Category: new odia odisha
-
ପିଙ୍ଗୁଆ ମହିମା ଆଶ୍ରମ ଠାରେ ଆମ୍ଭ ଗ୍ରୁପ ର ନୂତନ ଯୁବ ବନ୍ଧୁ ମାନଙ୍କ ସହ ଏକ ଯୋରଦାର ବିଶେଷ ସାକ୍ଷାତ ଆଲୋଚନା ।
ପୂର୍ବତନ ବିଧାୟକ ତଥା ଢେଙ୍କାନାଳ ସ୍ବାଭିମାନୀ ସୁରକ୍ଷା ମଞ୍ଚ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନଵୀନ ନଦଂ ଆଜି ପିଗୁଂଆ ସ୍ଥିତ ମହିମା ସାଧୁଙ୍କ ମଠରେ ଵିଭିନ୍ନଜାଗାର ଯୁବ ଗୋଷ୍ଠୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରିଥିଲେ,,,, ଆଗାମୀ ଦିନରେ ହେଵାକୁ ଥିବା ଇଲେକ୍ସନ ରେ ସେ ପ୍ରାର୍ଥ ହେଵେ ଵୋଲି ଖୋଲା କଥା କହିଥିବାଵେଳେ,, କୋଉ ଦଳରୁ ପ୍ରାର୍ଥୀ ହେଵେ। ସ୍ପଷ୍ଟ କରିନଥିଲେ। ଶ୍ରୀଯୁକ୍ତ ନଦଂ ଙ୍କ ସହିତ ଵହୁ ଯୁଵ ନେତା ଯୋଗ…
-
ଢେଙ୍କାନାଳ ଜନ ସ୍ୱାସ୍ଥ୍ୟ ଆଦିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖ ର ଦୃଶ୍ୟ ହେ ସରକାର ମୁନିସିପାଲିଟି ଗଲେ କୁଆଡେ
ଲାଗିରହିଛି ଅସ୍ୱଚ୍ଛ ବାତାବରଣ ସ୍ଥାନୀୟ ବାସିନ୍ଦା ଆଣିଲେ ଅଭିଯୋଗ ଅନ୍ୟପଟେ ସନ୍ଧ୍ୟା ହେଲେ ରାସ୍ତା ପାଲଟୁଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ । #DhenkanalUpdate
-
*📌ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭୟାଭୟ ଅଗ୍ନିକାଣ୍ଡ l**▪️ବାରିପଦା ମେଡିକାଲର ଓଟିରେ ଭୟାବହ ଅଗ୍ନିକାଣ୍ଡ l**▪️ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ପୂରା ଅଞ୍ଚଳ ଧୂଆଁ ମୟ l**▪️ଓଟି ଏବଂ ୱାର୍ଡରେ ଥିବା ସମସ୍ତ ରୋଗୀ ହେଲେ ସ୍ଥାନାନ୍ତର l**▪️ନିଆଁ ଲିଭାଇବାକୁ ଦମକଳବାହିନୀ ନିୟୋଜିତ l**▪️ ମେଡ଼ିକାଲ୍ର ତୃତୀୟ ମହଲାରୁ ନିଆଁ ଲାଗିଥିଲା।**▪️ ମାତ୍ର ଏଥିରେ କେହି ମୃତାହାତ ହୋଇନଥିବା ଜଣାପଡ଼ିଛି।**▪️ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।**▪️ଅଗ୍ନିକାଣ୍ଡ ବେଳେ ୱାର୍ଡରେ ଥିଲେ ଶତାଧିକ ପ୍ରସୂତି ଓ ୧୦୦ ଶିଶୁ’ l*
*📌ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭୟାଭୟ ଅଗ୍ନିକାଣ୍ଡ l* *▪️ବାରିପଦା ମେଡିକାଲର ଓଟିରେ ଭୟାବହ ଅଗ୍ନିକାଣ୍ଡ l**▪️ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ପୂରା ଅଞ୍ଚଳ ଧୂଆଁ ମୟ l**▪️ଓଟି ଏବଂ ୱାର୍ଡରେ ଥିବା ସମସ୍ତ ରୋଗୀ ହେଲେ ସ୍ଥାନାନ୍ତର l**▪️ନିଆଁ ଲିଭାଇବାକୁ ଦମକଳବାହିନୀ ନିୟୋଜିତ l**▪️ ମେଡ଼ିକାଲ୍ର ତୃତୀୟ ମହଲାରୁ ନିଆଁ ଲାଗିଥିଲା।**▪️ ମାତ୍ର ଏଥିରେ କେହି ମୃତାହାତ ହୋଇନଥିବା ଜଣାପଡ଼ିଛି।**▪️ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।**▪️ଅଗ୍ନିକାଣ୍ଡ ବେଳେ ୱାର୍ଡରେ ଥିଲେ…
-
ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ୬ ଦଫା ଦାବିପତ୍ର
ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଛଅ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଢେଙ୍କାନାଳ ତଥା ଓଡିଶାର ସାମାଜିକ, ରାଜନୈତିକ, ତଥା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ନିଜ ବ୍ୟକ୍ତବ୍ୟ…
-
ବିଜେପି ପକ୍ଷରୁ ବାଙ୍ଗିରିପୋଷି ରେ ବିଭିନ୍ନ ଦୁର୍ନିତୀ ବିପକ୍ଷରେ ରଣହୁଙ୍କାର
ବିଜେପି ଆଉ କେତେଦିନ ଏ ଦମ୍ଭିଲା ପଣ
-
କାଇମାଟି ସବର ସାହି ର ଘର ପୋଡି ବୁଲିଦେଖିଲେ ସାଂସଦ ମହେଶସାହୁ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଇମାଟ୍ଟି ଗ୍ରାମ ପଞ୍ଚାୟତର ଶବର ସାହିରେ ଘରପୋଡି ଘଟଣା, କ୍ଷତିଗ୍ରସ୍ତ ପରିବାର ଙ୍କୁ ଭେଟିଲେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ । ଯଥାଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦେବାକୁ ଦେଲେ ପ୍ରତିଶ୍ରୁତି ଦେଇଥିଲେ ।
-
ଯାଯାବର
ଯାଯାବର———-ନଈ ଭଳି ସେମାନଙ୍କ ଜୀବନର ଗତିଠା ଠିକଣାରେ କି କାମ ଯେ ? ମାଇଲ ମାଇଲ ମାଟିଅସରନ୍ତି ଆକାଶର ପ୍ରେମବାନ୍ଧି ରଖିଛି ସେମାନଂକୁ କେଉଁ ଅନନ୍ତ କାଳରୁ କୁରେଇ ଫୁଲର ବାସ୍ନା ସହ ଯୋଡିକି ଭିଟାମାଟିକି ଷଠୀ ଘରକେଉଁଥିରେ କିବା ଆକର୍ଷଣସେମାନେ ତଯାଯାବର ଜାତିକାହିଁକି ବା ବନ୍ଦୀହେବେଆବାଲ୍ୟର ସ୍ୱାଧୀନତା ଛାଡି? ସେମାନଙ୍କ ଜୀବନ ନଦୀରେଲୋଭର ପ୍ରଖରତା ନଥାଏ ବୋଲିତହାର ମାନିଛି କ୍ଷୋଭବେଳ ଯେଉଁଠି ବୁଡ଼େ ସେଇଠି ସେମାନଙ୍କୁମାଡି ବସେ ନିଦଜୀବନ କହିଲେ ସେମାନେ ଦଇବର ଦାନକୁ ବୁଝନ୍ତିମୁଠେ…
-
ଢେଙ୍କାନାଳ ସହର ଓ ବ୍ଲକ ରେ ଝିପି ଝିପି ବର୍ଷା ର ସୂଚନା
ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା । ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । #weatherforecast #DhenkanalUpdate
-
*· ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି**· ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ**· ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ବିରୋଧ**· ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି*
*· ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି**· ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ**· ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ବିରୋଧ**· ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି*po
-
ଏବେ ୨ ଭାଗରେ ବିଭକ୍ତ ହେବ ଚନ୍ଦ୍ରଯାନ-୩, ଲ୍ୟାଣ୍ଡର ଓ ମଡ୍ୟୁଲକୁ କରାଯିବ ପୃଥକଚନ୍ଦ୍ର ପୃଷ୍ଠରେ ଅବତରଣ ନିମନ୍ତେ ଚନ୍ଦ୍ରଯାନ-୩ ଲାଗି ଆଉ ମାତ୍ର ୭ ଦିନ ବାକି। ୧୬ ଅଗଷ୍ଟ ବୁଧବାର ପୂର୍ବାହ୍ନରେ ଚନ୍ଦ୍ରଯାନ ସଫଳତାର ସହ ପଞ୍ଚମ କକ୍ଷପଥକୁ ପହଞ୍ଚିଛି। ଚନ୍ଦ୍ରଯାନ-୩ ଏବେ ୧୫୩ କିମି X୧୬୩ କିମି କକ୍ଷ ପଥରେ ଘୁରି ବୁଲୁଛି। ଏହା ପୂର୍ବରୁ ଚନ୍ଦ୍ରଯାନ ୧୫୦ କିମି X୧୭୭ କିମି କକ୍ଷପଥରେ ପରିକ୍ରମା କରୁଥିଲା।ତେବେ ୧୭ ଅଗଷ୍ଟ ଗୁରୁବାର ଚନ୍ଦ୍ରଯାନ ୨ ଭାଗରେ ବିଭକ୍ତ ହେବ। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଯାନ-୩ର ଇଣ୍ଟିଗ୍ରେଟେଡ ମଡ୍ୟୁଲ ଦୁଇ ଭାଗ ହେବ।ପଞ୍ଚମ କକ୍ଷପଥରେ ଚନ୍ଦ୍ରଯାନ-୩; ସଫଳତାର ସହ ଅବସ୍ଥାପିତ କଲା ଇସ୍ରୋଏହାର ଗୋଟିଏ ଅଂଶ ପ୍ରପଲସନ ମଡ୍ୟୁଲ ହୋଇଥିବା ବେଳେ ଅନ୍ୟ ଭାଗଟି ଲ୍ୟାଣ୍ଡର ମଡ୍ୟୁଲ। ଦୁଇ ମଡ୍ୟୁଲ ପୃଥକ ହେବା ପରେ ୧୦୦ କିମି X୧୦୦ କିମି କକ୍ଷପଥରେ ପରିକ୍ରମା କରିବାକୁ ଲାଗିବେ। ତେବେ ଏହି ପରିକ୍ରମା ସମୟରେ ଉଭୟ ମଡ୍ୟୁଲ ମଧ୍ୟରେ ବେଶ୍ ଦୂରତା ରହିବ। ଏହା ପରେ ୧୮ ଓ ୨୦ ଅଗଷ୍ଟରେ ଲ୍ୟାଣ୍ଡରକୁ ଡି ଅର୍ବିଟିଂ କରାଯିବ। ୧୮ ଅଗଷ୍ଟ ୨୦୨୩ ଅପରାହ୍ନ ପାଖାପାଖି ୪ଟା ବେଳେ ଲ୍ୟାଣ୍ଡରର ଥ୍ରଷ୍ଟର୍ସକୁ ଅନ୍ କରାଯିବ। ଏହା ଦ୍ୱାରା ଲ୍ୟାଣ୍ଡରକୁ ଉପଯୁକ୍ତ ସ୍ଥାନକୁ ନେଇ ଏହାର ବେଗ ହ୍ରାସ କରାଯିବ।୨୦ ଅଗଷ୍ଟ ବିଳମ୍ବିତ ରାତ୍ରି ପ୍ରାୟ ଗୋଟାଏ ୪୫ରୁ ୨ଟା ମଧ୍ୟରେ ଏହି କାମ କରାଯିବ। ଏବେ ଚନ୍ଦ୍ରଯାନ-୩କୁ ୧୦୦ କିଲୋମିଟରର ଗୋଲାକାର କକ୍ଷପଥକୁ ଅଣାଯିବା କାମ ବାକି ଅଛି। ଏ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ସମ୍ପର୍କିତ ୪ ଟି ପର୍ଯ୍ୟାୟ ପୂରଣ ହୋଇଛି। ଏହାର ପଞ୍ଚମ ପର୍ଯ୍ୟାୟରେ ପ୍ରୋପଲସନ ଓ ଲ୍ୟାଣ୍ଡର ମଡ୍ୟୁଲକୁ ପୃଥକ କରାଯିବ। ଏହା ପରେ ୨୩ ତାରିଖ ଅପରାହ୍ନ ୫ଟା ୪୫ରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଏହା ହେବ ଚନ୍ଦ୍ରଯାନ-୩ର ଅଷ୍ଟମ ପର୍ଯ୍ୟାୟ କାର୍ଯ୍ୟକ୍ରମ।ଲ୍ୟାଣ୍ଡିଂ ସମୟରେ ଧୂଳି ଉଡିବାର ଆଶଙ୍କା କରାଯାଉଛି। ଏଣୁ ଧୂଳି ନ ହଟିବା ପର୍ଯ୍ୟନ୍ତ ଲ୍ୟାଣ୍ଡରରୁ ରୋଭରକୁ ବାହାରକୁ ଅଣାଯିବ ନାହିଁ। କାର୍ଯ୍ୟକ୍ରମର ନବମ ପର୍ଯ୍ୟାୟରେ ଲ୍ୟାଣ୍ଡରରୁ ରୋଭର ବାହାରକୁ ଆସିବ। ବାହାରକୁ ବାହାରିବା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରର ଆଖପାଖରେ ଘୁରି ବୁଲିବା ସହିତ ଅଞ୍ଚଳର ଯାଞ୍ଚ କରିବ। ଯାଞ୍ଚ ପରେ ଏହା ଲଗାତାର ନିଜର ତଥ୍ୟ ଚନ୍ଦ୍ର ପୃଷ୍ଠରୁ ୧୦୦ କିଲୋମିଟର ଉପରେ ଘୁରି ବୁଲୁଥିବା ପ୍ରୋପଲସନ ମଡେଲକୁ ଦେବ। ସେଠାରୁ ଡାଟା ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଡିପ୍ ସ୍ପେଶ୍ ନେଟୱାର୍କ (ଆଇଡିଏସଏନ)କୁ ମିଳିବ।ବେଙ୍ଗାଲୁରୁରେ ଥିବା ଇସ୍ରୋ ଟେଲିମେଟ୍ରି ଟ୍ରାକିଙ୍ଗ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି)ଙ୍କ ମିସନ ଅପରେସନ କମ୍ପ୍ଲେକ୍ସ ଲଗାତାର ଚନ୍ଦ୍ରଯାନ-୩ର ଯାନ୍ତ୍ରିକ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ର ସମସ୍ତ ଯନ୍ତ୍ରପାତି ଠିକ୍ ରୂପେ କାମ କରୁଥିବା କମ୍ପ୍ଲେକ୍ସ ସୂଚନା ଦେଇଛନ୍ତି।
ଏବେ ୨ ଭାଗରେ ବିଭକ୍ତ ହେବ ଚନ୍ଦ୍ରଯାନ-୩, ଲ୍ୟାଣ୍ଡର ଓ ମଡ୍ୟୁଲକୁ କରାଯିବ ପୃଥକ ଚନ୍ଦ୍ର ପୃଷ୍ଠରେ ଅବତରଣ ନିମନ୍ତେ ଚନ୍ଦ୍ରଯାନ-୩ ଲାଗି ଆଉ ମାତ୍ର ୭ ଦିନ ବାକି। ୧୬ ଅଗଷ୍ଟ ବୁଧବାର ପୂର୍ବାହ୍ନରେ ଚନ୍ଦ୍ରଯାନ ସଫଳତାର ସହ ପଞ୍ଚମ କକ୍ଷପଥକୁ ପହଞ୍ଚିଛି। ଚନ୍ଦ୍ରଯାନ-୩ ଏବେ ୧୫୩ କିମି X୧୬୩ କିମି କକ୍ଷ ପଥରେ ଘୁରି ବୁଲୁଛି। ଏହା ପୂର୍ବରୁ ଚନ୍ଦ୍ରଯାନ ୧୫୦ କିମି X୧୭୭ କିମି କକ୍ଷପଥରେ ପରିକ୍ରମା କରୁଥିଲା। ତେବେ ୧୭ ଅଗଷ୍ଟ…