Category: new odia odisha
-
ଦିନକୁ ଦିନ ପୁଣି ବଢିଲା ପିଆଜ ଦର
*ପୁଣି ବଢ଼ିଲା ପିଆଜ ଦର..* *-କଟକ ଛତ୍ର ବଜାରରେ ପିଆଜ ୫୦ ରୁ ୫୫ ଟଙ୍କାରେ ବିକ୍ରି।* *-ସପ୍ତାହେ ତଳେ ୩୫ ରୁ ୪୦ ଟଙ୍କା ଥିଲା ପିଆଜ ଦର।* *-‘ଆନ୍ଧ୍ର , ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇପାରୁ ନାହିଁ’।* *-‘କେବଳ ନାସିକ ଉପରେ ନିର୍ଭର କରିବାକୁ ପଡୁଛି’।* *-‘ନାସିକରେ ଦାମ ଉଚ୍ଚା ରହୁଥିବାରୁ ବଢିଛି ଦାମ’।* *-‘ସୁଧାର ଆସିବାକୁ, ଆଉ ମାସେ’ ; ବ୍ୟବସାୟୀ ସଂଘ!.*
-
ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ ।ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ । ବିପର୍ଯ୍ୟୟ ଆସିବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିବ ଜରୁରୀ ସୂଚନା । ଆପଣଙ୍କ ଫୋନକୁ ଆସିବ ଟେଲିକମ୍ ବିଭାଗ ତରଫରୁ ମେସେଜ୍ । ଆଜି ମୋବାଇଲକୁ ଏମରଜେନ୍ସି ଆଲର୍ଟ ଆସିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି ଏପରି କିଛି କହିଛି ଟେଲିକମ୍ ବିଭାଗ । ବିଭାଗ ତରଫରୁ ଆଜି ପ୍ରେସମିଟ୍ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ, ଲୋକମାନେ ଏଥିରେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।ତା ସହିତ ଏହା କୌଣସି ସାଇବର ଠକେଇ ନୁହେଁ ବୋଲି ମଧ୍ୟ ଲୋକମାନଙ୍କୁ ସୂଚାଇ ଦିଆଯାଇଛି ।ବିଭାଗ ତରଫରୁ କୁହାଯାଇଛି ଯେ, ଓଡିଶାରେ ଆଜି ଏହି ପରୀକ୍ଷଣ ସଫଳ ହେଇଛି । ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ କେମିତି ଜରୁରୀ ସୂଚନା ପହଞ୍ଚିବ ସେନେଇ ଟେଲିକମ୍ ବିଭାଗ ତରଫରୁ ଆଜି ପରୀକ୍ଷଣ କରାଯାଇଥିଲା । ଆଜି ପ୍ରାୟତଃ ୯୯ ପ୍ରତିଶତ ଫୋନକୁ ଏହି ମେସେଜ୍ ଯାଇଛି । ଏବଂ ଦେଶର କିଛି ରାଜ୍ୟରେ ଏହା ହୋଇସାରିଥିବାବେଳେ, ଅକ୍ଟୋବର ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ମୋବାଇଲକୁ ଆସିଥିଲା ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସିଥିଲା । ଗୋଟିଏ ମୋବାଇଲକୁ କିଛି ସମୟ ଅନ୍ତରରେ ୨ରୁ ତିନି ଥର ମେସେଜ ଆସୁଥିଲା । ମେସେଜ ଆସିବା ସମୟରେ ବିପ୍ ସାଉଣ୍ଡ ହେବା ସହ ଭାଇଭ୍ରେଟ ହେଉଥିଲା । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଥିଲେ । ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦେଶ୍ୟ କଣ ସେ ନେଇ ଚିନ୍ତାରେ ପଡିଥିଲେ ।ତେବେ ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ଏପରି ସତର୍କ ସୂଚନା ଜାରି କରିବାର କାରଣ ହେଉଛି, ଲୋକଙ୍କୁ ବାତ୍ୟା, ସୁନାମୀ, ଭୂମିକମ୍ପ, ଘଡଘଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ଦେବା ।

ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ । ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ । ବିପର୍ଯ୍ୟୟ ଆସିବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିବ ଜରୁରୀ ସୂଚନା ।…
-
ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବି କଲେବି ଗଣମାଧ୍ୟମ ଙ୍କ କଥା ଶୁଣୁନିଢେଙ୍କାନାଳ
*ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବୀ* ***************************************** ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ତ୍ରିର୍ଥ ସ୍ଥଳୀ କପିଳାସ ଠାରୁ ସାଇଆଶ୍ରମ ମୁଖ୍ୟ ରାସ୍ତା ପଯ୍ୟନ୍ତ ଦୁଇଟି ରାସ୍ତା କଡରେ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି l ଏହି ଶୁଖିଲା ଗଛ ପୂର୍ବରୁ ପବନ ରେ ରାସ୍ତା ଉପରେ ଡାଳ ପଡି ଅଳ୍ପକେ…
-
ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଅଚାନକ ବିଦା, ମନୋରଞ୍ଜନ ମଲ୍ଳିକ ନୂଆ ଜିଲ୍ଲାପାଳ
ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଅଚାନକ ବିଦା, ମନୋରଞ୍ଜନ ମଲ୍ଳିକ ନୂଆ ଜିଲ୍ଲାପାଳସେହିପରି ସାଧାରଣ ପ୍ରଶାସନ ବିଭାଗ ଅନ୍ୟ ଏକ ନିର୍ଦ୍ଦେଶାନାମା ଜାରି କରି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଉପଜିଲ୍ଲାପାଳ ପଦବୀରେ ଥିବା ଯେଉଁ ଅଫିସରମାନଙ୍କ ବଦଳି ହୋଇଛି ସେମାନେ ୨୪ଘଣ୍ଟା ମଧ୍ୟରେ ନିଜ ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଯେହେତୁ ବିଭାଗ ପକ୍ଷରୁ ସେମାନଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଯାଇଛି ତେଣୁ ଆଉ ପ୍ରସ୍ତୁତି ପାଇଁ ସମୟ ନଗଡ଼ାଇ ୨୪ଘଣ୍ଟା…
-
ଯୋରନ୍ଦା ହାଟ ପଡିଆରେ ପଚାଶତମ ରାବଣପୋଡି ମହୋତ୍ସବ ଅନୁଷ୍ଠିତ,ପବିତ୍ର ବିଜୟାଦଶମୀ ଅବସରରେ ଜୋରନ୍ଦା ହାଟ ପଡ଼ିଆ ତଥା ରାବଣ ପୋଡ଼ି ପଡ଼ିଆ ପରିସରରେ ଆୟୋଜିତ ୫୦ତମ ରାବଣପୋଡ଼ି ମହୋତ୍ସବରେ ଯୋଗ ଦେଇ ଅଞ୍ଚଳ ବାସୀଙ୍କୁ ଉତ୍ସାହିତ ଲୋକଙ୍କ ପାଖରେ ରାବଣ ଦଂଶନ କଲେ ଦୁଇ ବିଜେଡି ନେତା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ସୁଧୀରକୁମାରସାମଲ,#ଯୋରନ୍ଦା#bjdnews
ଯୋରନ୍ଦା ହାଟ ପଡିଆରେ ପଚାଶତମ ରାବଣପୋଡି ମହୋତ୍ସବ ଅନୁଷ୍ଠିତ, ପବିତ୍ର ବିଜୟାଦଶମୀ ଅବସରରେ ଜୋରନ୍ଦା ହାଟ ପଡ଼ିଆ ତଥା ରାବଣ ପୋଡ଼ି ପଡ଼ିଆ ପରିସରରେ ଆୟୋଜିତ ୫୦ତମ ରାବଣପୋଡ଼ି ମହୋତ୍ସବରେ ଯୋଗ ଦେଇ ଅଞ୍ଚଳ ବାସୀଙ୍କୁ ଉତ୍ସାହିତ ଲୋକଙ୍କ ପାଖରେ ରାବଣ ଦଂଶନ କଲେ ଦୁଇ ବିଜେଡି ନେତା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ସୁଧୀରକୁମାରସାମଲ,#ଯୋରନ୍ଦା#bjdnews
-
ଢେଙ୍କାନାଳ ଗସ୍ତ ସାରି ସମ୍ବଲପୁର ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବୁର୍ଲାରେ ରାତ୍ରିଯାପନ କରିବେ । ଅକ୍ଟୋବର ୨୩ରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୪ ତାରିଖରେ ତାଳଚେର ସାଉଥ ବଲଣ୍ଡାଠାରେ ରାବଣ ପୋଡି ଉତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।
ଢ଼େଙ୍କାନାଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ଗତକାଲି ଅନୁଗୁଳରେ ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ପୂଜ୍ୟସ୍ପଦ ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେବା ସହ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ଧର୍ମେନ୍ଦ୍ରଢେଙ୍କାନାଳ ଗସ୍ତ ସାରି ସମ୍ବଲପୁର ଯିବେ…
-
ଆଜି ମାନିଲୁ, ୨୬ କୁ ଅପେକ୍ଷା କଲେ ଡ୍ରାଇଭର,ଫୁଣି ଗଡ଼ିଲା ବସ
ଆଜି ମାନିଲୁ, ୨୬କୁ ଅପେକ୍ଷା କଲୁ; ୩୧ ଯାଏଁ ଗଡ଼ିବ ବସ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସ୍ଥଗିତ ରହିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏ ନେଇ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ପରେ…
-
ଅlତିଣ୍ଡା ଗ୍ରାମର ଦେହୁରୀ ସାହିର ୨ ଜଣ ବାଇକ ଚାଳକ ଗୁରୁତର ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ବଡ ମେଡିକାଲ କୁ ସ୍ଥାନାନ୍ତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅlତିଣ୍ଡା ଗ୍ରାମର ୨ ଜଣ ବ୍ୟକ୍ତି ବାଇକ ଯୋଗେ ଷଡ଼ଙ୍ଗୀ ଯାଉଥିବା ବାଟରେ ପିଟିହୋଇ ଦୁଇଜଣ ଗୁରୁତର ହୋଇଥିବା ସ୍ଵଚନା ତାଙ୍କୁ ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି,
-
ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ବରିଷ୍ଠ ବିଜେପି ନେତା ରଘୁବର ଦାସ। ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରଘୁବର। ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେଲେ ଓଡ଼ିଶାର ରାଜ୍ୟପାଳ ।ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ବରିଷ୍ଠ ବିଜେପି ନେତା ରଘୁବର ଦାସ। ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରଘୁବର। ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।