Category: new odia odisha
-
ଯୋରନ୍ଦା ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା
*ଯୋରନ୍ଦା ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା************************************** ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ପାତ୍ର ଉପସ୍ଥିତ ଥିଲେ । ରାଜ୍ୟରେ ଚାଷ ହେଉଛି ଅର୍ଥନୀତିର ଏକ ମେରୁଦଣ୍ଡ ଅଟେ l ସମସ୍ତ ଚାଷୀଙ୍କୁ କୃଷକ…
-
ସୋସିଆଲ ରେ ଫୁଣି ଲେଖିଲେ ମନୋଜ ମିଶ୍ର ତୁମେ ଓଡିଶା କୁ ଭାଗ ଭାଗ କରିକି ହିଁ ଛାଡିବ
Mr Anubhav Mohanty ମୁଁ ଭୁବନେଶ୍ୱର ଛାଡ଼ି ସାରିଲିଣି, ତଥାପି ତମ ମନ ଶାନ୍ତି ହେଇନି.??? ଲାଗୁଛି ତମେ ଓଡ଼ିଶା କୁ ଭାଗ ଭାଗ କରିକି ହିଁ ଛାଡିବ… ଅଜୟ ପାଢ଼ୀ ସହିତ ଫିଲ୍ମ କରୁଛ ଯଦି ଫିଲ୍ମ କର, ତା ସହିତ ମିଶିକି ମୋ ବିରୁଦ୍ଧ ରେ ଷଡ଼ଯନ୍ତ୍ର କାଇଁ କରୁଛ.??? ତମେ ଜାଣିନ “ମା ସମଲେଇ” ମୋ ପାଇଁ ଅଛନ୍ତି, ତମର ସବୁ ପ୍ଲାନ୍ ମତେ କହି ଦେଉଛନ୍ତି। ତମେ ଯାହାକୁ ବି କହିଛ…
-
ଦେଓଗାଁ ଅଙ୍ଗନବାଡି କେନ୍ଦ୍ର ହେଉଛି ସଂସ୍କାର ର ମନ୍ଦିର l ଶିଶୁମାନେ ଇଶ୍ଵରଙ୍କ ସ୍ଵରୂପ l ପୌଷ୍ଟିକ ଆବଶ୍ୟକତା ଉପରେ ଗୁରୁତ୍ଵ ଦେବାକୁ ମାନ୍ୟବର ରାଜ୍ୟପାଳ ପରାମର୍ଶ ଦେଇଛନ୍ତି l ସେ ଢେଙ୍କାନାଳ ଜିଲ୍ଲାର ଦେଓଗାଁ କେନ୍ଦ୍ର ପରିଦର୍ଶନ କରି ଗ୍ରାମବାସୀ, କର୍ମଚାରୀ ତଥା ଶିଶୁମାନଙ୍କ ସହ ଭାବ ବିନିମୟ କରିଛନ୍ତି lPMO India Ministry of Home Affairs, Government of India
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ଅଙ୍ଗନବାଡି କେନ୍ଦ୍ର ହେଉଛି ସଂସ୍କାର ର ମନ୍ଦିର l ଶିଶୁମାନେ ଇଶ୍ଵରଙ୍କ ସ୍ଵରୂପ l ପୌଷ୍ଟିକ ଆବଶ୍ୟକତା ଉପରେ ଗୁରୁତ୍ଵ ଦେବାକୁ ମାନ୍ୟବର ରାଜ୍ୟପାଳ ପରାମର୍ଶ ଦେଇଛନ୍ତି l ସେ ଢେଙ୍କାନାଳ ଜିଲ୍ଲାର ଦେଓଗାଁ କେନ୍ଦ୍ର ପରିଦର୍ଶନ କରି ଗ୍ରାମବାସୀ, କର୍ମଚାରୀ ତଥା ଶିଶୁମାନଙ୍କ ସହ ଭାବ ବିନିମୟ କରିଛନ୍ତି l PMO India Ministry of Home Affairs, Government of India
-
ଯୋରନ୍ଦା ଵୃଦ୍ଧାଶ୍ରମ ଗ୍ରସ୍ତକରି ବରିଷ୍ଠ ନାଗରିକ ମାନଙ୍କୁ ଭେଟିଲେ ରାଜ୍ୟପାଳ
ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଯୋରନ୍ଦାସ୍ଥିତ ଏକ ବୃଦ୍ଧାଶ୍ରମ ଗସ୍ତ କରି ବରିଷ୍ଠ ନାଗରିକମାନଙ୍କୁ ଭେଟିଛନ୍ତି। ସମାଜ ପାଇଁ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଅତ୍ୟନ୍ତ ମୂଲ୍ୟବାନ ବୋଲି କହିବା ସହ ସେମାନଙ୍କୁ ବୃଦ୍ଧାଶ୍ରମର ଆବଶ୍ୟକତା ପଡ଼ିବା ଭାରତୀୟ ସଂସ୍କୃତିରେ ଆସିଥିବା ନକାରାତ୍ମକ ଧାରା ବୋଲି ସେ ମତ ଦେଇଛନ୍ତି।
-
ଆତ୍ମହତ୍ୟା କଲେ ଯୁବକ ! ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ
ଭୁବନ ୦୫।୧୨ : ଢେଙ୍କାନାଳ ଜିଲ୍ଲା ଭୁବନ ରୋଡ ରେଳ ଷ୍ଟେସନରେ ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ କୁନିନ୍ଦା ଗାଁର ବ୍ରହ୍ମାନନ୍ଦ କଲୋନିରେ ରବି ଦେହୁରୀ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନ ରୋଡ ରେଳ ଷ୍ଟେସନ ନିକଟରେ ଏକ ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଦୁର୍ଘଟଣା…
-
ଡିସିସି ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ଢେଙ୍କାନାଳ ସଚେତନ ନାଗରିକ ଫୋରମ ଅlନୁକୂଲ୍ୟ ରେ ବାର୍ଷିକ ଉତ୍ସବ
ଡ଼ି.ସି.ସି ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ପାଳନଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ଗଢ଼ି ଉଠିଥିବା ଡ଼ି. ସି.ସି ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ସ୍କୁଲ ର ସଭାପତି ବରିଷ୍ଠ ଆଇନ୍ ଜିବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାନନୀୟ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ କହିଲେ ସାମ୍ନାରେ ବସିଥିବା ପିଲାମାନେ ଆମ ଦେଶର ଭବିଷ୍ୟତ ହୋଇ ଥିବାରୁ ସେମାନଙ୍କୁ…
-
ମାଂସ କାଟିବା ପାଇଁ ବ୍ୟବହାର ହେଉଥିବା କାଠ ଗଣ୍ଡିରେ ଦେଖିବାକୁ ମିଳିଛି କାଳିଆର ପ୍ରତିଛବି । ଏଇଟା ଚମତ୍କାର ନା ସଂଯୋଗ ଅବା ଭ୍ରମ ସେଇଟା କେହି ଜାଣି ନାହାନ୍ତି । ହେଲେ କାଠ ଗଣ୍ଡିରେ ମହାପ୍ରଭୁଙ୍କ ଶ୍ରୀମୁଖର ଛବି ଦେଖିବା ପରେ ଦେଖିବାକୁ ଲୋକଙ୍କ ଭିଡ଼ କମୁନି, ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସରେ ଏହି କଥିତ ଅଲୌକିକ ଘଟଣା ଘଟିଥିବାରୁ ଘରେ ପ୍ରତିଦିନ ଧୂପ, ଦୀପ, ପୁଷ୍ପ ଆଦି ଅର୍ପଣ କରି ପ୍ରଭୁ ଆରାଧନା କରୁଛନ୍ତି ପରିବାର ।
ଜଗନ୍ନାଥ ଜଗତର ନାଥ । କୁହାଯାଏ ସେ ସବୁଠି ବିଦ୍ୟମାନ । ହେଲେ ଏଭଳି କିଛି ଦେଖିବାକୁ ପାଇଛନ୍ତି ଲୋକ । ଏହା ଲୋକଙ୍କ ବିଶ୍ବାସ, ଭଗବାନଙ୍କ ପ୍ରତି ଶ୍ରଦ୍ଧା ହୋଇପାରେ, ହେଲେ ଏ ଘଟଣାକୁ ନେଇ ସବୁଠି ଚର୍ଚ୍ଚା । କେନ୍ଦୁଝରରେ ମହାପ୍ରଭୁ ଅନୁଭବ କରାଇଥିବା ନେଇ ଚର୍ଚ୍ଚା ହେଉଛି । ଜଗନ୍ନାଥଙ୍କୁ ନେଇ ଏକ ବିରଳ ଘଟଣା ସମଗ୍ର କେନ୍ଦୁଝର ଅଞ୍ଚଳକୁ ତାଜୁବ କରାଇଛି।ମାଂସ କାଟିବା ପାଇଁ ବ୍ୟବହାର ହେଉଥିବା କାଠ ଗଣ୍ଡିରେ ଦେଖିବାକୁ…
-
ଆ-କା-ମା-ବୈ, ପାନ ଗୁଆ ଥୋଇପାନ ଗୁଆ ତୋର, ମାସକ ଧର୍ମ ମୋରଅତୀତ ଉତ୍କଳୀୟ ସଂସ୍କୃତି ଓ ମହାନ୍ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ତଥାଆ-କା-ମା-ବୈ, ପାନ ଗୁଆ ଥୋଇପାନ ଗୁଆ ତୋର, ମାସକ ଧର୍ମ ମୋରଅତୀତ ଉତ୍କଳୀୟ ସଂସ୍କୃତି ଓ ମହାନ୍ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ତଥା ସମ୍ଭ୍ରାନ୍ତ ଓଡ଼ିଆ ଜାତିର ଗୌରବଜ୍ଵଳ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ବୋଇତ ବନ୍ଦାଣ ଉତ୍ସବ ଓ ଧର୍ମ ଓ ପୂଣ୍ୟ ମାସ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂଣ୍ୟ ଅବସରରେ ସମସ୍ତଙ୍କୁ ଶୁଭେଛା 🙏🏻 ସମ୍ଭ୍ରାନ୍ତ ଓଡ଼ିଆ ଜାତିର ଗୌରବଜ୍ଵଳ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ବୋଇତ ବନ୍ଦାଣ ଉତ୍ସବ ଓ ଧର୍ମ ଓ ପୂଣ୍ୟ ମାସ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂଣ୍ୟ ଅବସରରେ ସମସ୍ତଙ୍କୁ ଶୁଭେଛା 🙏🏻
ଆ-କା-ମା-ବୈ, ପାନ ଗୁଆ ଥୋଇପାନ ଗୁଆ ତୋର, ମାସକ ଧର୍ମ ମୋରଅତୀତ ଉତ୍କଳୀୟ ସଂସ୍କୃତି ଓ ମହାନ୍ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ତଥା ସମ୍ଭ୍ରାନ୍ତ ଓଡ଼ିଆ ଜାତିର ଗୌରବଜ୍ଵଳ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ବୋଇତ ବନ୍ଦାଣ ଉତ୍ସବ ଓ ଧର୍ମ ଓ ପୂଣ୍ୟ ମାସ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂଣ୍ୟ ଅବସରରେ ସମସ୍ତଙ୍କୁ ଶୁଭେଛା 🙏🏻
-
କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଙ୍କ ସହ ନିତ୍ୟାନନ୍ଦ ବାବା ଙ୍କ ଭେଟଘାଟ
ଯୋରନ୍ଦା ମହିମା ଗାଦି ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତିର ସମ୍ପାଦକ ପୂଜ୍ୟ ନିତ୍ୟାନନ୍ଦ ବାବା(ପାଗଲ ବାବା)ଙ୍କ ସାନ୍ନିଧ୍ୟ ନେବାର ସୌଭାଗ୍ୟ ଲାଭ କଲି । ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଅମୂଲ୍ୟ ବାର୍ତ୍ତା ଏବଂ ସନ୍ଥ କବି ଭୀମ ଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତାର ବହୁଳ ପ୍ରଚାର ପ୍ରସାର ପାଇଁ ଆମେ ପ୍ରଚେଷ୍ଟା ବଜାୟ ରଖିବା ।
-
ମୁଜାଈ ଫୁଲ ରେ ଆର ବର୍ଷ କୁ ଅନେଇଥା ପାଚିଲେ ଖାଇବୁ ବେଲ କହି ଚିପିଦେଲେ ବେଲ #shorts…
https://youtube.com/shorts/c8CJUXo11qY?si=DlRvN36SZzGVlW5p ନୁର୍ତନ youtobe ରେ ଏହି ଭଳି ଭିଡିଓ ପୋଷ୍ଟ କରି ଲାଇକ share ଉଠଉଛନ୍ତି ଏହି ଦୁଇ ଲେଡି