୍ସନ୍ ରାମପାଳ ବନ୍ଧ ନିକଟରୁ ଆଜି ସକାଳେ ଏକ ୫ ବର୍ଷର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଛୁଆଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।ପ୍ରକାଶ ଯେ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ହାତୀପଲ ରହିଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସୋଳ ଫରେଷ୍ଟର୍ ଶୁଭେନ୍ଦୁ ଭୂ୍ୟାଁଙ୍କ ସମେତ ଏକ…