Category: new odia odisha
-
ନବୀନ ବାସଭବନ ରେ ଯୋରଦାର ଆଲୋଚନା ଚଲେଛନ୍ତି ମୁଖ୍ୟମନ୍ତ୍ରୀ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସରକାରୀ ମୁଖ୍ୟସଚେତକଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଓ ବରିଷ୍ଠ ମନ୍ତ୍ରୀ, ବିଧାୟକ ଉପସ୍ଥିତ ଥିଲେ ||ଏହାକୁ ଦମଦାର ଲଢେଇ ପାଇଁ ତଦାରଖ ଜାରି ରଖୁଛି ବିଜେଡି
-
ଢେଙ୍କାନାଳ ରେ ବିଜେପି ଗଢୁଛି ମୋ ମାଟି ମୋଦେଶ
ପରଜଙ୍ଗ ବିଧାନସଭା ଅନ୍ତର୍ଗତ କଙ୍କଡ଼ାହାଡ଼ ଅଂଚଳର ବାଟଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ”ମୋ ମାଟି ମୋ ଦେଶ ” କାର୍ଯ୍ୟକ୍ରମରେ ସାମିଲ୍ ହେଲେ ବହୁ ପୁରାତନ ବିଜେପି 🙏🙏
-
ଜୀବନ ର ଦ୍ଵିତୀୟ ଗୁରୁ
2-ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀମୋ ଛାତ୍ର ଜୀବନର ଦ୍ଵିତୀୟ ଗୁରୁ ଢେଙ୍କାନାଳ ରାଧାଦେଇପୁର ଗ୍ରାମର ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀ |ବୁଢାସାର (ସ୍ବର୍ଗତ ରସାନନ୍ଦ କବି ଶତପଥୀ )ଙ୍କ ଗାଁ ପାଖର ସେତେବେଳର ଜଣେ ସୁନ୍ଦର ସୋମ୍ୟକାନ୍ତ ଯୁବକ |ଗୋଲ ମୁହଁକୁ କଳା ମଚମଚ ସୁନ୍ଦର ନିଶ ସହ ମନଖୋଲା ହସ ତାଙ୍କର ପରିଚୟ |ଶ୍ରୀଯୁକ୍ତ ଷଡ଼ଙ୍ଗୀ ସାର ଆମକୁ ମୁଖ୍ୟତଃ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଗଣିତ, ଇଂରାଜୀ ପଢ଼ାନ୍ତି |ସରୋଜ ସାର ଭାରି ମେଳାପୀ…
-
ଢେଙ୍କାନାଳବିଯୁଜନତା ଦଳ ର କର୍ମୀ ଜିଲ୍ଲା ବିଜୁ ମହିଳା କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ ଙ୍କୁ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟ ଭାବେ ନିଯୁକ୍ତି !
ଢେଙ୍କାନାଳ ଜିଲ୍ଲା ବିଜୁଜନତାଦଳ ର ବିଜୁ ମହିଳା କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ ଙ୍କୁ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟ ଭାବେ ନିଯୁକ୍ତି !ଆମ ଅଞ୍ଚଳର ଜଣେ ଉଦୀୟମାନ ନାରୀ ନେତ୍ରୀ ଭାବେ ଗତ ଦେଢ଼ ଦଶନ୍ଧି ଧରି ରାଜନୀତିରେ ଥାଇ ଜନସେବାରେ ବ୍ରତୀ ଥିବା ତଥା ଆମ ଅଞ୍ଚଳର ସମସ୍ୟା ସହିତ ଓତଃପ୍ରୋତଭାବେ ଜଡ଼ିତ ରହି ସମସ୍ୟାର ସମାଧାନ ପାଇଁ ତତ୍ପର ଥିବା ଜଣେ ଉଚ୍ଚାକାକ୍ଷୀଂ ମହିଳା “ରୁବି ବିଶ୍ୱାଳ “ଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ…
-
ଶ୍ରୀ ଶ୍ରୀ ଭଗବତ ଜୀଉ ଢେଙ୍କାନାଳ ସହର ର ରଗଡି ସାହିରେ ଜନ୍ମାଷ୍ଟମୀ ଯୋଗଦେଲେ ବିଧାୟକ ସୁଧୀର କୁମାର ସାମଲ
ଢେଙ୍କାନାଳ ସହରର ୧୫ ନମ୍ବର ୱାର୍ଡ ସ୍ଥିତ ରଗଡ଼ି ସାହିରଶ୍ରୀ ଶ୍ରୀ ଭଗବତ ଜୀଉ ସମ୍ମୁଖରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ।#sudhirkumarsamal #dhenkanal #odisha
-
ସନାତନ ଧର୍ମ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟର ଉପଯୁକ୍ତ ପ୍ରତିକ୍ରିୟା ଦରକାର। ନୂତନ ସଂସଦ ଭବନ ଉଦ୍ଘାଟନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ନ ଦିଆଯିବା ସନାତନ ଧର୍ମର ଧର୍ମାବଲମ୍ବୀଙ୍କ ଭେଦଭାବର ଉଦାହରଣ ବୋଲି ଉଦୟନିଧି ଷ୍ଟାଲିନ୍ କହିଥିଲେ।
ଡିଏମକେ ନେତାଙ୍କ ‘ସନାତନ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦୀମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ମନ୍ତ୍ରୀ ଉଦୟନିଧି ସନାତନ ଧର୍ମ ଏକ ରୋଗ ସଦୃଶ ଏବଂ ଏହାକୁ ଉଚ୍ଛେଦ କରାଯିବା ଉଚିତ ବୋଲି ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ମନ୍ତବ୍ୟ ପାଇଁ ଯେକୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ସେ ବାରମ୍ବାର କହିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାମିଲନାଡୁ ରାଜ୍ୟପାଳଙ୍କ ଅନୁମୋଦନ…
-
ବିଜେପି ପକ୍ଷରୁ ଭୁବନ ବ୍ଲକ ନୀଳକଣ୍ଠପୁର ରେ ମାଟି ସଂଗ୍ରହ
ଭୁବନ ବ୍ଲକ ନୀଳକଣ୍ଠପୁର ର ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯାଇଛି । ରାଜ୍ୟ ପରିଷଦ ସଦସ୍ୟ ଶତ୍ରୁଘ୍ନ ଜେନା ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି ନେତା ଙ୍କ ଉପସ୍ଥିତରେ ଗାଁ ର ସମସ୍ତ ପରିବାର ରୁ ମାଟି ସଂଗ୍ରହ କରାଯାଇଛି । #dhenkanalupdate
-
୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର : ସଂପ୍ରତି ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ପ୍ରଭାବରେ ରାଜ୍ୟରେ ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଛି। ଫଳ ସ୍ୱରୂପ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ…
-
ସମ୍ଭିଧାନ’INDIA’କୁ ହଟାଇବା ପାଇଁ ସଂସଦ ର ସ୍ୱତନ୍ତ୍ର ଅଧିବେଶନ ରେ ସରକାର ବିଲ ଉପସ୍ଥାପନ କରିପାରନ୍ତି :ସୂତ୍ର
ସମ୍ବିଧାନରୁ ‘India’କୁ ହଟାଇବା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ବିଲ ଉପସ୍ଥାପନ କରିପାରନ୍ତି: ସୂତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଲୋକଙ୍କୁ ‘ଦାସତ୍ୱ ମାନସିକତା’ରୁ ମୁକ୍ତ କରିବାକୁ ଗୁରୁତ୍ୱାରୋପ କରୁଛନ୍ତି । ଏଥିସହିତ ‘ଅମୃତ କାଳ’ ସମୟର ଏହି ମାନସିକତା ସହ ଜଡ଼ିତ କୌଣସି ଉପାଦାନ ‘ଇଣ୍ଡିଆ’ ଶବ୍ଦକୁ ସମ୍ବିଧାନରୁ ହଟାଇବାକୁ ଯୋଜନା କରୁଛନ୍ତି । ଏନେଇ କେନ୍ଦ୍ର ସରକାର ଏକ ବିଲ ଆଣିବାକୁ ପ୍ରସ୍ତୁତ ହେଉଥିବା ଏକ ସୂତ୍ରରୁ ଜଣାପଡ଼ିଛି…
-
ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟlଳୟରେ ଗୁରୁଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନ ର ଛାତ୍ର ଶିକ୍ଷକ ସମ୍ମିଳନୀ
ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୩ ଅନୁଷ୍ଠିତ ଢେଙ୍କାନାଳ: ତା.୦୫.୦୯.୨୦୨୩ରିଖ: ( )ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ଗୁରୁ ଦିବସ ନିରାଡ଼ମ୍ବର ଭାବେ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୩ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ…