Category: new odia odisha
-
ଗଜପତି ରେ 5ଟି ସଚିବ
*ଗଜପତିରେ 5T ସଚିବ**ଗଜପତିରେ ପହଞ୍ଚିଲେ 5T ସଚିବ ଭି.କେ. ପାଣ୍ଡିଆନ**କାଲି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କାର୍ଯ୍ୟକ୍ରମ.*
-
ଇତିହାସ ରଚିଲେ ଓଡ଼ିଆ ପୁଅ. ବିଶ୍ୱ ଅlର୍ଥଲେଟିକ୍ସ ଚାମ୍ପିୟନସିପଫାଇନାଲ ରେ କିଶୋର
*ଇତିହାସ ରଚିଲେ ଓଡ଼ିଆ ପୁଅ; ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ କିଶୋର* *ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କିଶୋର । ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋର କ୍ୱାଲିଫାଇଂ ରାଉଣ୍ଡରେ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଆଟେମ୍ପଟରେ ୮୦ ଦଶମିକ ୫୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ତେବେ…
-
ଗଁଦିଆ ବ୍ଲକ ରେ ଆପ୍ପ ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଗଁଦିଆ ଥାନା ଘେରିଲା
ଗଁଦିଆ ବ୍ଲକରେ ଆମ୍ ଆଦମୀ ପାର୍ଟି ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଗଁଦିଆ ଥାନା ଘେରିଲେ ଆମ୍ ଆଦମୀ ପାର୍ଟି ଗଁଦିଆ ବ୍ଲକର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଝିଲି ସ୍ଥିତ ନୀଳମାଧବ ମନ୍ଦିର ପରିସରରେ ବ୍ଲକ ସଭାପତି ଶେଷଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକ ଯୋଗଦେଇ ବ୍ଲକର ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ କରି ଅପାରଗ, ଗଣତନ୍ତ୍ର…
-
କନକଗୋରୀ
ଢେଙ୍କାନାଳ ଯା ହଉ ବହୁଦିନର ଇପ୍ସିତ ପୁସ୍ତକ “କନକଗୋରୀ “କୁ ଏହାର ଲେଖକ ବନ୍ଧୁ ଶିବସାଇ ମହାପାତ୍ରଙ୍କ ହାତରୁ ଆଜି ଗ୍ରହଣ କଲିବହିଟି ପ୍ରତି ପ୍ରବଳ ଦୁର୍ବଳତା ଥିଲା |କାରଣ ଏହାର ଅଧିକାଂଶ ଭାଗ ଲେଖକ ବନ୍ଧୁଙ୍କ ମୁଖ ପୁସ୍ତିକାରୁ ପଢି କନକଗୋରୀ ର ମୁଁ ଜଣେ ପ୍ରେମିକ ହୋଇସାରିଥିଲି ଅନେକ ଦିନରୁ |ଢେଙ୍କାନାଳର ଯଶସ୍ବୀ ପୁରୁଷ ସ୍ବର୍ଗତ ବିନୟାନନ୍ଦ ମହାପାତ୍ର ଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇଥବା “ସାଉଁଟା ସ୍ମୃତି” ବହିଟି ମଧ୍ୟ ଦେଇଥିବାରୁ ଧନ୍ୟବାଦ ଜଣାଉଛି…
-
ଆସନ୍ତା କାଲି ତା ୨୫.୦୮.୨୦୨୩ କପିଳାସ ରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ପ୍ରଶାସନ କୁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ” ତରଫରୁ “ଗଣ ଧାରଣା ଓ ଅନଶନ “ଧର୍ମଘଟ ପାଇଁ ନୋଟିସ ଦିଆ ଯାଇଥିଲା । ଏହାକୁ ଆଖି ଆଗରେ ରଖି ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷ ତା ରେ ଏକ ବୈଠକ ବସିଥିଲା ।ଏହି ବୈଠକ ରେ ଏସ ପି ,ଢେ଼ଙ୍କାନାଳ, ଅତିରିକ୍ତ ଜିଲ୍ଲାପାଳ,ଢେ଼ଙ୍କାନାଳ ,ଉପ ଜିଲ୍ଲାପାଳ,ଢେ଼ଙ୍କାନାଳ , ଗନ୍ଦିଆ ଥାନାର ଭାରପ୍ର।ପ୍ତ ଅଧିକାରୀ ଙ୍କ ଉପସ୍ଥିତିରେ କପିଳାସ ରେ ଶ୍ରଦ୍ଧାଳୁ ଙ୍କ ଉପରେ ଶୋଷଣ ହେଉଥିବା ସମ୍ବନ୍ଧ ରେ ବ୍ୟାପକ ଆଲୋଚନା ପରେ ସମସ୍ତ ଦାବି ଗୁଡ଼ିକୁ ଗ୍ରହଣ କରାଯାଇଥିଲା ।
ଆସନ୍ତା କାଲି ତା ୨୫.୦୮.୨୦୨୩ କପିଳାସ ରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ପ୍ରଶାସନ କୁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ” ତରଫରୁ “ଗଣ ଧାରଣା ଓ ଅନଶନ “ଧର୍ମଘଟ ପାଇଁ ନୋଟିସ ଦିଆ ଯାଇଥିଲା । ଏହାକୁ ଆଖି ଆଗରେ ରଖି ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷ ତା ରେ ଏକ ବୈଠକ ବସିଥିଲା ।ଏହି ବୈଠକ ରେ ଏସ ପି…
-
ଡକ୍ଟର ଶରତ ଦାସ , ବରିଷ୍ଠ ବୈଜ୍ଞାନିକ , ISRO, ଚନ୍ଦ୍ରାୟନ – 3 ଟିମ , ଢେଙ୍କାନାଳ ଜିଲ୍ଲା ଭୁବନବ୍ଲକ ମାର୍ଥାପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ଦାସ ଓ ସୁଲୋଚନା ଦାସ ଙ୍କ ବଡ଼ ପୁଅ | ସେମାନେ ୨ ଭାଇ ୨ ଭଉଣୀ | ବାପା କୋଇଲା ଖଣି ରୁ ପଦସ୍ଥ ଅଧିକାରୀ ଭାବେ ତାଳଚେର ର ଅଧିବାସୀ ଅଟନ୍ତି | ତାଙ୍କର ଶଶୁର ପୂର୍ବତନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଲ କଙ୍କଡ଼ାହାଡ଼ ଅଟନ୍ତି |ତୃପ୍ତି ପାଠାଗାର ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ପୂର୍ଣଚନ୍ଦ୍ର ସାହୁ ମହିମା ପ୍ରେସ କ୍ଲବ ତରଫରୁ ଶୁଭେଚ୍ଛା
-
ଚନ୍ଦ୍ର ପୁଷ୍ଠ ରେ ରହିଯିବେ ଉଭୟ ବିକ୍ରମ ଓ ପ୍ରଜ୍ଞାନ
ଚନ୍ଦ୍ରପୃଷ୍ଠରେ ରହିଯିବେ ଉଭୟ ବିକ୍ରମ ଓ ପ୍ରଜ୍ଞାନ:- ଚନ୍ଦ୍ରପୃଷ୍ଠରେ ରହିଯିବେ ଉଭୟ ବିକ୍ରମ ଓ ପ୍ରଜ୍ଞାନ:- ତେବେ ମାତ୍ର 14 ଦିନର ମିଶନ ଶେଷ କରିବା ପରେ ଉଭୟ ମଡ୍ୟୁଲ ଅଚଳ ହୋଇ ପଡ଼ିବେ । ହେଲେ ପୃଥିବୀ ପୃଷ୍ଠକୁ ଉଭୟ ମଡ୍ୟୁଲ ଫେରିବାର ଯୋଜନା ନାହିଁ । ଉଭୟ ମଡ୍ୟୁଲ ଅଚଳ ହେବା ପରେ ଚନ୍ଦ୍ରପୃଷ୍ଠରେ ପଡିରହିବେ । କେବଳ ଏହି ଲ୍ୟାଣ୍ଡର କିମ୍ବା ରୋଭର ନୁହେଁ ବରଂ ସେମାନଙ୍କୁ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରିଥିବା…
-
ଯେତେ-ଯେତେ ଚନ୍ଦ୍ରଯାନ ୩ ର ପ୍ରଜ୍ଞାନ ରୋଭର ଚନ୍ଦ୍ରମାର ଦକ୍ଷିଣୀ ଧ୍ରୁବର ଭ୍ରମଣ କରିବ, ସେତେ-ସେତେ ନିଜ ଚକରେ ଅଙ୍କିତ ଇସ୍ରୋର ଲୋଗୋ ଓ ଭାରତର ରାଷ୍ଟ୍ରୀୟ ଚିନ୍ହ ର ଚିତ୍ର ଚନ୍ଦ୍ରମାର ଦେହରେ ଛାଡି ଚାଲିବ । ବାୟୁର ଅନୁପସ୍ଥିତି କାରଣରୁ ଭାରତୀୟ ଗୌରବକୁ ଦର୍ଶାଉଥିବା ଏହି ଚିନ୍ହ ଅନନ୍ତ କାଳ ପର୍ଯ୍ୟନ୍ତ ଚନ୍ଦ୍ରମାର ମାଟିରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିବ ।ଜୟ ଭାରତ🚩
ଯେତେ-ଯେତେ ଚନ୍ଦ୍ରଯାନ ୩ ର ପ୍ରଜ୍ଞାନ ରୋଭର ଚନ୍ଦ୍ରମାର ଦକ୍ଷିଣୀ ଧ୍ରୁବର ଭ୍ରମଣ କରିବ, ସେତେ-ସେତେ ନିଜ ଚକରେ ଅଙ୍କିତ ଇସ୍ରୋର ଲୋଗୋ ଓ ଭାରତର ରାଷ୍ଟ୍ରୀୟ ଚିନ୍ହ ର ଚିତ୍ର ଚନ୍ଦ୍ରମାର ଦେହରେ ଛାଡି ଚାଲିବ । ବାୟୁର ଅନୁପସ୍ଥିତି କାରଣରୁ ଭାରତୀୟ ଗୌରବକୁ ଦର୍ଶାଉଥିବା ଏହି ଚିନ୍ହ ଅନନ୍ତ କାଳ ପର୍ଯ୍ୟନ୍ତ ଚନ୍ଦ୍ରମାର ମାଟିରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିବ । ଜୟ ଭାରତ🚩
-
ନବୀନପଟ୍ଟନାୟକ ଙ୍କ ଟ୍ୱିଟ ଚନ୍ଦ୍ରଯାନ -୩ ର ସଫଳ ଅବତରଣ ଭାରତ ପାଇଁ ଏକ ଐତିହାସିକ ଦିନ
*💐ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ CM ନବୀନଙ୍କ ଟ୍ବିଟ୍.**💐ଆଜି ଭାରତ ପାଇଁ ଏକ ଐତିହାସିକ ଦିନ: ନବୀନ.**💐‘ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ’.**💐‘ମହାଜାଗତିକ ପଡ଼ୋଶୀ ନିକଟରେ ପହଞ୍ଚିବା ବିଜ୍ଞାନ ଓ ମାନବଜାତି ପାଇଁ ଏହା ଏକ ବିରାଟ ସଫଳତା’.**💐ଚନ୍ଦ୍ର ମିଶନର ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ: ନବୀନ!.*
-
ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା : ସାମ୍ନାକୁ ଆସିଲା ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ
: ସାମ୍ନାକୁ ଆସିଛି ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ବିଜ୍ଞାନ କେନ୍ଦ୍ରରେ ବୈଜ୍ଞାନିକ ପ୍ରସ୍ତୁତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା । ସ୍ୱୟଂଚାଳିତ ପ୍ରକ୍ରିୟାରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ମୁଖ୍ୟାଳୟରେ ବସି ଏହାକୁ ନିୟନ୍ତ୍ରଣ କରିବେ ବୈଜ୍ଞାନିକଙ୍କ ଟିମ୍ ।ସନ୍ଧ୍ୟା ୫ଟା ୪୪ରେ ସ୍ଥିରିକୃତ ଦୂରତାରେ ପହଞ୍ଚିବ ଲ୍ୟାଣ୍ଡର । ଏହା ପରେ ଆରମ୍ଭ ହେବ ଲ୍ୟାଣ୍ଡରର…