Category: new odia odisha
-
ଢେଙ୍କାନାଳ ରେ ଚାଷୀଙ୍କ ଦୁଦ୍ଧସା ଦୂର କରିବାରେ ରାଜ୍ୟ ସରକାର ଙ୍କ ଅପାରଗତା ଅତ୍ୟନ୍ତ ନିରାଶଜନକ
ଢେଙ୍କାନାଳରେ ଚାଷୀଙ୍କ ଦୁର୍ଦ୍ଦଶା ଦୂର କରିବାରେ ରାଜ୍ୟ ସରକାରଙ୍କ ଅପାରଗତା ଅତ୍ୟନ୍ତ ନିରାଶାଜନକ ! କୃଷକ ମାନେ ସଦାବେଳେ ସେମାନଙ୍କର ଯଥାର୍ଥ ସ୍ୱୀକୃତି ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକର ଲାଭ ପାଇବା ପାଇଁ ନିରନ୍ତର ସଂଗ୍ରାମ ଚଲେଇ ଥିବା ବେଳେ ଏହି ନପୁଂସକ ରାଜ୍ୟ ସରକାରଙ୍କ ଦ୍ଵାରା କୃଷକ କେନ୍ଦ୍ରିତ ଯୋଜନା ଗୁଡିକ ତାଙ୍କ ହିତ ଓ କଲ୍ୟାଣ ପରିବର୍ତ୍ତେ ଅମଲାତାନ୍ତ୍ରିକ ଲାଲ୍ ଟେପ୍ ଅଥବା ନିର୍ବାଚନ ପ୍ରହସନ ଭଳି ପ୍ରତିତ ହଉଛି । ରାଜ୍ୟ ସରକାର ଜାରି…
-
ଆଜିର ରାଶିଫଳ
ମେଷ: କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ବାସ ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବେପାର ଦିଗୁଣା ବଢ଼ିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ।ଧନୁ: ବ୍ୟାବସାୟିକ କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ମିଶିବେ। ବନ୍ଧୁ ସହିତ ଦିନଟି ମଉଜ ମସ୍ତିରେ କଟିବ। ସନ୍ତାନ ଆପଣଙ୍କୁ ଭଲ ଖବର ଶୁଣାଇବେ। ଘରେ ସୁଖ ଶାନ୍ତି ବଜାୟ ରହିବ।ଧନୁ: ବ୍ୟାବସାୟିକ କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ମିଶିବେ। ବନ୍ଧୁ ସହିତ ଦିନଟି ମଉଜ ମସ୍ତିରେ କଟିବ। ସନ୍ତାନ ଆପଣଙ୍କୁ ଭଲ…
-
#ଶ୍ରୀ_ସିଦ୍ଧ_ବଳରାମଜୀଉଙ୍କ ଜନ୍ମ ଦିବସ ଉପଲକ୍ଷେ #ଢେଙ୍କାନାଳ ଜିଲ୍ଲାର #ଅରକ୍ଷୀ_ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସହିତ #ବଳରାମ_ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା ହୋଇଥିଲା । ଏବଂ ମନ୍ଦିର ସମ୍ମୁଖରେ #ଭବାନୀ_ମ୍ୟୁଜିକ (ଅବନୀ ମିଶ୍ର) ତରଫରୁ ହୋଇଥିବା #ଭଜନ_ସମାରୋହରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ରଙ୍କ ସହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲି।
#ଶ୍ରୀ_ସିଦ୍ଧ_ବଳରାମଜୀଉଙ୍କ ଜନ୍ମ ଦିବସ ଉପଲକ୍ଷେ #ଢେଙ୍କାନାଳ ଜିଲ୍ଲାର #ଅରକ୍ଷୀ_ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସହିତ #ବଳରାମ_ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା ହୋଇଥିଲା । ଏବଂ ମନ୍ଦିର ସମ୍ମୁଖରେ #ଭବାନୀ_ମ୍ୟୁଜିକ (ଅବନୀ ମିଶ୍ର) ତରଫରୁ ହୋଇଥିବା #ଭଜନ_ସମାରୋହରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ରଙ୍କ ସହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲି।
-
ଢ଼େଙ୍କାନାଳ ଜିଲାପାଳଙ୍କ ସହଯୋଗ! Barmhମପୁର ଦୁର୍ଗାମଣ୍ଡପ ପ୍ରାଙ୍ଗଣ ହେଲା କଂକ୍ରିଟ
ନିଳଗିରି : ନୀଳଗିରି ବ୍ଲକ ଅଧୀନ ବରହମପୁର ବଜାର ମଧ୍ୟସ୍ଥ ଦୁର୍ଗାମଣ୍ଡପ ସମ୍ମୁଖସ୍ଥ ପ୍ରାଙ୍ଗଣଟି ଶେଷରେ କଂକ୍ରିଟ ଢଳେଇ ହୋଇ ରୂପାନ୍ତରିତ ହୋଇଛି ବର୍ତ୍ତମାନର ଢେଙ୍କାନାଳ ଜିଲାପାଳ ତଥା ନୀଳଗିରି ବ୍ଲକ ତେନ୍ତୁଳିଆ ଗ୍ରାମର ପୁଅ ସରୋଜ ସେଠୀଙ୍କ ପ୍ରଚେଷ୍ଟା ଓ ଅନୁରୋଧରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତ ମେ ମାସ ୭ତାରିଖରେ ଉପସ୍ଥିତ ରହି ସମଗ୍ର ପ୍ରାଙ୍ଗଣକୁ କଂକ୍ରିଟ ଢଲେଇ କରିବା ପାଇଁ ଶିଳାନ୍ୟାସ କରିଥିଲେ । ଏବେ କିଛିଦିନ…
-
କଏଦି ଙ୍କ ଗୋଡ଼ ରେ ଲାଗିବଜିପିଏସ କ୍ୟାମେରା
ଭୁବନେଶ୍ୱର ; କଏଦୀଙ୍କୁ ବଡ ଆସ୍ୱସ୍ତି । ଏଣିକି ବେଫିକ୍ରି ପାରିବେ ବୁଲି । ଆଉ ଚାରିକାନ୍ଥ ମଧ୍ୟରେ ବନ୍ଦ ହୋଇ ନରହି ନିଜ ଘରକୁ ଯାଇପାରିବେ ବିଚାରଧୀନ କଏଦୀ । ଜେଲରୁ କଏଦୀଙ୍କ ବୋଝ କମାଇବା ସହ ବର୍ଷ ବର୍ଷ ଧରି ଚାଲୁଥିବା କେସରେ ଥିବା ବିଚାରଧିନ କଏଦୀଙ୍କ ବିଳମ୍ବିତ ନ୍ୟାୟ ପକ୍ରିୟା ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ବିଚାରାଧୀନ କଏଦୀଙ୍କ ଦେହରେ ଜିପିଏସ୍ ଲଗାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି…
-
ନବୀନନନ୍ଦ କହିଲେ
ଢେ଼ଙ୍କାନାଳ ର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ପଦେ………..ବନ୍ଧୁଗଣଆପଣ ମାନେ ସମସ୍ତେ ଜାଣନ୍ତି ସମ୍ପ୍ରତି ଢେ଼ଙ୍କାନାଳ ମହିସାପାଟ ଠାରେ ୧୫ବର୍ଷ ଧରି ପ୍ରସ୍ତାବିତ ମଡେଲ ବସଷ୍ଟାଣ୍ଡ ଯାହାକୁ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ସେହି ଜାଗା କୁ ଜିଲ୍ଲା ପ୍ରଶାସନ ଅନ୍ୟ ଉଦେଶ୍ୟ ରେ ଲିଜ ଦେବା ନିତ୍ୟାନ୍ତ ଦୁଃଖ ର ବିଷୟ। ସେହି ଜାଗା ରେ ପ୍ରତିବର୍ଷ ପଲ୍ଲୀଶ୍ରୀ ମେଳା ହୋଇ ଆସୁଥିଲା ।ଢେ଼ଙ୍କାନାଳ ର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା କୁ…
-
ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟ ଙ୍କ ବାସଭବନ କୁ ଯାଇଶେଷ ଦର୍ଶନ କଲେ ଧମେନ୍ଦ୍ର ପ୍ରଧାନ
ଆମ ଦଳର ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟଙ୍କ କଟକ ସ୍ଥିତ ବାସଭଭନକୁ ଯାଇ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି । ଓଁ ଶାନ୍ତି
-
ଢେଙ୍କାନାଳ ସହର ରେ ୯ ତାଲା ମେଡିକାଲ ନାହିଁ ବେଡ଼ କୁଆଡେ ଗଲେ ସରକାର
ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବେଡ୍ ଅଭାବ କାରଣରୁ ଅନେକ ରୋଗୀ ତଳେ ପଡ଼ି ରହିଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଅଧିକ ରୁ ଅଧିକ ବେଡ୍ ଯୋଗାଇଦେବାକୁ ମୋର ଦାବି । ବିଶ୍ୱସ୍ତରୀୟ ସେବା କଥା କହୁଥିବା ନିର୍ଲଜ ଗୁଡ଼ାକ ଭଲଭାବେ ଏ ଦୃଶ୍ୟ ଦେଖନ୍ତୁ। ସେମାନଙ୍କୁ ମୋର ପ୍ରଶ୍ନ ଏହା କ’ଣ ବିଶ୍ୱସ୍ତରୀୟ ସେବା କିରେ ନିର୍ଲଜ??? ଉତ୍ତର ଦିଅ । ରିପୋର୍ଟ ହିନ୍ଦୋଳରୁ new ଓଡ଼ିଆ odisha
-
୧୯ ମେ ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ରିଜର୍ଭ ବ୍ୟାଙ୍କ କହିଛି ଯେ, ୨୦୦୦ ଟଙ୍କା ନୋଟକୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ ପଡିବ । ଅବଶ୍ୟ ଏହାରି ମଧ୍ୟରେ ୨୦୦୦ ଟଙ୍କା ନୋଟକୁ ଚାଲୁ ରଖାଯିବ । କୌଣସି ଦୋକାନୀ କିମ୍ବା ଅନ୍ୟ କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ ।ରିଜର୍ଭ ବ୍ୟାଙ୍କ ଦ୍ୱାରା ସେୟାର ହୋଇଥିବା ତଥ୍ୟ ଅନୁଯାୟୀ, ବ୍ୟାଙ୍କଗୁଡିକରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ୨୦ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ହୋଇଥିବା ୨୦୦୦ ନୋଟର ମୋଟ ମୂଲ୍ୟ ୩.୩୨ ଲକ୍ଷ କୋଟି ଟଙ୍କା ଥିଲା । ଏହାର ଅର୍ଥ ହେଉଛି, ୩୧ ଅଗଷ୍ଟ ୨୦୨୩ ରେ କେବଳ ୦.୨୪ ଲକ୍ଷ କୋଟି ଟଙ୍କାର ୨,୦୦୦ ଟଙ୍କାର ନୋଟ୍ ପ୍ରଚଳନ ହୋଇଥିଲା, ଯାହା ସମୁଦାୟ ୨୦୦୦ ନୋଟର ୭ ପ୍ରତିଶତ ।
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଏକ ବଡ ଅପଡେଟ ଜାରି କରିଛି । ନୂଆ ତଥ୍ୟ ଅନୁଯାୟୀ, ୨୦୦୦ ଟଙ୍କା ନୋଟର ମୋଟ ୯୩ ପ୍ରତିଶତ ବ୍ୟାଙ୍କକୁ ଫେରସ୍ତ କରାଯାଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ବଜାରରେ କେବଳ ୭ ପ୍ରତିଶତ ଅଂଶ ଉପଲବ୍ଧ ରହିଛି ।୧୯ ମେ ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା ।…
-
କରେଣ୍ଟ ଲାଗି କର୍ମଚାରୀ ମୃତ, ଖୁଣ୍ଟରେ ଚଢ଼ି ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ ଅଘଟଣ
ଢ଼େଙ୍କାନାଳ: ବିଦ୍ୟୁତ୍ ଆଘାତରେ ବିଦ୍ୟୁତ କର୍ମଚାରୀ ମୃତ । ଘଟଣା ଘଟିଛି ମୋଟଙ୍ଗା ଥାନା ବିଡୋ ଗ୍ରାମରେ। ମୃତକ ସଦର ଥାନା ମଙ୍ଗଳପୁରର ଗଣେଶ୍ବର ସ୍ବାଇଁ । ସୂଚନା ଅନୁଯାୟୀ, ଅପରାହ୍ନରେ ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କ ବିଦ୍ୟୁତ୍ ସଂଯୋଗ କରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଗଣେଶ୍ବର ଠିକାଦାର ଅଧୀନରେ ବିଦ୍ୟୁତ ଖୁଣ୍ଟରେ ଚଢ଼ି ବିଦ୍ୟୁତ ସଂଯୋଗ କରୁଥିଲେ ।