Category: new odia odisha
-
କଟକ ଜିଲ୍ଲା ଶଙ୍କର ପୁରରେ ନବ ବଧୂର ତଣ୍ଟି ଚିପି ହତ୍ୟା କରିଛନ୍ତି ଶାଶୁଘର ଲୋକ କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ନିଜର ଇଗୋ ପାଇଁ ବାରମ୍ବାର ଜଣେ ବାପା ନିଜର ପୁଞ୍ଜି ସ୍ଵପ୍ନ ଆସା ଭରଷା ରୂପକ କନ୍ୟାକୁ ହରାଇ ବସିଥାଏ ଏଠି ଭୁଲ କାହାର ? ତାହା ଆଜିବି ପ୍ରଶ୍ନବାଚୀ.. !!!!
ଏ ଘଟଣା କଟକ ଜିଲ୍ଲା ଶଙ୍କର ପୁରରେ ନବ ବଧୂର ତଣ୍ଟି ଚିପି ହତ୍ୟା କରିଛନ୍ତି ଶାଶୁଘର ଲୋକ କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ନିଜର ଇଗୋ ପାଇଁ ବାରମ୍ବାର ଜଣେ ବାପା ନିଜର ପୁଞ୍ଜି ସ୍ଵପ୍ନ ଆସା ଭରଷା ରୂପକ କନ୍ୟାକୁ ହରାଇ ବସିଥାଏ ଏଠି ଭୁଲ କାହାର ? ତାହା ଆଜିବି ପ୍ରଶ୍ନବାଚୀ.. !!!!
-
ଭୁବନେଶ୍ୱର ରେ ଟ୍ରେନ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହ୍ୱନ୍ତଶନ୍ତ ଘଟଣା, ପୂର୍ବତଟ ରେଳବାଇ କହିଲା, ଆସନ୍ତା କାଲିଠୁ ସ୍ୱଭାବିକ ହେଵଟ୍ରେନ ଚଳାଚଳ
*ଭୁବନେଶ୍ୱରରେ ଟ୍ରେନ୍ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହନ୍ତସନ୍ତ ଘଟଣା। ପୂର୍ବତଟ ରେଳବାଇ କହିଲା ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ l* *ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ । ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ବହୁ ପ୍ରତିକ୍ଷିତ ତୃତୀୟ ରେଳ ଲାଇନ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ୱାରା ମଂଚେଶ୍ୱର ଓ ଭୁବନେଶ୍ୱର ମଧ୍ୟରେ ଯାଂଚ ପରେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ମିଳିଛି ।…
-
ସୁନା ଦୋକାନୀ ଙ୍କୁ ଗୁଳି କରି ଲୁଟ
*ସୁନା_ଦୋକାନୀଙ୍କୁ_ଗୁଳିକରି_ଲୁଟ୍**-ବାଲିଗୁଡ଼ା: ସୁନା ଦୋକାନୀଙ୍କୁ ଗୁଳିମାଡ଼ କରି ଲୁଟ୍**-ନେହରୁ ଛକରେ ଥିବା ଏକ ସୁନା ଦୋକାନୀଙ୍କୁ ଗୁଳିମାଡ଼**-ଗୁଳିମାଡ଼ କରି ସୁନା ବ୍ୟାଗ୍ ଛଡ଼ାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ**-ବ୍ୟବସାୟୀଙ୍କ କାନ୍ଧରେ ବାଜିଛି ଗୁଳି, ମେଡିକାଲରେ ଭର୍ତ୍ତି*
-
ଚନ୍ଦ୍ର ସେଣlର ଲୁହ
କବିତା….. ଚନ୍ଦ୍ରସେଣାର ଲୁହ ଚାରିଆଡେ ଘୋ ଘୋ ଶଙ୍ଖନାଦକୃଷ୍ଣଙ୍କର ଜୟ ଜୟ କାର ସବୁ ପୌରୁଷକୁଚନ୍ଦ୍ରସେଣାର ଦେହଭିତରେହଜେଇ ଦେବାର ଏକ ଦୀର୍ଘସୁତ୍ରୀ ଯୋଜନାଶିଳାନ୍ୟାସ ହେଇସାରିଛିଆମ ଅଲକ୍ଷ୍ୟରେ ଗୋପଦାଣ୍ଡରୁ ଯମୁନା ଯାଏରାଧାମାନଙ୍କପାଉଁଜିର ନିକ୍ୱଣରୁ ଝରିଯାଉଛିକୃଷ୍ଣ ନାମବାଃ…. ଏମାନେ ବିବୁଝନ୍ତିନି କେତେ ପୀଡାପ୍ରଦଏସବୁଦଗାଦିଆ ପ୍ରେମ ସମସ୍ତେ ଠିଆସମ୍ପର୍କର ମିଛ ପାହାଚରେପବନର ତାଡ଼ନାରେ ଗୋପାଙ୍ଗନା ବିବସ୍ତ୍ରା ପରେ ବିକଦମ୍ବ ଡାଳରେ ଝୁଲୁଛି କୃଷ୍ଣନାମେ ଚରିତ୍ରଟି ଅତି ସନ୍ତର୍ପଣେ କେତେଦିନ ମାୟାର କୁହୁଡିଛାଇଥିବଗୋପପୁର ଦେହର ଭୂଗୋଳେକେତେ ଆଉଲୁଚିବ ଏ କଷଣର ଦାଗକୃଷ୍ଣ ହସ…
-
ଅଗଷ୍ଟ ୩୦ରେ ଆକାଶରେ ଦେଖାଯିବ ବ୍ଲୁ ମୁନ୍
ଅଗଷ୍ଟ ୩୦ ରେ, ଚନ୍ଦ୍ର ପ୍ରତିଦିନ ଅପେକ୍ଷା ଆକାଶରେ ସାମାନ୍ୟ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା ଥିବାରୁ ବ୍ଲୁ ମୁନ୍ ଦୃଶ୍ୟମାନ ହେବ । ପ୍ରଥମ ପୂର୍ଣ୍ଣିମା ୧ ଅଗଷ୍ଟରେ ଏବଂ ଦ୍ୱିତୀୟ ପୂର୍ଣ୍ଣିମା ୩୦ ଅଗଷ୍ଟରେ ହେବ । ଏହି ଜ୍ୟୋତିର୍ବିଜ୍ଞାନ ଘଟଣାକୁ ସମଗ୍ର ବିଶ୍ୱ ଦେଖିବ।ଏହି ଦିନ ଚନ୍ଦ୍ରର ଆକାର ଦୈନିକ ଆକାରଠାରୁ ୧୪ ପ୍ରତିଶତ ଅଧିକ ହେବ । ଏହି ଦୃଶ୍ୟ ପ୍ରତି ୨ କିମ୍ବା…
-
ଆମଆଦମୀ ପାର୍ଟି ପକ୍ଷରୁ ଚନ୍ଦ୍ରlୟନ-୩ ର ସଫଳତା ପାଇଁ ଢେଙ୍କାନାଳ ର ଝିଅ ସୁଶ୍ରୀ ରଶ୍ମି ବେହେରା ଙ୍କୁ ଶୁଭେଚ୍ଛା
ଆପ୍ ପକ୍ଷରୁ ଚନ୍ଦ୍ରାୟନ-୩ ର ସଫଳତା ପାଇଁ ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମି ବେହେରାଙ୍କୁ ଶୁଭେଚ୍ଛା ବାର୍ତ୍ତା ସାରା ବିଶ୍ବରେ ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହି ସଫଳତାରେ ଓଡିଆ ଝିଅ ତଥା ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମୀ ବେହେରାଙ୍କର ଅତୁଳନୀୟ ଅବଦାନ ରହିଛି । ଢେଙ୍କାନାଳ ସ଼ହରର ରାମେଶ୍ୱରପୁରସ୍ଥ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କ କନ୍ଯା ଇସ୍ରୋର ବୈଜ୍ଞାନିକମାନଙ୍କ ମଧ୍ୟରେ ଜଣେ। ଏହି ଅବସରରେ ଆମ୍…
-
ଭାରି ଭୁଲ ହୋଇଗଲା
ଗଳ୍ପ ———————————— (( ଭାରି ଭୁଲ ହୋଇଗଲା )) ସେଦିନ କପିଳାସ ଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠ କାଉଡ଼ିଆ ଭକ୍ତମାନଙ୍କର ପ୍ରବଳ ସମାଗମରେ ଉଛୁଳି ଉଠୁଥିଲା । ହରହର ମହାଦେବ ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥିଲେ ବି ସୁମନ୍ତ ବାବୁ ଟିକିଏ ନିରୋଳାରେ ବସି ଠାକୁରଙ୍କୁ ଧ୍ୟାନ କରିବା ପାଇଁ କୌଣସି ସ୍ଥାନ ନ ପାଇ ଭାରି ବିରକ୍ତି ପ୍ରକାଶ କରୁଥିଲେ । ପିଲାଟି ଦିନରୁ ସେ ଶିବଭକ୍ତ । ଆଜି ଶ୍ରାବଣ ସୋମବାରରେ ପ୍ରଭୁ…
-
ଆପ୍ ପକ୍ଷରୁ ଚନ୍ଦ୍ରାୟନ-୩ ର ସଫଳତା ପାଇଁ ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମି ବେହେରାଙ୍କୁ ଶୁଭେଚ୍ଛା ବାର୍ତ୍ତା ସାରା ବିଶ୍ବରେ ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହି ସଫଳତାରେ ଓଡିଆ ଝିଅ ତଥା ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମୀ ବେହେରାଙ୍କର ଅତୁଳନୀୟ ଅବଦାନ ରହିଛି । ଢେଙ୍କାନାଳ ସ଼ହରର ରାମେଶ୍ୱରପୁରସ୍ଥ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କ କନ୍ଯା ଇସ୍ରୋର ବୈଜ୍ଞାନିକମାନଙ୍କ ମଧ୍ୟରେ ଜଣେ। ଏହି ଅବସରରେ ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ଶାଖା ପକ୍ଷରୁ ଇସ୍ରୋର ବୈଜ୍ଞାନିକ ସୁଶ୍ରୀ ରଶ୍ମୀ ବେହେରାଙ୍କ ପୈତୃକ ଘରେ ପହଞ୍ଚି ତାଙ୍କ ପିତାଙ୍କୁ ଶୁଭେଚ୍ଛା ବାର୍ତ୍ତା ସହ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଭବିଷ୍ୟତରେ ସେ ସାହସର ସହିତ ଓଡ଼ିଶା ତଥା ଦେଶର ନାମ ଟେକ ରଖନ୍ତୁ ଏବଂ ପ୍ରଭୁ ଜଗନ୍ନାଥ ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ l ଏହି କାର୍ଯ୍ୟକ୍ରମରେ ସଦସ୍ୟl ରଚିତା ନାଏକ, ଜସ୍ମିନ ନାଏକ, କେଶବ ଚନ୍ଦ୍ର ତ୍ରିପାଠୀ, ପିତାମ୍ବର ସାମନ୍ତରାୟ , ଜନାର୍ଦ୍ଦନ ନନ୍ଦୀ, ପ୍ରଶାନ୍ତ କୁମାର ଜେନା, କୁଞ୍ଜବିହାରୀ ଲେଙ୍କା ଓ ଜିତେନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
-
ଢେଙ୍କାନାଳ ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏନ୍ସ ଢେଙ୍କାନାଳ ପକ୍ଷରୁ ୭ମ ଜିଲ୍ଲା ସ୍ତରୀୟ ବ୍ୟାଡ଼ମୀଣ୍ଟନ
ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଢେଙ୍କାନାଳ ପକ୍ଷରୁ ୭ମ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଦଯାପନ ଉତ୍ସବ ରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କଲି । ଏହି ପ୍ରତିଯୋଗିତାରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। #sudhirkumarsamal #Dhenkanal #Odisha
-
ଢେଙ୍କାନାଳ ସହର ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେଲା (ମୋର ମାଟି ମୋ ଦେଶ)
ଆଜି “ମୋର ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅଧୀନରେ ଢେ଼ଙ୍କାନାଳ ମାଟିର ଗର୍ବ ଓ ଗୌରବ , ସ୍ୱାଧୀନତା ସଂଗ୍ରାମୀ ଏବଂ ” ଢ଼େଙ୍କାନାଳ ର ଗାନ୍ଧୀ ” ଆଖ୍ୟା ପାଇଥିବା ଶ୍ରୀ ସାରଙ୍ଗଧର ଦାଶ ଙ୍କ ପବିତ୍ର ଜନ୍ମସ୍ଥାନ ହରେକୃଷ୍ଣପୁର ଗ୍ରାମ ଠାରେ ଦିଲ୍ଲୀ #ଅମୃତବାଟିକା ସୃଷ୍ଟି ନିମନ୍ତେ ମାଟି ସଂଗ୍ରହ କରିବା କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଥିଲା। ଏହି ମହତ କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ…