Category: new odia odisha
-
ବିକାଶ ବିରୋଧୀଙ୍କୁ ଫୁଣି ତେରେଚ୍ଛା
ଢେଙ୍କାନାଳ : ବିକାଶ ବିରୋଧୀଙ୍କୁ ପୁଣି ତେରଚ୍ଛା ତୀର ମାରିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି, ବହୁତ ଲୋକ ଅଛନ୍ତି ଶ୍ରେୟ ନେବାକୁ କାମ କରନ୍ତି ।ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି, ସେଥିପାଇଁ କାମ ବନ୍ଦ କରିବାକୁ କିଛି ଲୋକ ଚେଷ୍ଟା କରନ୍ତି। ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ।…
-
ଆଗକୁ ସାଧାରଣ ନିର୍ବାଚନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଏବେ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ।ଆଗ ଯୋରନ୍ଦା ପରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମାଆ ସମଲେଇ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସୁକତେଲ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ଜିଲ୍ଲା ମାନ୍ୟତା ମିଳିବା ନେଇ ପ୍ରଶାସନିକ ପ୍ରକ୍ରିୟା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରି ଜିଲ୍ଲା ମାନ୍ୟତା ସଂପର୍କରେ ବିଧିବଦ୍ଧ ଘୋଷଣା କରିବେ
#ପୂରଣ_ହେବ_ଯୋରନ୍ଦାର_ସ୍ବପ୍ନ୩୫୦ ହାତର ମନ୍ଦିର ପରିସର । ପୂରଣ ହେବ ସାଧୁ ସନ୍ଥଙ୍କର ବହୁ ଦିନର ସ୍ବପ୍ନ । ଢେଙ୍କାନାଳ ଡେଇଁ ଯୋରନ୍ଦା ପାଇବ ଦେଶ ଓ ବିଦେଶରେ ସମ୍ମାନ । ମହିମା ପୀଠର ହେବାକୁ ଯାଉଛି ନବକଳେବର । କାୟାକଳ୍ପରେ ଆସିବ ପୂରା ପରିବର୍ତ୍ତନ। କାଲି ଯୋରନ୍ଦା ଯାଇ ୧୧୨ କୋଟି ଟଙ୍କା ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ସାଧାରଣ ନିର୍ବାଚନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଏବେ…
-
ମଧୁସାହୁପାଟଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଦେବେନ୍ଦ୍ର ଶତପଥି ସ୍ମାରକୀ ଉଚ୍ଚ ବିଦ୍ୟାଳୟ ରେ ନବୀନ ଓଡିଶା ଯୁବ ଓଡିଶା ର ନିଶନିବାରଣ ଓ ଯୌତିକ ବିରୋଧୀ ସଚେତନତା ରାଲି
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ର ନିଶା ନିବାରଣ ଓ ଯୌତୁକ ବିରୋଧୀ ସଚେତନତା ରାଲି କୋଇଲିପଙ୍ଗି ଠାରୁ ଆରମ୍ଭ କରି ଭାପୁର ଛକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭାପୁର କ୍ଲଷ୍ଟର ସି ଆର ସି ଶ୍ରୀଯୁକ୍ତ ନୃସିଂହ ପତି ଯୋଗଦେଇ ଯୌତୁକ ବିରୋଧୀ…
-
ଯାଜପୁର ଖବର -ବଡ଼ଚଣା ର ନିଖୋଜ ଭଉଣୀ ଯୋଗାଯୋଗ
*ଏଇ ଭଉଣୀ ଜଣକ ୩ଦିନ ହେବ କୁଆଡେ ନିଖୋଜ ଅଛନ୍ତି ।ଦୟାକରି ଯଦି କିଏ ଦେଖିବେ,contact no-8917511638,7064256008 ଜଣେଇବେ ନାମ-ମିତାଲି ଓଝା(ଦିପା) ଜିଲ୍ଳା-ଯାଜପୁର, ବ୍ଲକ-ବଡ଼ଚଣା,ବାଲିଚନ୍ଦ୍ରପୁର,ଗ୍ରାମ- ବାଲିପଦା- ଦୟାକରି ଆମେ ସମସ୍ତେ ମିଶିକି ଏଇ ଭଉଣୀ ଜଣକୁ ଖୋଜିବାରେ ସାହାଯ୍ୟ କରିବା,ଆଉ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିବା ଯେମିତି ଏ ଭଉଣୀ ଜଣକ ତାଙ୍କ ପରିବାର ଲୋକଙ୍କୁ ମିଲିଯିବେ😔😭🙏🙏 Plz ସମସ୍ତେ ସମସ୍ତଙ୍କ ସାହାଯ୍ୟ ଦରକାର ll*
-
କଳାବାଟ ଦେଇ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ପାଣ୍ଡିଆନ
ଗଳାବାଟ ଦେଇ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ପାଣ୍ଡିୟାନ ଦେବ ଦେବ ମହାଦେବଙ୍କ ବାହନ ହୋଇ ନନ୍ଦି ଯୋଉ ଅସାଧ୍ୟ ସାଧନ କରି ପାରୁଛନ୍ତି; ତାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ପ୍ରାୟ । ମହାଦେବଙ୍କ ବାହନ ହେବା ମଧ୍ୟ ସୌଭାଗ୍ୟର ବିଷୟ । ଏମିତି କୋଉ କାମ ପାଣ୍ଡିୟାନଙ୍କ ପକ୍ଷେ କଷ୍ଟକର ଯେ ତାଙ୍କୁ ବିଧାୟକ କି ସାଂସଦ ହେବାକୁ ପଡ଼ିବ । ବିଧାୟକ ଅବା ସାଂସଦ ହେଲେ ଦେହହାତରେ କାଦୁଅ ଲାଗିବା ସ୍ୱାଭାବିକ ।ମାତ୍ର ମହାଦେବଙ୍କ ନାମକୁ ପାଟିରେ…
-
ସିଲିଣ୍ଡର ଫାଟି ଯୁବକ ଜୀବନ୍ତ ଦଗ୍ଧ
ଢେଙ୍କାନାଳ: ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ଉତ୍ତର ମଧୁବନ ଅଞ୍ଚଳରେ ଆଜି ରୋଷେଇ ବେଳେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମଧୁବନ ଅଞ୍ଚଳର ଶମ୍ଭୁପ୍ରସାଦ ରଥ(୫୬) ବୁଧବାର ସନ୍ଧ୍ୟାରେ ଘର ବନ୍ଦ କରି ରୋଷେଇ ଘରେ ଗ୍ୟାସ୍ରେ ରୋଷେଇ କରୁଥିଲେ। ହଠାତ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ଟାଙ୍କି ଫାଟିଯାଇଥିଲାଶବ୍ଦ ଶୁଣି ସାହିବାସିନ୍ଦାମାନେ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ…
-
ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ, ୩ ଜଣ ଆହତ
କାମାକ୍ଷାନଗର ୧୧।୧୨: ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ । ଅନ୍ୟ ୩ ଜଣ ଆହାତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ରବିବାର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମହୁମାଛି ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ କାମାକ୍ଷାନଗର ଥାନା କାଦୁଆ ଗ୍ରାମର ଝୁମର ସେଠୀ ଓ ମାୟାଧର ଦେହୁରୀ ଗୁରୁତର ହୋଇଥିଲେ ।ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ସୋମବାର ମୃତ୍ୟୁ ହୋଇଛି ।…
-
ଟଙ୍କା ଗଣତି ୨୨୦ କୋଟି ଛୁଇଁଲା, ୩୧ଟି ବ୍ୟାଗ୍ ବାକି ଅଛି, ଖରାପ ହୋଇଗଲା ୨ଟି ମେସିନ୍ ବଲାଙ୍ଗୀର ଟଙ୍କା
ଵଲାଙ୍ଗିର ସୁଦପଡ଼ା ମଦଭାଟିରେ ଆୟକର ବିଭାଗର ରେଡ୍ ଘଟଣାରେ ଚାଲିଛି ଟଙ୍କା ଗଣତି। ଟଙ୍କା ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ତ ହାଲିଆ ମେସିନ ବି ଖରାପ ହୋଇଗଲାଣି। ଟଙ୍କା ଗଣତିରେ ଲାଗିଥିବା ୨ଟି ମେସିନ ଖରାପ ହୋଇଥିବା ସୂଚନା ମିଳିଛି। ଗଣତି କାର୍ଯ୍ୟରେ ୫୦ ଜଣ ବ୍ୟାଙ୍କ କର୍ମଚାରୀଙ୍କ ସହ ୨୫ଟି ମେସିନ ଲଗାଯାଇଛି। ଆହୁରି କିଛି ମେସିନ ବ୍ୟାକଅପରେ ରଖାଯାଇଛି।୧୪୫ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଥିବା ବେଳେ ସେଥିରୁ ୨୨୦ କୋଟି ମିଳିଛି।…
-
ବରିଷ୍ଠ ସାମ୍ବାଦିକ ଙ୍କୁ ରାଜ୍ୟପାଳ ଙ୍କ ଦ୍ୱାରାମିଳିଲା ସନ୍ନମାନ ଭୁବନ ପୂର୍ଣ୍ଣିଚନ୍ଦ୍ର ସାହୁ ଢେଙ୍କାନାଳ
ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କୁ ରାଜ୍ୟପାଳ ଙ୍କ ଦ୍ୱାରା ସନ୍ନମାନ : ମହାମହିମ ରାଜ୍ୟପାଳ ଢେଙ୍କାନାଳ ୦୬ /୧୨/୨୦୨୩ (ପୂର୍ଣ୍ଣ ଚନ୍ଦ୍ରସାହୁ )-ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରଥମଥର ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ କପିଳାସ ପୀଠାଧିଶ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଦର୍ଶନ ପରେ ସେ ମନ୍ଦିରର ପୂଜକମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ସନ୍ଧ୍ୟା ରେ ସର୍କିଟ…
-
ଝିପି ଝିପି ବର୍ଷା ରେ ନଷ୍ଟ ହେବାକୁ ବସିଛି ସୁନାର ଫସଲ ଗଁଦିଆ ବ୍ଲକର ବିଭିର୍ନ ପଞ୍ଚାୟତ ରେ ଫସଲ ନଷ୍ଟ
ଢେଙ୍କାନାଳ ରେ ମିଗଜୋମ ‘ବାତ୍ୟା ପ୍ରଭାବ ରେ ଢେଙ୍କାନାଳ ର ବିଭିନ୍ନ ସ୍ଥାନରେ ଝିପି ଝିପି ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ ହୋଇଛି |ଯା ଫଳରେ ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ର ହେକ୍ଟରହେକ୍ଟର ଖରିଫ ଧାନ ଚାଷ କ୍ଷତିଗ୍ରସ୍ତ ହେବାକୁ ବସିଲାଣି | ବର୍ତ୍ତମାନ ଗଁଦିଆ ବ୍ଲକ ରେ ମାତ୍ର 40 ଭାଗ ଧାନ କଟା ଯାଇଥିବା ବେଳେ ପ୍ରାୟ 60 ଭାଗ ଧାନ ଫସଲ ଏବେବି ଖେତ ରେ ପଡି ରହିଛି…