Category: new odia odisha
-
ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକ ଙ୍କୁ ସୁରକ୍ଷା ବୀମାରlଶୀ ପ୍ରଦାନ
*ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକକୁ ସୁରକ୍ଷା ବୀମାରାଶି ପ୍ରଦାନ*ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିରରେ ବ୍ୟାଙ୍କର ସମସ୍ତ କର୍ମଚାରୀ, ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ,ସ୍ୱୟଂ ସହାୟକ ଗୋଷ୍ଠୀ, ସିରାପି ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସକ୍ରିୟ ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କ ଯୋରନ୍ଦା ଶାଖାର ମୁଖ୍ୟ ପ୍ରବନ୍ଧକ ଉତ୍ତମ କୁମାର…
-
ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକ ଙ୍କୁ ସୁରକ୍ଷା ବୀମାରlଶୀ ପ୍ରଦାନ
*ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକକୁ ସୁରକ୍ଷା ବୀମାରାଶି ପ୍ରଦାନ*ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିରରେ ବ୍ୟାଙ୍କର ସମସ୍ତ କର୍ମଚାରୀ, ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ,ସ୍ୱୟଂ ସହାୟକ ଗୋଷ୍ଠୀ, ସିରାପି ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସକ୍ରିୟ ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କ ଯୋରନ୍ଦା ଶାଖାର ମୁଖ୍ୟ ପ୍ରବନ୍ଧକ ଉତ୍ତମ କୁମାର…
-
କାମ ନ କରି ଶୋକପିଟ ଟଙ୍କା ହଡପ, ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀଙ୍କ ପ୍ର…
-
ଚନ୍ଦ୍ରପୃଷ୍ଠରେ କ’ଣ କରିବ ଚନ୍ଦ୍ରଯାନ ?ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ
ଚନ୍ଦ୍ରପୃଷ୍ଠରେ କ’ଣ କରିବ ଚନ୍ଦ୍ରଯାନ ?ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଆସନ୍ତାକାଲି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଏବେ ଚନ୍ଦ୍ରୟାନ ଫିଭର୍। କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର। ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ-…
-
ଜେଲରେ ଅଧ୍ୟାପିକାଙ୍କ ଷାଠିଏ ଘଣ୍ଟା……ରୁଟିପୋଡିଯିବାରୁ ତାୱାଚେଙ୍କଭାଗିରଥିଙ୍କୁ ସମବେଦନା ଜଣାଇଲେ ବିଜେପି ନେତା ଭୁବନ ରିପୋର୍ଟ (ପୂର୍ଣ୍ଣ ଚନ୍ଦ୍ର ସାହୁ )ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ସରକାରୀ କଲେଜର ଜଣେ ଅଧ୍ୟାପିକା ନିଜ ବୋହୁକୁ ତାୱା ଚେଙ୍କ ଦେଇ ଜେଲ ଯିବାର ଷାଠିଏ ଘଣ୍ଟା ବିତି ଗଲାଣି | ଘଟଣାରୁ ଜଣାଯାଏ ଯେ ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ ବୈଦିକ ରୀତି ରେ ଜଗତସିଂହପୁର ଟାଉନ ରେ ବିବାହ କରିଥିଲେ 2022ମସିହା ମେ 17ତାରିଖରେ | ବିବାହ ସମୟରେ ସାଧ୍ୟ ମତେ ଘରକରଣା ସାମଗ୍ରୀ ସହ ପାଞ୍ଚ ଭରି ସୁନା ଉପହାର ସ୍ୱରୂପ ପ୍ରଧାନ କରିଥିଲେ ଭାଗିରଥି | ବିବାହ ରୁ ୨ ମାସ ପରେ ଏକଥନୀୟ ଭାବେ ନିର୍ଯାତନା ଦେଲେ ସ୍ୱାମୀ ଖାରବେଳ ଦିଗବିଜୟ ପାତ୍ର | ଶାଶୁ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ର ଇତିହାସ ବିଭାଗ ର ଅଧ୍ୟାପିକା ସୁପ୍ରଭା ଜେନା ଅଟନ୍ତି | ବୋହୁ ରୁଟି ସେକିବା ବେଳେ ପୋଡି ଯିବାରୁ ରୁଟି ସେକା ତାୱା ରେ ଚେଙ୍କ ଦେଇଥିଲେ | ତତସହ ଚିମୁତାରେ ଜଙ୍ଘ ର ମାଂସ କୁ ଚିମୁଡି ଥିଲେ | ହେମଦସ୍ତା ବାଡ଼ି କୁ ବେକ ରେ ଥୋଇ ମାରିଦେବାକୁ ଉଦ୍ୟମ କରିଥିଲେ | ବୋହୁ ରଶ୍ମିତା ର ବାପା ମା ଭାଇ ଭାଉଜ ମହାରାଷ୍ଟ୍ର ର ପୁନେ ଠାରେ ରହୁଥିବାରୁ ଖବର ପାଇ ଝିଅ ଘରକୁ ଆସି ଝିଅକୁ ଘରକୁ ଆଣି ଚିକିତ୍ସା କରିବା ସହ ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ | ଶନିବାର ଭୋରୁ ଭୁବନ ଥାନାଧିକାରୀଙ୍କ ନିର୍ଦେଶରେ ଏସ ଆଇ ବିଜନ ସେଠି ଙ୍କ ନେତୃତ୍ୱ ରେ ଜଗତସିଂହପୁର ଉଗ୍ରତାର କଲୋନୀ ରୁ ଗିରଫ କରିଥିଲେ ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳ ଙ୍କୁ ଭୁବନ କୋର୍ଟ ରୁ ଯାମିନୀ ନାମଞ୍ଜୁର ହେବାରୁ କାମାକ୍ଷାନଗର ଜେଲକୁ ପଠାଇଦିଆଯାଇଛି| ପୀଡିତ ଭାଗିରଥି ଙ୍କୁ ବିଜେପି ବିଧାୟକ ପ୍ରାଥୀ ଶତ୍ରୁଘନ ଜେନା ରାଜ୍ୟ ବିଜେପି ନେତା ଙ୍କ ନିର୍ଦେଶ କ୍ରମେ ସାକ୍ଷାତ କରି ସମବେଦନା ଜଣାଇଛନ୍ତି |
ଜେଲରେ ଅଧ୍ୟାପିକାଙ୍କ ଷାଠିଏ ଘଣ୍ଟା……ରୁଟିପୋଡିଯିବାରୁ ତାୱାଚେଙ୍କଭାଗିରଥିଙ୍କୁ ସମବେଦନା ଜଣାଇଲେ ବିଜେପି ନେତା ଭୁବନ (ପୂର୍ଣ୍ଣ ଚନ୍ଦ୍ର ସାହୁ )ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ସରକାରୀ କଲେଜର ଜଣେ ଅଧ୍ୟାପିକା ନିଜ ବୋହୁକୁ ତାୱା ଚେଙ୍କ ଦେଇ ଜେଲ ଯିବାର ଷାଠିଏ ଘଣ୍ଟା ବିତି ଗଲାଣି | ଘଟଣାରୁ ଜଣାଯାଏ ଯେ ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ ବୈଦିକ ରୀତି…
-
୧୨ ଦଫା ଦାବିରେ ୧୨ଘଣ୍ଟିଆ ଭୁବନ ବନ୍ଦ, ଗାଡି ଚଳଚଳ ବିଜେପି ପକ୍ଷରୁ ବନ୍ଦ ଡାକରାଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ୧୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି,ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମୀମାନେ ବସି ରହି ବନ୍ଦ ପାଳନ କରୁଛନ୍ତି।ଗାଡିମଟର,ଦୋକାନ ବଜାର,ସରକାରି ଅଫିସ ସବୁ ବନ୍ଦ ରହିଛି। ମୁଖ୍ୟତଃ ଭୁବନ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି,ଶିତଳ ଭଣ୍ଡାର ନିର୍ମାଣ,ସହର ମଧ୍ୟରେ ରାସ୍ତା ଓ ଆଲୋକିକରଣ,ପାନୀୟ ଜଳର ବ୍ୟବସ୍ଥା, ଆବାସ ଯୋଜନାରେ ଦୁର୍ନୀତି,ବାରମ୍ବାର ବିଦ୍ୟୁତ କାଟ,ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,କଲ୍ୟାଣ ମଣ୍ଡପ ଲୋକାର୍ପଣ ଭଳି ୧୨ଦଫା ଦାବି ନେଇ ଭୁବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି।
୧୨ ଦଫା ଦାବିରେ ୧୨ଘଣ୍ଟିଆ ଭୁବନ ବନ୍ଦ, ଗାଡି ଚଳଚଳ ବିଜେପି ପକ୍ଷରୁ ବନ୍ଦ ଡାକରା ଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ୧୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ଭୁବନ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ…
-
ଦୌଡେଶ୍ୱର ପୀଠ ରେ କାଉଡିଆ କୁମ୍ଭୀର ପାଇଁ ଭୟରେ କଲେ ଜଳଲାଗି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୁଳ ପଞ୍ଚାୟତ ର ଦୌଡେଶ୍ୱର ପୀଠ ରେ ଭକ୍ତ ମଣିଷ ଖିଆ କୁମ୍ଭୀର ପାଇଁ ଦୌଡେଶ୍ୱର ଓ କାଲୁରିଆ ଘାଟରେ ଡରି ଡରି ଭୟରେ ପାଣି ଉଠେଇବା ଆଜି ପ୍ରକାଶ ପାଇଛି, ଗତ କାଲି ତାଳଚେର ଅଞ୍ଚଳରେ କୁମ୍ଭୀର ବ୍ରlହ୍ମଣୀ ନନ୍ଦୀ କୁ ଆସିଥିବା ନେଇ କାଉଡିଆ ଙ୍କ ମନରେ ଛନକା ଦେଖା ଦେଇଥିଲା ଯାହାଦ୍ୱାରା କାଉଡିଆ ଭୟରେ ଜଳଲାଗି କରିଥିବା ସୂଚନା
-
ଆପ ର ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣିର ରାଜନୀତି ଆରମ୍ଭ ଯୋଗଦେଲେ ରାଜ୍ୟ ସଭାପତି
ଆପ୍ ର ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣିର ରାଜନୀତି ଆରମ୍ଭ, ଯୋଗଦେଲେ ରାଜ୍ୟ ସଭାପତି ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଓ କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ସକ୍ରିୟ କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲାର ଅବହେଳିତ ଶିକ୍ଷା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ…
-
ଜଣଙ୍କର କାଳୀ ପୋଛିଲ ଆଉ ଜଣଙ୍କର ପୋଛିଲନି କାହିଁକି
-
ପିଙ୍ଗୁଆ ମହିମା ଆଶ୍ରମ ଠାରେ ଆମ୍ଭ ଗ୍ରୁପ ର ନୂତନ ଯୁବ ବନ୍ଧୁ ମାନଙ୍କ ସହ ଏକ ଯୋରଦାର ବିଶେଷ ସାକ୍ଷାତ ଆଲୋଚନା ।
ପୂର୍ବତନ ବିଧାୟକ ତଥା ଢେଙ୍କାନାଳ ସ୍ବାଭିମାନୀ ସୁରକ୍ଷା ମଞ୍ଚ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନଵୀନ ନଦଂ ଆଜି ପିଗୁଂଆ ସ୍ଥିତ ମହିମା ସାଧୁଙ୍କ ମଠରେ ଵିଭିନ୍ନଜାଗାର ଯୁବ ଗୋଷ୍ଠୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରିଥିଲେ,,,, ଆଗାମୀ ଦିନରେ ହେଵାକୁ ଥିବା ଇଲେକ୍ସନ ରେ ସେ ପ୍ରାର୍ଥ ହେଵେ ଵୋଲି ଖୋଲା କଥା କହିଥିବାଵେଳେ,, କୋଉ ଦଳରୁ ପ୍ରାର୍ଥୀ ହେଵେ। ସ୍ପଷ୍ଟ କରିନଥିଲେ। ଶ୍ରୀଯୁକ୍ତ ନଦଂ ଙ୍କ ସହିତ ଵହୁ ଯୁଵ ନେତା ଯୋଗ…