Category: new odia odisha
-
ଧରିତ୍ରୀ ବରଗଡ଼ ଜିଲ୍ଲା ପ୍ରତିନିଧି ଙ୍କ ପିତୃ ବିୟୋଗ
ଧରିତ୍ରୀ ବରଗଡ ଜିଲା ପ୍ରତିନିଧିଙ୍କ ପିତୃ ବିୟୋଗ ଅତାବିରା 26/9(ସୁଜିତ୍ ଦାସ)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବୁଗl ଗହ୍ମାଟିକ୍ରା ସ୍ଥିତ ବାସ ଭବନରେ ଆଜି ବରଗଡ଼ ସାମ୍ବାଦିକ ସଂଘର ସମ୍ପାଦକ ତଥା ଧରିତ୍ରୀ ବରଗଡ଼ ଜିଲା ପ୍ରତିନିଧି ପ୍ରେମାନନ୍ଦ ଖମାରୀ ଙ୍କ ପିତା ଶତପଥୀ ଖମାରୀ ଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହେଉଥିଲା । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କିଛି ଟା ଭଳ ନଥିଲା…
-
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ଙ୍କ ଅଣଦେଖାରେ ନାହିଁ ନଥିବା ସୂଚନା
ଆଜି ଢେ଼ଙ୍କାନାଳ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ MBBS ଡାକ୍ତର ନାହାନ୍ତି । ମେଡିକାଲ ବର୍ହି ବିଭାଗ ବନ୍ଦ, ଆୟୁଷ ବର୍ହି ବିଭାଗରେ ଲାଗିଛି ଭିଡ଼ ,ତେବେ ଏତେ ବଡ CHC ରେ ଯଦିMBBS ଡାକ୍ତର ନ ରହିବେ ରୋଗୀ ଙ୍କୁ ଭଗବାନ ହିଁ ଭରସା ।CMO Odisha Health & Family Welfare Department, Government of Odisha Dhenkanal District Administration ଟିକେ ଧ୍ୟାନ ଦେବାକୁ ଅନୁରୋଧ । ଗାଁ ଖବର ରଖ…
-
ଗଜଲଷ୍ମୀ ପୂଜା ପାଇଁ ଢେଙ୍କାନାଳ ର ମୁଖ୍ୟ ଆକର୍ଷଣ 81ତମ ଲଷ୍ମୀପୂଜା ପାଇଁ ବ୍ରlହ୍ମଣୀନଦି ରୁ ମାଟି ଅଣା ପର୍ବ ଆରମ୍ବ
*ଢେଙ୍କାନାଳ ର ମୁଖ୍ୟ ଆକର୍ଷଣ ୮୧ ତମ ଲକ୍ଷ୍ମୀପୂଜା ପାଇଁ ବ୍ରାହ୍ମଣୀ ନଦୀ ରୁ ମାଟି ଅଣା ପର୍ବ ହୋଇଯାଇଅଛି । ୧୯୪୩ ମସିହା ଠାରୁ ପୂଜା ଆରମ୍ଭ କରିଥିବା ଶ୍ରୀ ଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନା ବଜାର ଦ୍ଵାରା ଏହି ମାଟିଅଣା ପର୍ବ ପ୍ରାରମ୍ଭ କରାଯାଇଥାଏ। ଏବେ ଢେଙ୍କାନାଳ ରେ ଗଣେଶ ପୂଜା ସରି ଲକ୍ଷ୍ମୀ ପୂଜା ର ମlହୋଲ ଏବଂ ପ୍ରସ୍ତୁତି ଜୋର୍ ସୋର୍ ରେ ଆରମ୍ଭ ହୋଇଯାଇଅଛି* ।
-
ଢେଙ୍କାନାଳ ସହର ରେ ଏସଡିପିଓ କହିଲେ ଡିଜେ ମନା ବାଜୁଛି ଡିଜେ
#ପ୍ରଶାସନ_ନିୟମ_ପାଲଟିଛି_ପ୍ରହସନ ! #କଟକଣା_ସତ୍ୱେ_ଭସାଣ_ଯାତ୍ରାରେ_ବାଜୁଛି_ଡିଜେ #ବିଳମ୍ବତ_ରାତିରେ_ଚାଲୁଛି_ଭସାଣ_ଯାତ୍ରା ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣ ଉତ୍ସବ ସମୟରେ ତୁମୁଳ କାଣ୍ଡ ଘଟିଛି । ପ୍ରଶାସନ ର ବାରଣ ସତ୍ୱେ ରାତି ଅଧିଆ ଡିଜେ ବଜାଇ ଶୋଭାଯାତ୍ରା ଚାଲିଥିବା ବେଳେ ଟାଉନ ଥାନା ପକ୍ଷରୁ ଶୋଭାଯାତ୍ରାକୁ ବନ୍ଦ୍ କରାଯାଇଥିଲା । ତେବେ ଉତକ୍ଷିପ୍ତ ହୋଇ କିଛି ଯୁବକ ପଥର ମାଡ଼ କରିଥିବା ବେଳେ ଜଣେ ଏଏସଆଇ ଙ୍କ ସମେତ କିଛି ପୋଲିସ…
-
୯ ଟି ବନ୍ଦେ ଭାରତ ଟ୍ରେନ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
*🔖୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ l* *▪️ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ କଲେ ଶୁଭାରମ୍ଭ । ସେହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ହେଉଛି :-* *▪️(୧) ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୨) ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୩) ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୪) ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୫)…
-
ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ତଥା ଆମ ଓଡ଼ିଶା ବିକାଶ ର କର୍ଣ୍ଣଧାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମ ପତ୍ନୀ ମୃଦଳା ଠାକୁର ପ୍ରଧାନ ଙ୍କୁ ଖଁଙ୍କିରା ମାଟିରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ନିହଲପ୍ରାସାଦ ମଣ୍ଡଳ ସଭାପତି ସମେତ ଶତାଧିକ ଜନସାଧାରଣ….
ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ତଥା ଆମ ଓଡ଼ିଶା ବିକାଶ ର କର୍ଣ୍ଣଧାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମ ପତ୍ନୀ ମୃଦଳା ଠାକୁର ପ୍ରଧାନ ଙ୍କୁ ଖଁଙ୍କିରା ମାଟିରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ନିହଲପ୍ରାସାଦ ମଣ୍ଡଳ ସଭାପତି ସମେତ ଶତାଧିକ ଜନସାଧାରଣ….
-
*🔖୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ l**▪️ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ କଲେ ଶୁଭାରମ୍ଭ । ସେହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ହେଉଛି :-**▪️(୧) ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୨) ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୩) ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୪) ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୫) ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୬) କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ**▪️(୭) ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୮) ରାଞ୍ଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୯) ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍**▪️ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ।*
*🔖୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ l* *▪️ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ କଲେ ଶୁଭାରମ୍ଭ । ସେହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ହେଉଛି :-* *▪️(୧) ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୨) ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୩) ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୪) ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍**▪️(୫)…
-
ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର
ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର ଢ଼େଙ୍କାନାଳ ଅଫିସ, ୨୩।୯ ରତନ ନାୟାର: ଢେଙ୍କାନାଳ ସହର କୋରିଆଁ ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣୀକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି । ଏଥିରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୋଲିସ ଗୁରୁତର ଅଛନ୍ତି। ସୌଭାଗ୍ୟ ସ୍ବାଇଁ ନାମକ ଜଣେ ଏସଆଇଙ୍କ ମୁହଁରେ ପଥର ମାଡ଼ ହେବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛିାଖବର ପାଇ ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ନେଇ…
-
ଢେଙ୍କାନାଳ ବାଇସିଂହାରେ ଅଘଟଣ, ପୋଖରୀରେ ବୁଡ଼ି ବାପା-ଝିଅ ମୃତ
ଢ଼େଙ୍କାନାଳ: ପୋଖରୀରେ ବୁଡି ବାପା-ଝିଅଙ୍କର ମୃତ୍ୟୁ। ଏଭଳି ଏକ ଅଭବାନୀ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବାଇସିଂହା ପଂଚାୟତ ଖଙ୍କର ଗ୍ରାମରେ । ସୂଚନା ଅନୁଯାୟୀ, ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ୮ ବର୍ଷର ଝିଅକୁ ବୁଡିଯାଉଥିବାରୁ ଉଦ୍ଧାର କରିବାକୁ ଯାଇଥିଲେ ବାପା । ହେଲେ ଦୁର୍ଭାଗ୍ୟବସତଃ ବାପା ମହେଶ୍ବର ନାୟକ ମଧ୍ୟ ପୋଖରୀରେ ବୁଡି ଯାଇଥିଲେ।ଖବର ପାଇ ଗଁନ୍ଦିଆ ଦମକଳ ବାହିନୀ ପହଁଞ୍ଚି ଉଭୟ ବାପାଝିଅଙ୍କୁ ପୋଖରୀରୁ ଉଦ୍ଧାର କରି ଗଁନ୍ଦିଆ…
-
ଯେତେ ଉଠାଇଲେ ବି ଉଠୁନାହାନ୍ତି ବିକ୍ରମ, ପ୍ରଜ୍ଞାନ; ଯୋଗାଯୋଗ ସ୍ଥାପନ କରିବାକୁ ଇସ୍ରୋର ଉଦ୍ୟମ ଜାରି
ଯେତେ ଉଠାଇଲେ ବି ଉଠୁନାହାନ୍ତି ବିକ୍ରମ, ପ୍ରଜ୍ଞାନ; ଯୋଗାଯୋଗ ସ୍ଥାପନ କରିବାକୁ ଇସ୍ରୋର ଉଦ୍ୟମ ଜାରି ଇସ୍ରୋ ପକ୍ଷରୁ କୁହାଯାଇଛି, ‘ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ସ୍ଥିତି ଜାଣିବା ପାଇଁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଠାରୁ କୌଣସି ସଙ୍କେତ ମିଳିନାହିଁ। ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ।’ Chandrayaan-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଏବେ ଦିନ ହୋଇଯାଇଛି । ଏଣୁ ପୁଣି ଥରେ ପ୍ରଜ୍ଞାନ ରୋଭର…