Category: new odia odisha
-
ଢେଙ୍କାନାଳ ସହର ରେ ଅମର ରହେ ବୀର ବାଜିରାଉତ ଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା
୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ପିଲା ବେଳୁ ବାପାଙ୍କୁ ହରାଇ ମା’ଙ୍କଦ୍ୱାରା ପ୍ରତିପାଳିତ ହେଉଥିଲେ । ପରିବାରରେ ଚାଷବାଷ ସକାଶେ ଜମି ନ ଥିଲା । ମା’ ଅନ୍ୟଘରେ ପାଇଟିକରି ତାଙ୍କୁ ପାଳୁଥିଲେ । ହେତୁ ପାଇଲା ପରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ ।…
-
ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଅଛି ।ସଭାଗୃହରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର ମହୋଦୟାଙ୍କ ସଭାପତିତ୍ୱରେ ଶିକ୍ଷକ, ଶିକ୍ଷୟତ୍ରୀ ,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମାନଙ୍କର ଉପସ୍ଥିତିରେ ଦୁଇ ମହାପୁରୁଷଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ,ଧୂପ ପ୍ରଦାନ ସହ ଆଜିର ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଦୁଇ ବରପୁତ୍ରଙ୍କର ସମ୍ପର୍କରେ…
-
ଢେଙ୍କାନାଳ ସ୍ଥିତ ବାସଭବନରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଓ ସମସ୍ୟାର ସମାଧାନ ବିଷୟରେ ଆଲୋଚନା ଅବସରରେ ବିଧାୟକସୁଧୀର କୁମାର ସାମଲ l#sudhirkumarsamal #NaveenOdisha #Dhenkanal #Odisha
ଢେଙ୍କାନାଳ ସ୍ଥିତ ବାସଭବନରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଓ ସମସ୍ୟାର ସମାଧାନ ବିଷୟରେ ଆଲୋଚନା ଅବସରରେ ଳ ଯୋଗଦାନ କଲେ ବିଧାୟକ ସୁଧୀର କୁମାର ସାମଲ #sudhirkumarsamal #NaveenOdisha #Dhenkanal #Odisha
-
ଗଁଦିଆ ଶ୍ରୀ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦ ପାଇଁ ବିଧାୟକ ନବୀନନନ୍ଦ ଙ୍କ ଆଜି ଅନଶନ ଧର୍ମଘଟ,
ଗଁଦିଆ ଶ୍ରୀ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିପର୍ଯ୍ୟସ୍ତସ୍ୱାସ୍ଥ୍ୟ ସେବା ପ୍ରତିବାଦ ପାଇଁ ବିଧାୟକ ନବୀନ ନନ୍ଦ ଙ୍କ ଆଜି ଅନଶନ ଧର୍ମଘଟ ଢେଙ୍କାନାଳ (ରିପୋର୍ଟ-ଶ୍ରୀଧର ପାତ୍ର )ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଡାକ୍ତର ନିଯୁକ୍ତି ର ନିର୍ଦେଶନାମ ପାଇବା ପରେ ଅନଶନ ରୁ ଓହରି ଥିଲେ ପୂର୍ବତନ ବିଧାୟକ ନବୀନନନ୍ଦ, ଏବଂ ଏକ ମାସ ମଧ୍ୟରେ ଯଦି ପୋଷ୍ଟ ମଟମ ସେଣ୍ଟର ର କାର୍ଯ୍ୟକାରୀ କରାନଯାଏ ତାହାଲେ, ଆଗାମୀ ଦିନରେ ଗଁଦିଆ…
-
ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସୂଦୂର କେନ୍ଦୁଝର ରେ ସମ୍ବର୍ଦ୍ଧିତ।*****************************ଜନ୍ମ ମାଟି ର ଟେକ ରଖିଲା ଜନ ମଙ୍ଗଳ(ରାସୋଳ)।*****************************ଅଦ୍ୟ ତା 01/10/2023 ରିଖ ରବିବାର ଦିନ ସକାଳ ଏଗାର ଘଟିକା ସମୟରେ କେନ୍ଦୁଝର ର ଅଗ୍ରଣୀ ସ୍ଵେଚ୍ଛାସେଵୀ ଅନୁଷ୍ଠାନ ଭରସା ପରିବାର (ଓଡିଶା)ର ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ଭୋଇ ଙ୍କର ସଭାପତିତ୍ବରେ ଦ୍ବିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ସଂସ୍କୃତି ଭବନ (କେନ୍ଦୁଝର) ର ସଭାଗୃହରେ ବହୁ ଆଡମ୍ବର ରେ ପାଳନ ହେବା ଅବସର ରେ ରାଜ୍ୟ ସ୍ତରୀୟ ବହୁ ସ୍ବେଚ୍ଛାସେବୀ ତଥା ଅନୁଷ୍ଠାନ ଓ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବ୍ଯକ୍ତି ବିଶେଷ,ସାମ୍ବାଦିକ,ଛାତ୍ର,ଛାତ୍ରୀ ମାନଙ୍କୁ ମନ୍ଚାସୀନ ବରେଣ୍ଯ ମୂଖ୍ୟ ଅତିଥି ପ୍ରକଳ୍ପ ନିର୍ଦେଶକ ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବିପ୍ଳବ ମିଶ୍ର,ମୂଖ୍ଯ ବକ୍ତା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ମାୟାଧର ନାଏକ,ସମ୍ମାନୀୟ ଅତିଥି ଗଣ ଯଥା ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଡାକ୍ତର ମହନ୍ତ,ପଦ୍ମଶ୍ରୀ ଉପାଧି ବିଭୁଷିତ ଶ୍ରୀଯୁକ୍ତ ଦୈତାରୀ ନାଏକ,ବରିଷ୍ଠ ସମାଜ ସେବୀ ଅରୁଣ କୁମାର ବାରିକ,ଓଡିଶା ଯୁବମଂଚ ସଭାପତି ଶ୍ରୀଯୁକ୍ତ ଯଶୋବନ୍ତ ଓଝା ଆଦି ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଵିଶେଷ ମାନଙ୍କ ଉପସ୍ଥିତି ରେ ସସମ୍ମାନେ ପୁଷ୍ପଗୁଛ,ଉତ୍ତରୀୟ,ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ ସାରଗର୍ଭକ ସମାଜ ସେବା ଧର୍ମୀ ଉଦଵୋଧନ ସମାଜ ସେଵା ଦିଗ ରେ ପ୍ରେରଣା ର ଉତ୍ସ ଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ର ସଭାନେତ୍ରୀ ନିରୁପମା ମିଶ୍ର ଭରସା ପରିବାର ତରଫ ରୁ ସମ୍ନାନ ପତ୍ର,ଏଵଂ ଉତ୍ତରୀୟ ଗ୍ରହଣ କରିଵା ସହିତ ସଂଗଠନ ର ଉପଦେଷ୍ଟା ଡାକ୍ତର ଦୟା ନିଧି ପୃଷ୍ଟି ସମ୍ମାନ ପୂର୍ଵକ ଭରସା ପରିବାର (କେନ୍ଦୁଝର) ର ପ୍ରତିଷ୍ଠାତା ମହୋଦୟ ଲମ୍ବୋଦର ମହନ୍ତଙ୍କୁ ସସମ୍ମାନେ ଉତ୍ତରୀୟ ଏଵଂ ରାସୋଳ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ଅପାର କରୁଣାମୟୀ ମା ଦକ୍ଷିଣକାଳୀ ଙ୍କର ଏକ ପଟ୍ଟଚିତ୍ର ପ୍ରଦାନ କରିଥିଲେ।ଜନମଙ୍ଗଳ(ରାସୋଳ)ସଂଗଠନ ତରଫ ରୁ ସହ ସଂଯୋଜକ ଚନ୍ଦନ ସାହୁ ଭାଇ ଏବଂ ସେଵିକା ଭଉଣୀ ପଲ୍ଲବୀ ଶତପଥୀ ଙ୍କ ଦ୍ବାରା ଏକ ଆମ୍ରପଲ୍ଲୀ ଆମ୍ବ ଚାରା ସ୍ମୃତି କୁ ଉଜ୍ଜୀବିତ ତଥା ପରିବେଶ ସୁରକ୍ଷା ର ବାର୍ତ୍ତା ବହନ ପୂର୍ବକ ଉପହାର ପ୍ରଦାନ କରା ଯାଇଥିଲା। ଏତାଦୃଶ ସମ୍ମାନ ପତ୍ର ଆଗାମୀ ଦିନ ରେ ସମାଜ ସେବା ଦିଗ ରେ ପ୍ରେରଣା ଦାୟୀ ହେବା ସହିତ ଏହି ସମ୍ମାନ ସଂଗଠନ ର କେବଳ ନୁହେଁ,ଏହି ସମ୍ମାନ ଜନ୍ମ ମାଟି ରାସୋଳ ଗ୍ରାମ ର ବୋଲି ପ୍ରତିଷ୍ଠାତା ଵିଭୁ ପ୍ରସାଦ ଶତପଥୀ ଦୃଢୋକ୍ତି ପ୍ରଦାନ କରିଥିଵା ଵେଳେ “ଭରସା ପରିବାର(କେନ୍ଦୁଝର)”ର ଉତ୍ତରୋତ୍ତର ଉନ୍ନତି ତଥା ସମସ୍ତ ସଦସ୍ୟ ମାନଙ୍କର ଚଲାପଥ କୁସୁମିତ ହେବାର କାମନା କରି ଆନ୍ତରିକ ସାଧୁବାଦ ଜ୍ଞାପନ କରିଵା ସହିତ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ।🙏ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ।
ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସୂଦୂର କେନ୍ଦୁଝର ରେ ସମ୍ବର୍ଦ୍ଧିତ।*****************************ଜନ୍ମ ମାଟି ର ଟେକ ରଖିଲା ଜନ ମଙ୍ଗଳ(ରାସୋଳ)।*****************************ଅଦ୍ୟ ତା 01/10/2023 ରିଖ ରବିବାର ଦିନ ସକାଳ ଏଗାର ଘଟିକା ସମୟରେ କେନ୍ଦୁଝର ର ଅଗ୍ରଣୀ ସ୍ଵେଚ୍ଛାସେଵୀ ଅନୁଷ୍ଠାନ ଭରସା ପରିବାର (ଓଡିଶା)ର ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ଭୋଇ ଙ୍କର ସଭାପତିତ୍ବରେ ଦ୍ବିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ସଂସ୍କୃତି ଭବନ (କେନ୍ଦୁଝର) ର ସଭାଗୃହରେ ବହୁ ଆଡମ୍ବର ରେ…
-
ସମ୍ବାଦ ପେପର ରୁ ନିଜକୁ ନୁରସ୍ୱାର୍ଥ ପାଇଁ ବହିସ୍କାର ନେଇ ନିଜ ଝିଅ କୁ ଗଣମାଧ୍ୟମ ହାତକୁ ଟେକିଲେ ସୋମ୍ୟ
ଓଡ଼ିଶାରେ ଗଣମାଧ୍ୟମ କ୍ଷେତ୍ରକୁ ସୁଦୃଢ କରି ସାରା ବିଶ୍ବରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଥିବା ଏବଂ ଓଡ଼ିଶାକୁ ବିଶ୍ବ ସ୍ତରରେ ସର୍ବାଗ୍ରେ ରଖିବା ପାଇଁ ଅହରହ ପ୍ରୟାସରତ ମୋର ଆଦର୍ଶ ଗୁରୁ Soumya Ranjan Patnaik ଆଜି ଦୈନିକ ଓଡ଼ିଆ ନଂ ଓ୍ବାନ୍ ଖବରକାଗଜ ‘ ସମ୍ବାଦ ‘ ର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି । ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଅବ୍ୟାହତି ନେବା ପରେ ତାଙ୍କ ଝିଅ…
-
ବାଲେଶ୍ୱର ରେ କାଲି ଟଙ୍କା ଭର୍ତି:ଆଜି ଏଟିଏମ ଭାଙ୍ଗି ଲୁଟ
*କାଲି ଟଙ୍କା ଭର୍ତ୍ତି…ଆଜି ATM ଭାଙ୍ଗି ଲୁଟ୍..**· ବାଲେଶ୍ୱର: କାଲି ଟଙ୍କା ଭର୍ତ୍ତି ହୋଇଥିଲା , ଆଜି ATM ଭାଙ୍ଗି ଲୁଟ୍.**· କ୍ଷୀରଚୋରା ଗୋପିନାଥ ମନ୍ଦିର ନିକଟ SBI ଏଟିଏମ୍ ଭାଙ୍ଗି ଲୁଟ୍.**· କେତେ ଟଙ୍କା ଲୁଟ୍ ହୋଇଛି ଜଣାପଡିନି , ରେମୁଣା ପୋଲିସର ତଦନ୍ତ!.*
-
ପିଆଜ ଖାଉଥିଲେ ସାବଧାନ
ପିଆଜ ଉପରେ କଳାର ଆବରଣ ଦେଖାଯାଉଥିଲେ, ଏହାକୁ ଭୁଲରେ ମଧ୍ୟ ଖାନ୍ତୁ ନାହିଁ, ନହେଲେ ହୋଇପାରେ ଏଭଳି ସମସ୍ୟା ପିଆଜ ବିନା କୌଣସି ବି ବ୍ୟଞ୍ଜନ ସ୍ବାଦିଷ୍ଟ ଲାଗେ ନାହିଁ । ଆମ ଭାରତୀୟ ମାନଙ୍କ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରାଯାଏ । ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ତେବେ ଆମେ ସମସ୍ତେ ଜାଣନ୍ତି ଯେ ପିଆଜର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି । ମଣିଷର ହଜମ ପ୍ରକ୍ରିୟା ଓ ହୃଦୟ…
-
ବ୍ରୋଞ୍ଜ ଆଣିଲେ ସୀମା ପୁନିଆ
*ବ୍ରୋଞ୍ଜ ଆଣିଲେ ସୀମା ପୁନିଆ**-ମହିଳା ଡିସ୍କସ୍ ଥ୍ରୋରେ ଭାରତକୁ ବ୍ରୋଞ୍ଜ ପଦକ**-ଭାରତ ପାଇଁ ବ୍ରୋଞ୍ଜ ଜିତିଲେ ଭେଟେରାନ ସୀମା ପୁନିଆ**-୫୮.୬୨ ମିଟର ପର୍ଯ୍ୟନ୍ତ ଫିଙ୍ଗି ଜିତିଲେ ପଦକ*
-
ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ
ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତ ଦାନ ଦିବସ ପାଳନ ତା-୦୧-୧୦-୨୦୨୩ରିଖ (ରବିବାର)ସୁଜିତ୍ କୁମାର ଦାସ (ବରଗଡ )ଜାତୀୟ ରକ୍ତ ଦାନ ଦିବସ ପାଳନ ଅବସରରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଂଚାୟତ ର ଆନ୍ଧ୍ର କେମ୍ପ ଠାରେ ଥିବା ନିଷ୍ଠା ଭବନ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ବିରମହାରାଜ ପୁର,…