Category: new odia odisha
-
ଢେଙ୍କାନାଳ ମନ୍ତ୍ରୀଙ୍କ ସୂଚନା ଜାନୁଆରି ୧୫ ସୁଦ୍ଧା ସରିବ ଇ-କେୱାଇସି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଢେଙ୍କାନାଳ ମନ୍ତ୍ରୀଙ୍କ ସୂଚନା ଜାନୁଆରି ୧୫ ସୁଦ୍ଧା ସରିବ ଇ-କେୱାଇସି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଜାନୁଆରି ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ କାରଣରୁ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି।ଜାନୁଆରି ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ କାରଣରୁ ବୟସାଧିକ୍ୟ…
-
ଭାରତୀୟ ପଦାଦିକ ସେନାବାହିନୀରେ କାର୍ଯ୍ୟରତ୍ତ ରିଙ୍କୁ ସାମଲ ଙ୍କ ଦେହାନ୍ତ ଶେଷ ଦର୍ଶନ କଲେ ବିଜେଡି ପୂର୍ବତନ ସାଂସଦ ମହେଶସାହୁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜଣେ ଯବାନଙ୍କ ଦେହାନ୍ତ ହୋଇଯାଇଛି। ଖବରରୁ ପ୍ରକାଶ ଯେ, ରାସୋଳ ଥାନା ଅନ୍ତର୍ଗତ କୁନୁଆ ପଂଚାୟତର ବୁଦ୍ଧଦେବ ସାମଲଙ୍କ ପୁଅ ରିଙ୍କୁ ସାମଲ(୨୩) ଭାରତୀୟ ସେନା ବାହିନୀରେ ଆସାମ ରାଇଫଲସ ର ଯବାନ ଭାବରେ କାର୍ଯ୍ୟରତ୍ତ ଥିଲେ। ତେବେ ଘରକୁ ଛୁଟିରେ ଆସି ଚାକିରୀ କ୍ଷେତ୍ରକୁ ବାହାରୁଥିବା ବେଳେ…
-
ନିହାଲପ୍ରସାଦ ନିଁଶ୍ଚିତା ପାହାଡ଼ ରୁ ଚୋରାଚାଲାଣ କରୁଥିବା ୨0 ଟି ପଥର ଗାଡି ଭୁବନ ଥାନାରେ ଜବତ
ଗଁଦିଆ ବ୍ଲକର ନୀଚୀତା ପାହାଡ଼ ରୁ ଭୁବନ ଥାନାରେ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର ଓ ଗଁନ୍ଦିଆ ତହସିଲର ପିଙ୍ଗୁଆ, ଛାଟଖମ୍ଭ,ଛାଟିଆ ଆଦି ଅଞ୍ଚଳରୁ ଦୈନିକ ବେଆଇନ ଭାବେ ଟ୍ରକଗୁଡିକ ଯାଉଛନ୍ତି।ଭୁବନ: ଭୁବନ ଥାନାରେ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ। ରାଇଗୋଡା ଗ୍ରାମ ନିକଟ କଳା ମୁଗୁନି ଖଣିରୁ ଦୈନିକ ଶହ ଟ୍ରକ ପଥର ଚାଲାଣ ହେଉଥିବା ଜଣାଯାଇଛି।ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର…
-
ସଦର ବ୍ଲକ ଚାଉଳିଆ ଗ୍ରାମର ସ୍ୱାସ୍ଥ୍ୟ କେନ୍ଦ୍ର ର ଅବ୍ୟଵେବସ୍ତା ଯାତୟlତ ଠପ
ସଦର ବ୍ଲକର ଚାଉଳିଆ ଗ୍ରାମର ଗୋଷ୍ଠି ସ୍ଵାସ୍ଥ୍ୟରେ କେନ୍ଦ୍ର ରେ ଅଵ୍ୟ ଵେବସ୍ଥା ଠପ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମ ରେ ଥିବା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ୮/୧୦ ଟି ଗ୍ରାମ ର ଲୋକ ନିର୍ଭର କରନ୍ତି ଏବଂ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଦିନ ଖୋଲା ରହେ ଓ ପ୍ରତିଦିନ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ରୋଗୀ ଆସନ୍ତି । ଏବଂ ମାସର ପ୍ରଥମ…
-
ମାନ୍ୟବର ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ Krushna Chandra Patra ଙ୍କୁମହିମା ଗାଦି ଯୋରନ୍ଦା ରୁ ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ଏକ ସରକାରୀ ବସ ଚଳାଚଳ ପାଇଁ ଯୋରନ୍ଦା ଅଞ୍ଚଳ ବାସୀଙ୍କ ତରଫରୁ ଦାବି ପତ୍ର ପ୍ରଦାନ……#joranda #MahimaGadi #to #sikhetrapuri #Bus
-
ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଆଜିର ରାଶିଫଳ
ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…ମେଷ:– ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ। ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ। ଅମଲାତନ୍ତ୍ର…
-
ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ
ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ ଢେଙ୍କାନାଳ ରେ ଗତ କାଲି ବିଜେଡି ପାଳିବାର ଥିଲା ସଦର ବ୍ଲକର କାଇମାଟି ଠାରେ ରାସ୍ତା ଶୋଚନୀୟ ଥିବାରୁ ଜିଲ୍ଲା ର ଟାଉନ ହଲ ଠାରେ ପ୍ରତିଷ୍ଠା ଦିବସ ରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଓ ତାଙ୍କର ସମସ୍ତ କର୍ମକର୍ତା ସହଯୋଗ ଦେଇ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ
-
ଫୁଣି ମନ୍ତ୍ରୀ ଙ୍କୁ ମିଳିଲା ଆଉ ୨ ଜିଲ୍ଲା ଦାୟିତ୍ୱ
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରଯୁକ୍ତ Krushna Chandra Patra ଙ୍କୁ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ପ୍ରଭାରୀ ଦାୟିତ୍ଵ ମିଳି ଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ….#KrushnaChandraPatra #Angul #Sambalpur #Prabhari
-
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଦେହାନ୍ତ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଦେହାନ୍ତ । ହଠାତ ମନମୋହନଙ୍କ ସ୍ୱାସ୍ତ୍ୟ ଅବସ୍ଥା ବିଗିଡିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମ୍ସର ଜରୁରୀକାଲିନ ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେଗତ କାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଛି । ଓଁ ଶାନ୍ତି 🙏💐🙏
-
କାବରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ
କାବରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ ରିପୋଟର -ତାପସଦାସ ଢେଙ୍କାନାଳ କାବେରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ମେଟ୍ରିକ ଵ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଚିରୁଳେଇ ସ୍ଥିତ ଅକ୍ଷୟ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ଔପଢୌକାନ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଇହଲୀଳା ତ୍ୟାଗ କରିଥିବା ଗୁରୁଜୀ ଓ ସହପାଠୀ ସହପାଠିନୀ…