Category: new odia odisha
-
ସୋମ୍ୟ କହିଲେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ
ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ .. ସୌମ୍ୟଙ୍କୁ ପଦରୁ ହଟାଇବା ଉପରେ ସନ୍ଦେହ | ଆଗରୁ କାରଣ ଦର୍ଶାଅ ମାଗି, କାର୍ଯ୍ୟାନୁଷ୍ଠାନ ହେଉଥିଲା | ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ | ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ | ମୋଟାମୋଟି ରାଜନୈତିକ ପରିସ୍ଥିତି ଭଲ ନାହିଁ | ଏମିତ କେତେ ଅଘଟଣା ଆଗକୁ ଘଟିପାରେ… !ସୋମ୍ୟ
-
ଭୁବନରେ ସମ୍ବାଦ ପରିବାର ପକ୍ଷରୁ ୩୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଯୋଗିତାଙ୍କୁ ପୁରସ୍କାର ବିତରଣ କଲେ thegold ପରିବାର ମୁରବି ବାସନ୍ତୀ ଦେବି
ସମ୍ବାଦ ପରିବାର ପକ୍ଷରୁ ୩୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କଲେ The Gold ପରିବାର ମୁରବି ବାସନ୍ତୀ ଦେବୀଭୁବନ ବ୍ଲକ —ପରୀକ୍ଷା କେନ୍ଦ୍ରର ନାମ,-ବାଜିରାଉତ ସ୍ମୃତି ବିଦ୍ୟାଳୟ ଚିତ୍ରାଙ୍କନ –ପ୍ରଥମ ସାଇ ସମର୍ପିତା ବେହେରା ସରସ୍ବତୀ ଶିଶୁ ମନ୍ଦିର ଭୁବନ ଦ୍ୱିତୀୟ -ମନଦୀପ ବେହେରା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭୁବନ ତୃତୀୟ -ବର୍ଷା ପ୍ରିୟଦର୍ଶନୀ ସାହୁ ସରସ୍ବତୀ ଶିଶୁ ମନ୍ଦିର ଭୁବନ ଓଡ଼ିଆ ହସ୍ତାକ୍ଷର- ପ୍ରଥମ – ଆଦ୍ୟାଶା ବେହେରା…
-
ଥିଙ୍କର୍ଷଫୋରମ ର ୨ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ ଯୋଗ ଦେଲେ ସମସ୍ତ କର୍ମଚାରୀ
ଢେଙ୍କାନାଳ ଥିଙ୍କର୍ସ ଫୋରମର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ. ଅଦ୍ୟ ତା.11.09.2023 ରିଖ ପୂର୍ବାହ୍ନ 11.30 ସମୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ମୁଖ୍ୟ ଅତିଥି DA ଶକୁନ୍ତଳା ବଳିୟାରସିଂ ଏବଂ ମୁଖ୍ୟ ବକ୍ତା. ପ୍ରଫେସର ମନୋରଞ୍ଜନ ମହାନ୍ତି ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇ ଯାଇଛି.ଉକ୍ତ ଉତ୍ସବରେ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଏବଂ ଚରୈବେତୀ ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ମଞ୍ଚାସିନ ଥିଲେ|ଉଦଘାଟନୀ…
-
ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଣ୍ଡର ବିବିଧ କ୍ଷେତ୍ରକୁ ନେଇ କରମୁଳ ପଞ୍ଚାୟତର ଗଣେଶ ଖୋଲା ସ୍ଥିତ ଆଶ୍ରମ ପ୍ରାଙ୍ଗଣରେ ଖଣ୍ଡର ବିଭିନ୍ନ ହିନ୍ଦୁ ସଂଗଠନ ସହ ଜଡିତ ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି, ଏହି ବୈଠକରେ ସଂଘର ଅଶୋକ ଭାଇ ଓ ସବ୍ୟସାଚୀ ଭାଇ ତଥା ବିଶ୍ୱ ହିନ୍ଦୁ ପରିଷଦର ବାବା ବସିଷ୍ଠ ଦାସ ମହାରାଜ ନେତୃତ୍ୱ ନେଇ ସଭାକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଥିଲେ…
ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଣ୍ଡର ବିବିଧ କ୍ଷେତ୍ରକୁ ନେଇ କରମୁଳ ପଞ୍ଚାୟତର ଗଣେଶ ଖୋଲା ସ୍ଥିତ ଆଶ୍ରମ ପ୍ରାଙ୍ଗଣରେ ଖଣ୍ଡର ବିଭିନ୍ନ ହିନ୍ଦୁ ସଂଗଠନ ସହ ଜଡିତ ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି, ଏହି ବୈଠକରେ ସଂଘର ଅଶୋକ ଭାଇ ଓ ସବ୍ୟସାଚୀ ଭାଇ ତଥା ବିଶ୍ୱ ହିନ୍ଦୁ ପରିଷଦର ବାବା ବସିଷ୍ଠ ଦାସ ମହାରାଜ ନେତୃତ୍ୱ ନେଇ ସଭାକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଥିଲେ…
-
ସଂଘର୍ଷ କରୁଛି ଢେଙ୍କାନାଳ ରେ ଆପ୍ପ
ଆମ୍ ଅଦମୀ ପାର୍ଟି ରାଜ୍ୟ ସଭାପତିଙ୍କ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ତିନି ଦିନିଆ ଗସ୍ତ ଶେଷ ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଢ଼େଙ୍କାନାଳ ସଦର…
-
ମୋ ଢେଙ୍କାନାଳ ପରିବାର ତରଫରୁ ଗଁଦିଆ ବ୍ଲକସ୍ତରୀୟ (ମୋ ପ୍ରତିଭା ମୋ ପରିଚୟ )ପ୍ରତିଯୋଗିତା ଅନୁଷ୍ଠିତ
ଗଁଦିଆ ବ୍ଲକରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ। ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।। ତା ୮.୯.୨୦୨୩ରିଖ…
-
ଢେଙ୍କାନାଳ ରେ ଥିଙ୍କର୍ଷଫୋରମ ର ଦୁଇଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ
ଢେଙ୍କାନାଳ ଥିଙ୍କର୍ସ ଫୋରମର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ. ଅଦ୍ୟ ତା.09.09.2023 ରିଖ ପୂର୍ବାହ୍ନ 11.30 ସମୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ମୁଖ୍ୟ ଅତିଥି DA ଶକୁନ୍ତଳା ବଳିୟାରସିଂ ଏବଂ ମୁଖ୍ୟ ବକ୍ତା. ପ୍ରଫେସର ମନୋରଞ୍ଜନ ମହାନ୍ତି ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇ ଯାଇଛି.ଉକ୍ତ ଉତ୍ସବରେ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଏବଂ ଚରୈବେତୀ ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ମଞ୍ଚାସିନ ଥିଲେ|ଉଦଘାଟନୀ…
-
ଖଣ୍ଡିଆବନ୍ଦ ଗାଁରେ ତାଲା ଭାଙ୍ଗି ଦଶରୁ କୋଡିଏ ହଜାର ଟଙ୍କାର ସାମଗ୍ରୀ ଚୋରି
ଢେଙ୍କାନାଳ ସଦର ବ୍ଲକ ଖଣ୍ଡିଆ ବନ୍ଧ ଗାଁରେ ଦୋକାନ ଚୋରି ଗ୍ରାମର ନାମ ଖଣ୍ଡିଆବନ୍ଦ ନାମ -ସମୀରଚନ୍ଦ୍ର ରାଉତ ଙ୍କ ଦୋକାନ ରୁ ପୁରା ଦୋକାନ ଖାଲି ହୋଇଥିବା ସୂଚନା ମିଳିଛି, ଏହି ଭଳି ଚୋରି ହୋଇଛି ସଦର ବ୍ଲକ ତିଳପଦା ସ୍ଥିତ ଖଣ୍ଡିଆ ବନ୍ଦ ଗାଁରେ ଘଟିଛି ଏହି ଘଟଣା ରାତି 1.40ରେ ତାଙ୍କ ଘର ତାଲା ପକେଇ ତାଙ୍କ ଦୋକାନ ରୁ ଜିନିଷ ଖାଲି ହୋଇଯାଇଥିବା ସୂଚନାତେବେ ସଦର ବ୍ଲକ ରେ ଦୈନିକ ଚାଲୁଛି…
-
ଢେଙ୍କାନାଳ ରେ ଦୌଡ଼ି କି ଆମ ଆଦମୀ ପାର୍ଟିତରଫରୁ ଜୋରଜବରଦସ୍ତ କରୁଛି ଆଲୋଚନା
ଢେଙ୍କାନାଳ ରେ ଗତ କାଲି ହୋଇଥିବା ଟାଉନହଲ ଠାରେ ଆପ୍ପ ଯୋରଦାର ବୈଠକ ସଭା ଅନୁଷ୍ଠିତ, ଢେଙ୍କାନାଳ ଜିଲ୍ଲାର ସଦର ବିଧାନସଭା କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ତ୍ୱରେ ସକାଳ ପ୍ରାୟ ୧୧:୦୦ଟାରେ ଆରମ୍ଭ ହୋଇ ସନ୍ଧ୍ଯା ୦୪:୦୦ ସମୟରେ ସମ୍ପାଦିତ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗ ଦେଇ ସଭାପତିତ୍ବ କରିଥିଲେ ଏବଂ ସଦର ବିଧାନସଭା ଅଧୀନରେ ଥିବା ସଦର ବ୍ଲକ, ଗଁଦିଆ ବ୍ଲକ…
-
ନୂଆଁଖାଇ ପାଇଁ ବାହାରିଲା ଲଗ୍ନ; ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନଲାଗି
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା <ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ବିଛା ଲଗ୍ନରେ ସକାଳରୁ ୧୦ଟା ୨୭ ଲଗ୍ନରେ ସକାଳ ୧୦ଟା୪୨ ଟ ମଧ୍ୟରେ ଶୁଭ ଲଗ୍ନ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ…