Category: new odia odisha
-
ପ୍ରତି ସ୍କୁଲ ଗୁଡିକରେ ଗଣଶିକ୍ଷା ବିଭାଗ ପକ୍ଷରୁ ମୋବାଇଲ ମନା
ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଶ୍ରେଣୀରେ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ତେବେ ଅନେକ ସମୟରେ ଶ୍ରେଣୀକକ୍ଷରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଏ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିଦ୍ୟାଳୟରେ ଶ୍ରେଣୀକୁ ଯିବା ପୂର୍ବରୁ ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ନିକଟରେ ସେମାନଙ୍କର ମୋବାଇଲ ଦାଖଲ କରିବେ। ପ୍ରଧାନଶିକ୍ଷକଙ୍କ ନିକଟରେ ଏକ ତାଲିକା ରହିବ। ଯେଉଁଥିରେ ଶିକ୍ଷକଙ୍କ ମୋବାଇଲ ଦାଖଲ କରିବାର ସମୟ…
-
ବିଶ୍ୱ ଜଗନ୍ନାଥ ସଂସ୍କୃତି ଓ ସଂକ୍ରିତନ ପରିଷଦର ବୈଠକ ଅନୁଷ୍ଠିତ
ବିଶ୍ବ ଜଗନ୍ନାଥ ସଂସ୍କୃତି ଓ ସଂର୍କୀତନ ପରିଷଦର ବୈଠକ ଅଦ୍ୟ ତା ୨୪/୦୮/୨୦୨୪ ଶନିବାର ଦିନ ଦିବା ୧୨ ଘଟିକା ସମୟରେ ବିଶ୍ବ ଜଗନ୍ନାଥ ସଂସ୍କୃତି ଓ ସଂର୍କୀତନ ପରିଷଦର ଏକ ବୈଠକ ସ୍ଥାନୀୟ କୈବଲ୍ୟ ବଜାର ସ୍ଥିତ ଦଧିବାମନ ଜୀୟୁ ଭାଗବତ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଦିବାକର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ସଂର୍କୀତନକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପାଇଁ ପୂଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିରେ ଜଗନ୍ନାଥ…
-
ଭର୍ତ୍ତା କୁ ନେଇ ଗାଁ ଓ ପଞ୍ଚାୟତ ରେ ଜମିବ ରାଜନୀତି, ଆଜିଠୁ ବିଜେଡି ର ଜlଗରଣ ଅଭିଯାନ
ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି, ଆଜିଠୁ ବିଜେଡିର ଜାଗରଣ ଅଭିଯାନ… ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି। ଆଜିଠାରୁ ଗାଁକୁ ଯିବ ବିଜେଡି। ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ। ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କେବଳ ୮୦ ବର୍ଷରୁ…
-
ଆମକୁ ସାଇଟ ଦିଅ ରେ ଆମେତ କପିଳାଶ ବାବା ଗାଇଲେ ଅlତିଣ୍ଡା ଵାଲା
ଓଁ ନମଃ ଶିବାୟ
-
#କେନ୍ଦୁଝର ପୋଲିସ ଉପରକୁ ଗୁଳିମାଡ଼
#ପୋଲିସ_ଉପରକୁ_ଗୁଳିମାଡ଼-କେନ୍ଦୁଝର: ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼-ପଣ୍ଡାପଡ଼ା ଥାନା ଅଞ୍ଚଳରେ ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ-ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କଲେ ଦୁର୍ବୃତ୍ତ-ପୋଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର-୩ଟି ଗୋରୁ ଭର୍ତ୍ତି ପିକ୍ଅପ୍ ଜବତ, ୨ ଫେରାର୍ ଥିବା ସୂଚନା#CowMafia #Firing #Police #Keonjhar
-
ମହାପ୍ରଭୁଙ୍କ ଶ୍ରୀମନ୍ଦିର ଭିତର ର ଫୋଟୋ ଭାଇରଲ ହୋଇଛି ଏହି ଲୋକ କରିଛନ୍ତି
ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ। ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫଟୋ ଅପଲୋଡ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫଟୋ ଅପଲୋଡ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି ଫଟୋ ଉଠିଲା ତାହା ତଦନ୍ତ ପାଇଁ ଦାବି ହୋଇଛି।ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼…
-
ସରକାର ଙ୍କ କଳି ରେ ବଳିପଡିଲା କପିଳାଶ ଶୈବପୀଠ
ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଠାକୁର ଉପାସ ଥିବା ଅଭିଯୋଗ ହୋଇଛି। ଦୁଇଦିନ ହେବ ଶ୍ରୀଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ। ଏପରିକି ଠାକୁରଙ୍କ ରୋଷଘରେ ତାଲା ଝୁଲୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ସ୍ବୀକାର ସହ ସମାଧାନ ହୋଇଥିବା ଦେବୋତ୍ତର ବିଭାଗ ସୂଚନା ଦେଇଛି। ସୁଆରଙ୍କ ଅସୁସ୍ଥତା ହେତୁ ସମସ୍ୟା ହୋଇଥିବା ଦେବୋତ୍ତର ଇନସ୍ପେକ୍ଟର କହିଛନ୍ତି
-
ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍, ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ’
ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍ । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ ।ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ଚାଉଳ ଉଠାଇବେ। ମେସିନ୍ରେ କାର୍ଡ ଗଳାଇଲେ ସେଥିରୁ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ବରରେ ଆରମ୍ଭ କରାଯିବ।ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍ । ଗ୍ରେନ ଏଟିଏମ ବ୍ୟବସ୍ଥା ଦେଶରେ ୨୦୧୮ ମସିହାରୁ ଆରମ୍ଭ ହୋଇଛି।ପ୍ରଥମେ ଏହା ହରିୟାଣାରେ…
-
ପାନବରଜର_ପୋଲିଂ_ବୁଥ୍!.**ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ହସଖୁସିରେ ଯାଇ ଭୋଟ୍ ଦେଉଛନ୍ତି ଭୋଟର । ଦେଖନ୍ତୁ, ଏହି ନିଆରା ପୋଲିଂ ବୁଥ…!.*
ପାନବରଜର_ପୋଲିଂ_ବୁଥ୍!.**ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ହସଖୁସିରେ ଯାଇ ଭୋଟ୍ ଦେଉଛନ୍ତି ଭୋଟର । ଦେଖନ୍ତୁ, ଏହି ନିଆରା ପୋଲିଂ ବୁଥ…!.*
-
ପ୍ରିୟାଂଶୁ ବସରେ ଢେଙ୍କାନାଳ ରେ ଲାଗିଲା ନିଆଁ
ପ୍ରିୟାଂଶୁ ବସ ରେ ଲାଗିଲା ନିଆଁ ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍ଟି ରାଜପଥ ଉପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ବସ୍ର ନିଆଁକୁ କାବୁ କରାଯାଇଥିବା ଜଣାଯାଇଛି।…