Category: new odia odisha
-
ଦୀପ
ଦୀପ-(ଲେଖକ-ପ୍ରକାଶଚନ୍ଦ୍ର ରାଉତ )ଢେଙ୍କାନାଳ (ଦୀପ )———–ପୁଳେ ଅନ୍ଧାରକୁ ପିଠିରେ ଲୁଚେଇ ପେଟରେ ପେଟେ ନିଆଁ ଜାଳି ନିରବରେସିଝୁଥାଏ ମାଟିର ଦୀପଟି | କେବେକେବେ ଦଲକାଏ ପବନଛନକାରେ ଚିରିଦିଏ ଛାତି | ତଥାପି ସେ କୋଉ ହାରେ କି? ସେତନିରବଧି ଜାଳୁଥାଏ ନିଜ ଦେହଟାକୁବାଣ୍ଟିବାକୁ କୁଢ଼କୁଢ଼ବିଶ୍ୱାସର ଜ୍ୟୋତି | ବଡ଼ବଡୁଆଙ୍କ ପରିଆକାଶର ତାରା ନହେଲା ନାଇଁମାଟିର ଦୀପଟିଏ ହେଲାପରେବିଭାରି ଆପଣାର ଲାଗେତା ମଧୁକ୍ଷରା ତାତି |@ପ୍ରକାଶ
-
ଆଲୋକର ପର୍ବ ଦୀପାବଳି ନିଉଜ ଓଡ଼ିଆ ଓଡିଶା ତରଫରୁ ଶୁଭେଚ୍ଛା
ସ୍ନେହ, ଶ୍ରଦ୍ଧା ଓ ପ୍ରେମର ର ବାର୍ତ୍ତା ନେଇ ଆଲୋକର ପର୍ବ ଦୀପାବଳି ଅବସରରେ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।🪔🪔🪔🪔🪔🪔🪔🪔🪔ଏହି ପବିତ୍ର ଆଲୋକ ଆପଣଙ୍କ ଜୀବନରେ ଅସରନ୍ତି ସୁଖ ଓ ସମୃଦ୍ଧି ଭରିଦେବା ସହ ଆପଣଙ୍କ ଜୀବନ ଆଲୋକମୟ ହେଉ…🙏🙏
-
ଜୀବନ ଦିପଦ ଗୀତ ଜୟ ଜଗନ୍ନାଥ #jagannath
https://youtube.com/shorts/nN8d13wokxA?si=F6bvrOhvVFTGf2i_
-
ବିଦ୍ୟୁତ୍ ଫାଶରେ ପଡ଼ି ଦନ୍ତା ମଲା: ବଢ଼ୁଛି ଶିକାରୀଙ୍କ ପ୍ରାଦୁର୍ଭାବ, ଦୁଇଟିଯାକ ଦାନ୍ତ ସୁରକ୍ଷିତ
ଢେଙ୍କାନାଳ ହିନ୍ଦୋଳ/ରାସୋଳ: ବିଦ୍ୟୁତ୍ ଫାଶରେ ପଡ଼ି ଢେଙ୍କାନାଳ ବନଖଣ୍ତ ଅଧୀନ ହିନ୍ଦୋଳ ବନାଞ୍ଚଳରେ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ବେଳେ ଏହା ବନ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି। ପୂର୍ବରୁ ଶିକାରୀଙ୍କ ଫାଶରେ ପଡ଼ି ମଣିଷଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି।ମଙ୍ଗଳବାର ପର୍ଜଙ୍ଗ ବ୍ଲକ୍ ଅଞ୍ଚଳରେ ବିଦ୍ୟୁତ୍ ଫାଶରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ହାତୀଦାନ୍ତ ଉଦ୍ଦେଶ୍ୟରେ ହାତୀ ଶିକାର କରାଯାଇଥିବା…
-
ଢେଙ୍କାନାଳ ରେ ଲଷ୍ମୀପୂଜା ବୁଲିଦେଖିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
ଢେଙ୍କାନାଳର ବସ ଷ୍ଟାଣ୍ଡ ପୂଜା କମିଟି, ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର, ଜବାହାର ଛକ, ମୀନା ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର ଓ ବାଜି ଛକ ସ୍ଥିତ ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିବା ସହ ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଦୀର୍ଘ ବର୍ଷ ଧରି ଲକ୍ଷ୍ମୀପୂଜାର ଆୟୋଜନ କରି ଏହାକୁ ଏକ ଗଣମହୋତ୍ସବର ରୂପ ଦେଇଥିବାରୁ ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ । ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା…
-
ଢେଙ୍କାନାଳ ର ଝିଅ ପୁଷ୍ପାଅପା ଙ୍କ ଭଦ୍ରକ ସହିଦଭବନ ଠାରେ News world odisha 24ଚାନେଲ ପକ୍ଷରୁ ଆୟୋଜିତ ସମ୍ଭୋଦିତ
ଭଦ୍ରକ ସହିଦ ଭବନ ଠାରେ NEWS WORLD ODISHA 24 ଚ୍ୟାନେଲ ପକ୍ଷରୁ ଆୟୋଜିତ ଦ୍ୱିତୀୟ ସ୍ଵନକ୍ଷେତ୍ର ଦିବସ ଅବସରରେ ମତେ ଦିଆଯାଇଥିବା ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ବେୟୁରୋ ଚିଫ ର ଗୁରୁ ଦାୟିତ୍ୱ କୁ ମୁଁ ସୁଚାରୁ ରୂପେ ଦାଇତ୍ୱ ବହନ କରିବା ସଙ୍ଗେ ସଙ୍ଗେ ଚ୍ୟାନେଲ ମୁଖ୍ୟ ଲତିବ ଓଝା ଭାଇ ଙ୍କୁ ଧନ୍ୟବାଦ ଦେବା ସହ ନିୟୁଜ ୱାଲଡ ଓଡିଶା ୨୪ ର ସମସ୍ତ ଭାଇ ଓ ଭଉଣୀ ଙ୍କୁ…
-
ଆଜି ଢେଙ୍କାନାଳ ର ବିଭିନ୍ନ ଲଷ୍ମୀପୂଜା ମଣ୍ଡପ ତଥା ମହିଷାପାଟ, ଜୁବୁଲିଟାଉନ, ଦେଉଳସାହି, ଗଣେଶ ବଜ଼ାର, ମହାବୀର ବଜ଼ାର ଏବଂ ଲଷ୍ମୀ ବଜ଼ାର ବୁଲି ଦେଖିଲେ ଢେଙ୍କାନାଳ ପୌରପାରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଏବଂ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର ମହୋଦୟ 🙏
ଆଜି ଢେଙ୍କାନାଳ ର ବିଭିନ୍ନ ଲଷ୍ମୀପୂଜା ମଣ୍ଡପ ତଥା ମହିଷାପାଟ, ଜୁବୁଲିଟାଉନ, ଦେଉଳସାହି, ଗଣେଶ ବଜ଼ାର, ମହାବୀର ବଜ଼ାର ଏବଂ ଲଷ୍ମୀ ବଜ଼ାର ବୁଲି ଦେଖିଲେ ଢେଙ୍କାନାଳ ପୌରପାରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଏବଂ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର ମହୋଦୟ 🙏
-
ବେଗା ଗ୍ରାମରେ ଲଷ୍ମୀପୂଜା ବୁଲିଦେଖିଲେ ମିଳିତ ସାମ୍ବାଦିକ ସଙ୍ଘ ର କର୍ମକର୍ତା
ଆମ ନିମନ୍ତ୍ରଣ ରକ୍ଷା କରି ବହୁମୂଲ୍ୟ ସମୟ ଦେଇ ଆଜି ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ର ତୃତୀୟ ଦିନରେ ଗଁନ୍ଦିଆ ବାର ଆସୋସିଏସନ୍ ସମ୍ପାଦକ ବିକ୍ରମ ସାହୁ ଭାଇ, ଆଡଦ୍ଭୋକେଟ ହେମନ୍ତ ଭାଇ , ଭୁବନ ର ଯୁବ ସାମ୍ବାଦିକ ସାନ ଭାଇ ରବୀନ ଦାସ,ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଡଃ. ସ୍ଥିତପ୍ରଜ୍ଞ ମହାନ୍ତି, ସୌମ୍ୟ ରଂଜନ ଗୁରୁ, ମିଳିତ ସାମ୍ବାଦିକ ସଙ୍ଘ ସମ୍ପାଦିକା ପୁଷ୍ପଲତା ସାମଲ, ସୁନୀତା ବେହେରା, ବିଭୂତି, ବୁଟୁନ,ବେଗା ପଞ୍ଚାୟତ…
-
ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ( ହୀରକ ଜୟନ୍ତୀ ସମାରୋହ ଅନୁଷ୍ଠିତ ।ଏସ୍ପି ଙ୍କ ସହ ବିଜେଡି ବିଧାୟକମୁଖ୍ୟ ଅତିଥି ଭାବେ ମୁଁ ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ଏସ୍.ପି ଜ୍ଞାନରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ । ପୂଜା କମିଟିର ସଭାପତି ବସନ୍ତ କୁମାର ସାହୁ ,ସମ୍ପାଦକ ବିଶ୍ଵନାଥ ବେହେରା ମଞ୍ଚାସିନ ଅଛନ୍ତି ।
ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ( ହୀରକ ଜୟନ୍ତୀ ସମାରୋହ ଅନୁଷ୍ଠିତ ।ମୁଖ୍ୟ ଅତିଥି ଭାବେ ମୁଁ ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ଏସ୍.ପି ଜ୍ଞାନରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ । ପୂଜା କମିଟିର ସଭାପତି ବସନ୍ତ କୁମାର ସାହୁ ,ସମ୍ପାଦକ ବିଶ୍ଵନାଥ ବେହେରା ମଞ୍ଚାସିନ ଅଛନ୍ତି ।
-
ଢେଙ୍କାନାଳ ଗଣେଶ ବଜlର ଲଷ୍ମୀପୂଜା ଅବସରରେ ବିଜୁ ଜନତା ଦଳ ଉଦଘାଟନ କଲେ ବିଧାୟକ ସୁଧୀରକୁମାରସାମଲ
ପବିତ୍ର ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ଜନସାଧାରଣଙ୍କ ସେବା କରିବାପାଇଁ ଗଣେଶ ବଜାର ଠାରେ ବିଜୁ ଜନତା ଦଳର କାର୍ଯ୍ୟାଳୟକୁ ଉଦଘାଟନ କରିଥିଲି | ଏଥିରେ ଗଣେଶ ବଜାର ସମ୍ପାଦକ ବିଶ୍ୱନାଥ ବେହେରା,ପୌର ଉପାଧ୍ୟକ୍ଷ ପ୍ରକାଶ କୁଅଁର, ସମସ୍ତ କାଉନସିଲର ଓ ପୌର ପ୍ରତିନିଧି, ଗଣେଶ ବଜାର ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ l