Category: new odia odisha
-
ଭାଗିରଥି ସାଗର ପୋଖରୀ ଖୋଳlକୁ ନେଉ ଆମ ଆଦମୀ ପାର୍ଟି ର ଚେତାବନୀ
ଭାଗିରଥି ସାଗରର ନିମ୍ନ ମାନର କାର୍ଯ୍ୟ, ପ୍ରଥମ ବର୍ଷାରେ ପୋଖରୀ ଭିତରେ ପଙ୍କ ମାଟି, ଶୌଚ ତୁଠ ଓ ୭ଟି ପାହାଚ କାର୍ଯ୍ୟ ଉଚ୍ଚ ମାନର କରାଯିବା ଦାବି ଢେଙ୍କାନାଳ : ଗତ ଦୁଇ ବର୍ଷ ହେଲା ଭାଗିରଥି ସାଗର ପଙ୍କୋଦ୍ଧର କାର୍ଯ୍ୟ ଚାଲିଛି l ପୋଖରୀ ଭିତରେ ଏହି ପଙ୍କ ମାଟି ରଖାଯାଇ ଦ୍ୱିତୀୟ ହୁଡ଼ା ନ କରିବାପାଇଁ ପୋଖରୀ ସୁରକ୍ଷା ସମିତି ଓ ସହରର ବିଭିନ୍ନ ମହଲ ପକ୍ଷରୁ ଦାବି କରାଯାଇଛି l ଏପରିକି…
-
ଢେଙ୍କାନାଳ ଓ ଅନୁଗୁଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଙ୍ଘ ପକ୍ଷରୁ କଳା ବ୍ୟାଚ ପରିଧାନ ସହ ଆନ୍ଦୋଳନ ଜାରି
୩ ଦଫା ଦାବୀ ନେଇ ଢେଙ୍କାନାଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ କଳାବ୍ୟାଚ୍ ପରିଧାନ ସହ ଆନ୍ଦୋଳନ ଜାରି । ଢେଙ୍କାନାଳ ସଦର : ଢେ଼ଙ୍କାନାଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ ୩ ଦଫା ଦାବୀ ନେଇ କଳାବ୍ୟାଚ ପରିଧାନ ସହ ଆନ୍ଦୋଳନ ଆରମ୍ଭ ହୋଇଛି । ହିନ୍ଦୋଳରେ ଫରେଷ୍ଟ ଗାର୍ଡଙ୍କୁ ଶିକାରୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ ଯାହା ବନ କର୍ମଚାରୀ ମାନଙ୍କ ସୁରକ୍ଷା ପ୍ରତି ବଡ଼…
-
ଢେଙ୍କାନାଳ ସହର ରେ ଖାଦ୍ୟ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ ଜୋରିମନା ଆଦାୟ
ସହରର ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ,ଜୋରିମନା ଆଦାୟ । ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି ହଇଜା । ଭୁବନ ଓ ଗନ୍ଦିଆରେ ବ୍ୟାପିଥିବା ବେଳେ ଏହାକୁ ଆୟତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମଙ୍ଗଳବାର ଦିନ ସଂନ୍ଧ୍ୟା ସମୟରେ ସହରର ବିଭିନ୍ନ ଉଠା ଦୋକାନୀ ମାନଙ୍କରେ ଠେଲାଗାଡି ଉପରେ ଯାଞ୍ଚ କରାଯାଇଛି । ଏହା ସହିତ ବିଭିନ୍ନ…
-
ଗୁଣ୍ଡିଚାପଡା ଇଦୁଲ -ଅଜହା ଉତ୍ସବ ଉତ୍ସାହପୂର୍ଣ୍ଣ ଭାବେ ପାଳିତ
*ଗୁଣ୍ଡିଚାପଡ଼ାରେ ଇଦୁଲ୍-ଅଜ୍ହା ଉତ୍ସବ ଉତ୍ସାହପୂର୍ଣ୍ଣ ଭାବେ ପାଳିତ*_ତ୍ୟାଗ ଓ ବଳିଦାନର ପବିତ୍ର ପର୍ବରେ ମାନବତାର ପାଠ_ ଢେଙ୍କାନାଳ (ପ୍ରତିନିଧି): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାର ଅହମଦିୟା ମୁସଲିମ୍ ଜାମେ ମସଜିଦରେ ଇଦୁଲ୍-ଅଜ୍ହା ପବିତ୍ର ପର୍ବଟି ଉତ୍ସବମୟ ପରିବେଶରେ ଉଲ୍ଲାସପୂର୍ଣ୍ଣ ଭାବେ ପାଳିତ ହୋଇଗଲା। ଏହି ପର୍ବ ତ୍ୟାଗ, ଆତ୍ମସମର୍ପଣ ଓ ମାନବସେବାର ଅମୂଳ୍ୟ ଶିକ୍ଷା ଦେଉଥାଏ।ଅବସରଟିରେ ମୌଲବୀ ମୁଜାଫର ଖାଁ ଇଦ୍ ନମାଜ ପାଠ କରାଇଥିଲେ ଓ ଧର୍ମିକ ଉପଦେଶ ଦେଇ ଇଦ୍-ଅଜ୍ହାର ଗଭୀର ଅର୍ଥ ଉପରେ ଆଲୋକପାତ…
-
ଆଜି ସୁଦଶା ଵ୍ର ବ୍ରତ
।। ସୁଦଶାବ୍ରତ ଏବଂ ଦଶ ଗଣ୍ଠି।। ଢେଙ୍କାନାଳ-ତାପସଦାସ ସାଧାରଣତଃ କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସଧବା ନାରୀମାନେ ମା’ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ଯରେ ସୁଦଶାବ୍ରତ ଯଥା ବିଧି ପାଳନ କରିଥାନ୍ତି। ଥରେ ବ୍ରତ ଆରମ୍ଭ କରିବା ପରେ ଚଉଦ ( ୧୪ ) ବର୍ଷ ପର୍ଯ୍ଯନ୍ତ ଏହା ପାଳନ କରିବାକୁ ପଡିଥାଏ। କେବଳ ନୂତନ ବ୍ରତୀ ( ନବ ବିବାହିତ କୂଳବଧୂ ) ମାନେ କାଳ ଶୁଦ୍ଧି ( ପଞ୍ଜିକା ଗଣନାନୁସାରେ…
-
ସରକାରୀ ଜମି ଯଥା ଗୋଚର, ପାହାଡ଼ କିସମ ଜମିକୁ ନିଜ ରେକର୍ଡ ଭୁକ୍ତରୁ ଉଛେଦ ଆକୁ ଦେଖି ଆପ୍ପ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଚେତାବନୀ କଲା ଢେଙ୍କାନାଳ ଆପ୍ପ
ସରକାରୀ ଜମି ଯଥା ଗୋଚର, ପାହାଡ଼ କିସମ ଜମିକୁ ନିଜ ରେକର୍ଡଭୁକ୍ତରୁ ଉଛେଦ ଏବଂ ଭବିଷ୍ୟତରେ ଏପରି ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆପ୍ ର ଦାବିପତ୍ର ଢେଙ୍କାନାଳ : ଜିଲ୍ଲାର ଅନେକ ସରକାରୀ ଜମି ଯଥା ପାହାଡ଼, ପର୍ବତ, ଗୋଚର, ସ୍ମଶାନ କିସମ ଜମିକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଦୀର୍ଘ ଦିନରୁ ଜବରଦଖଲ କରି ଆସୁଛନ୍ତି ଏବଂ ପରେ ସରକାରୀ କର୍ମଚାରୀମାନଙ୍କୁ ହାତ କରି /ଚାନ୍ଦା ଦେଇ ନିଜ ନାମରେ ରେକର୍ଡ କରୁଛନ୍ତି । ଏପରି ଜମି ଯାଗା…
-
ଗଁଦିଆ ପ୍ରେସ କ୍ଲବ ତରଫରୁ ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଜରିଆରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି
“ବଲାଙ୍ଗୀରରେ ସାମ୍ବାଦିକଙ୍କ ଗୋଡ-ହାତ ବାନ୍ଧି ମାଡ଼ ମାରିବା ଘଟଣା ମାନବତା ଉପରେ ଆଘାତ । ଏହି ଅମାନୁଷିକ ଆକ୍ରମଣକୁ ଢେଙ୍କାନାଳ ଜିଲ୍ଲା ଗଂଦିଆ ପ୍ରେସ୍ କ୍ଲବ୍ ତରଫରୁ ଗଂଦିଆ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ ଦୃଢ଼ ନିନ୍ଦା କରିବା ସହିତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦେଶକଙ୍କୁ ଦାବୀ ପତ୍ର ଦେଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।ସାମ୍ବାଦିକ ସୁରକ୍ଷା ହେଉ ଗଣତନ୍ତ୍ରର ମୂଳ ଶକ୍ତି…
-
କୋତମ ନିକଟରୁ ବନ୍ଧୁକ ସହ ବ୍ରାଉନ ସୁଗାର ବେପାରୀ ୨ ଗିରଫ
କୋତ୍ତମ ନିକଟରୁ ବ୍ରାଉନ ସୁଗାର ଜବତ ସହିତ ବନ୍ଧୁକ ଜବତ,୨ ଗିରଫ ।ଢେ଼ଙ୍କାନାଳ ସଦର : ବ୍ରାଉନ ସୁଗାର କାରବାରରେ ସଂପୃକ୍ତି ଥିବା ୨ ଯୁବକଙ୍କୁ ଢେଙ୍କାନାଳ ସଦର ପୁଲିସ ଗିରଫ କରିଛି । ସୂଚନାରୁ ଜଣାଯାଇଛି ଯେ ପାଟ୍ରୋଲିଂ କରୁଥିବା ସମୟରେ ବାଇକ OD06D4527 ରେ ୨ଯୁବକ କୋତ୍ତମ ରାସ୍ତାରେ ପୁଲିସକୁ ଦେଖି ଖସି ଯିବାକୁ ଚେଷ୍ଠା କରୁଥିଲେ । ପୁଲିସ ୨ଜଣଙ୍କୁ ଅଟକ ରଖିବା ସହ ଓଡ଼ାପଡ଼ା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ…
-
ଆଗ ଗୁଳି ମାଡ଼ ପଛରେ ପଥର ରେ ଛେଚି ହତ୍ୟା
ଗୁଳିରେ ମଲାନି ପଥର ରେ ଛେଚି ହତ୍ୟା ଢେଙ୍କାନାଳସଦରବୀଭତ୍ସ,ଅମାନୁଷିକ,ବର୍ବର କାଣ୍ଡ । ଯାହା କହିଲେ ବି କମ୍ ହେବ । ଢେଙ୍କାନାଳରେ ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ ।ଶୁଣିଲେନି ସ୍ତ୍ରୀର କାକୁତିମୀନତି,ଗୁହାରି । ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ଗୁଳି ମାରିଲେ । ମୃତ୍ୟୁ ନ ହେବାରୁ ଗୋଡାଇ ଗୋଡାଇ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ରବିବାର ବିଳମ୍ବିତ ରାତିରେ କାରିଗର ସାହିରେ ଛାତିଥରା ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ।ରବିବାର ରାତି ପ୍ରାୟ…
-
ଅlତିଣ୍ଡା ଉପରବିଦ୍ୟାଳୟ ରେ ହେଉ ଉଚ୍ଚ ବିଦ୍ୟlଳୟ ସରକାର କର ସମାଧାନ
ଅlତିଣ୍ଡା ଉପ୍ରା ବିଦ୍ୟାଳୟ ରେ ହେଉ ଉଚ୍ଚ ବିଦ୍ୟାଳୟ ସରକାର କର ସମାଧାନ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ର ଅlତିଣ୍ଡା ଗ୍ରାମରେ ଥିବା ଉପ୍ରା ବିଦ୍ୟାଳୟ ର ଫୁଣି ଜମୁଛି ଗ୍ରାମରେ ହେଉ ଉଚ୍ଚ ବିଦ୍ୟାଳୟ ଏହି ଗ୍ରାମରେ ଥିଲା ଆଗରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା ତାହା ଏବେ ହେଉ ମହୋନ ସରକାର ଉଚ୍ଚ ବିଦ୍ୟାଳୟ ସରକାର ର ହେବ ଜୟ ଗ୍ରାମବାସୀଙ୍କ ଧାରଣା ଆଗକୁ ଜାରି ରଖାଯିବ ବୋଲି…