Category: Uncategorized
-
“କାରଗିଲ ବିଜୟ ଦିବସ” ର ୨୪ତମ ବର୍ଷ ପୂର୍ତ୍ତି ଅବସରରେ “ଅପରେସନ ବିଜୟ” ରେ ଭାରତ ମାତାର ବୀରପୁତ୍ର ଯେଉଁମାନେ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରି ମୋର ହୃଦୟର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶ୍ରୀ Mahesh Sahoo ମାନ୍ୟବର ଲୋକପ୍ରିୟ ସାଂସଦ ଢେ଼ଙ୍କାନାଳ.#KargilVijayDiwas #OperationVijay#JaiHind
“କାରଗିଲ ବିଜୟ ଦିବସ” ର ୨୪ତମ ବର୍ଷ ପୂର୍ତ୍ତି ଅବସରରେ “ଅପରେସନ ବିଜୟ” ରେ ଭାରତ ମାତାର ବୀରପୁତ୍ର ଯେଉଁମାନେ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରି ମୋର ହୃଦୟର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶ୍ରୀ Mahesh Sahoo ମାନ୍ୟବର ଲୋକପ୍ରିୟ ସାଂସଦ ଢେ଼ଙ୍କାନାଳ.#KargilVijayDiwas #OperationVijay#JaiHind
-
ଭୁବନ ଲତାବିଲ କାଉଣ୍ଟରରେ ଚାନ୍ଦା ମାଗି ମାଡ଼ ଖାଇଚି ନିଜକୁ ସାମ୍ବାଦିକ କହୁଥିବା ଏ ଟଆଉଟରଯଦି କେହି ଆକୁ ଚାନ୍ଦା ମାଗିବାର ଦେଖନ୍ତି ତ ଯାହା କରିବା କଥା କରନ୍ତୁ ବହୁତ ଲୋକଙ୍କୁ ଡରେଇ ହଇରାଣ କରି ଟଙ୍କା ଆଣିଛି ବୋଲି ଏବେ ସବୁ କହିଲେଣି ଆ ଓପରେ ନଜର ରଖନ୍ତୁ ଏ ସୁପର ଡହରା ଟାଏ ମିଛ କହିବାରେ ଧୁରନ୍ଧର ଇଏ
ଭୁବନ ଲତାବିଲ କାଉଣ୍ଟରରେ ଚାନ୍ଦା ମାଗି ମାଡ଼ ଖାଇଚି ନିଜକୁ ସାମ୍ବାଦିକ କହୁଥିବା ଏ ଟଆଉଟରଯଦି କେହି ଆକୁ ଚାନ୍ଦା ମାଗିବାର ଦେଖନ୍ତି ତ ଯାହା କରିବା କଥା କରନ୍ତୁ ବହୁତ ଲୋକଙ୍କୁ ଡରେଇ ହଇରାଣ କରି ଟଙ୍କା ଆଣିଛି ବୋଲି ଏବେ ସବୁ କହିଲେଣି ଆ ଓପରେ ନଜର ରଖନ୍ତୁ ଏ ସୁପର ଡହରା ଟାଏ ମିଛ କହିବାରେ ଧୁରନ୍ଧର ଇଏ
-
ଢେଙ୍କାନାଳ : ଅନେକ ଦିନରୁ ସରିଗଲାଣି ନିର୍ବାଚନ । କିନ୍ତୁ ଏଯାଏଁ ଯାଇନି ରାଗ । ଆଉ ସରିନାହିଁ ନିରୀହ ଭୋଟରଙ୍କ ଉପରେ ପ୍ରତିଶୋଧ । ଏପରି କି ବିଜୟୀ ସରପଞ୍ଚ ସମର୍ଥକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ କରିଛନ୍ତି ଆକ୍ରମଣ । ଆଉ ଗାଁରେ ରଖାଇ ଦେବୁ ନାହିଁ ବୋଲି ଦିଆଯାଇଛି ଧମକ । ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଅନେକ ଦିନରୁ ସରିଲାଣି ନିର୍ବାଚନ, ଭୟଭୀତ ଗ୍ରାମବାସୀ ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥଏ ସଂକ୍ରାନ୍ତରେ ଆକ୍ରମଣର ଶିକାର ହୋଇ ଭୟଭୀତ ଅବସ୍ଥାରେ ଗୋଟିଏ ଗୋଷ୍ଠୀର ଲୋକେ ଆଜି ଢେଙ୍କାନାଳ ଏସପିଙ୍କୁ ସୁରକ୍ଷା ପାଇଁ ଦାବି ପତ୍ର ଦେଇଛନ୍ତି ।ତେବେ ଉକ୍ତ ଟୋଲକଲୁଣ୍ଡି ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆଉ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ସଜାଗ ଅଛି ବୋଲି ପ୍ରତିକ୍ରିୟାରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି। ମାତ୍ର ଗାଁରେ ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପାଲଟା ଗତ ୨୦ତାରିଖରେ ଘର ମାନଙ୍କରେ ପଶି ନିର୍ଧୁମ ମାଡ଼ ମାରିଥିବା ସହ ଗାଁ ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି ବୋଲି ଆକ୍ରମଣର ଶିକାର ଗ୍ରାମବାସୀ ଗୁହାରି କରିଛନ୍ତି । ଫଳରେ ସ୍ଥାନୀୟ ନିହଲ ପ୍ରସାଦ ପୁଲିସ ନିଷ୍କ୍ରିୟତା ନେଇ ଏହି ଲୋକ ମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଉଠାଇ ଏସ ପିଙ୍କ ପାଖକୁ ସୁରକ୍ଷା ପାଇଁ ଦାବି କରିଛନ୍ତି।
ଢେଙ୍କାନାଳ : ଅନେକ ଦିନରୁ ସରିଗଲାଣି ନିର୍ବାଚନ । କିନ୍ତୁ ଏଯାଏଁ ଯାଇନି ରାଗ । ଆଉ ସରିନାହିଁ ନିରୀହ ଭୋଟରଙ୍କ ଉପରେ ପ୍ରତିଶୋଧ । ଏପରି କି ବିଜୟୀ ସରପଞ୍ଚ ସମର୍ଥକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ କରିଛନ୍ତି ଆକ୍ରମଣ । ଆଉ ଗାଁରେ ରଖାଇ ଦେବୁ ନାହିଁ ବୋଲି ଦିଆଯାଇଛି ଧମକ । ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ…
-
ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ l**▪️ଏବେ ୧୨ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ l**▪️ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଲା l*
ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ l**▪️ଏବେ ୧୨ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ l**▪️ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଲା l*
-
ତଣ୍ଟି ଦରଜ ରୋଗୀକୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତରଢେଙ୍କାନାଳ ଶହରାଞ୍ଚଳସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ସହର ର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁନାକରୁ ପାଣି ଗଡ଼ିବା ସହ ତଣ୍ଟି ଦରଜହୋଇଥିଲା, ଗତକାଲି ସେ ଝିଅକୁ ନେଇ ବାଜିଚୌକି ଠାରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ, ଡାକ୍ତର ତାଙ୍କୁ ଦେଖି ଔଷଧ ଲେଖି ଦେଇଥିଲେ, ଏକ କଫସିରଫ ଓ ୨ ପ୍ରକାର ଟାବଲେଟ ଦେଇଥିଲେ, ହେଲେ କୋଣସି କାରଣରୁ ସନ୍ଦେହ ହେବାରୁ ସେ ଏକ ଔଷଧ ଦୋକାନ ରେ ଔଷଧ ନେଇ ଦେଖାଇଥିଲେ, ଔଷଧ ଦୋକାନୀ ଏହା ତଣ୍ଟି ଦରଜ ନୁହେଁ ପେଟଦରଜ ପାଇଁ ଔଷଧ ଦେଇ ଦେଇଥିଲେ ବୋଲି ଜଣାପଡିଛି,ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ
ତଣ୍ଟି ଦରଜ ରୋଗୀକୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତର ଢେଙ୍କାନାଳ ଶହରାଞ୍ଚଳସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ସହର ର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁନାକରୁ ପାଣି ଗଡ଼ିବା ସହ ତଣ୍ଟି ଦରଜହୋଇଥିଲା, ଗତକାଲି ସେ ଝିଅକୁ ନେଇ ବାଜିଚୌକି ଠାରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ, ଡାକ୍ତର ତାଙ୍କୁ ଦେଖି ଔଷଧ ଲେଖି ଦେଇଥିଲେ, ଏକ କଫସିରଫ ଓ ୨ ପ୍ରକାର ଟାବଲେଟ ଦେଇଥିଲେ, ହେଲେ କୋଣସି…
-
ନଗିଆପଶି ପଞ୍ଚାୟତ ରେ ଆମର ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କର ଜନସମ୍ପର୍କ ଅଭିଯାନ Krushna Patra Krushna Chandra Patra Dharmendra Pradhan Narendra Modi
ନଗିଆପଶି ପଞ୍ଚାୟତ ରେ ଆମର ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କର ଜନସମ୍ପର୍କ ଅଭିଯାନ Krushna Patra Krushna Chandra Patra Dharmendra Pradhan Narendra Modi
-
ଯୋରନ୍ଦା ସେକ୍ସନ ଅlତିଣ୍ଡା ଗ୍ରାମରେ ଦନ୍ତା ବୁଲୁଥିବା ସୂଚନା ଗ୍ରାମବାସୀ ଭୟଭୀତ
ଅlତିଣ୍ଡା ଗ୍ରାମରେ ଦନ୍ତାହାତୀ କୁ ଦେଖି ଗ୍ରାମବାସୀ ଭୟଭୀତ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀରେଞ୍ଜ ଯୋରନ୍ଦା ସେକ୍ସନ ଅlତିଣ୍ଡା ଗ୍ରାମରେ ବୁଲୁଛି ଦନ୍ତା ଗ୍ରାମବାସୀ ଭୟଭୀତ ଆକୁ ଶୁଣିବ କିଏ ପ୍ରତେକ ଦିନ ଭଳି ଆଜିବି ଶାଗୁଆନ ବଣି ରେ ଦନ୍ତା ବୁଲୁଥିବା ଦେଖି ଲୋକେ ଭୟ ରେ ରହୁଛନ୍ତି,
-
ବଢୁଛି ହୀରାକୁଦ ଜଳଭଣ୍ଡାର: ଏବେ 614 ଫୁଟ ରହିଛି ଜଳସ୍ତରସ୍ଥାନ – ଅତାବିରା — ସମ୍ବଲପୁର (ହୀରାକୁଦ )DT.22/07/2023ରିପୋର୍ଟ ସୁଜିତ କୁମାର ଦାଶ AVOSlug -ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି | ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଜି ସନ୍ଧ୍ୟା 6ଟା ସୁଦ୍ଧା ଜଳସ୍ତର 614 ଫୁଟ ରହିଛି | ଏହି ସମୟରେ ଜଳଭଣ୍ଡାରକୁ 64 ହଜାର 800 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 40 ହଜାର 725 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୨୩ ତାରିଖ ଦିନ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିଥିବା ନେଇ ଆକଳନ କରାଯାଉଛି। ଆଉ ଏହାକୁ ଦୃଷ୍ଟି ରେ ରଖି ଆସନ୍ତାକାଲି ହିଁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବ । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍।ଗତବର୍ଷ ୧୮ ଜୁଲାଇରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍ ରହିଥିଲା। ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କୁହାଯାଇଛି | ଆଉ ଏନେଇ ହୀରାକୁଦ କର୍ତ୍ତୃପକ୍ଷ ବର୍ତ୍ତମାନ ମାଇକ ଯୋଗେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଉଛନ୍ତି | ପାଣି ଛଡାଯିବାବେଳେ କେହି ଯେମିତି ମହାନଦୀକୁ ନ ଯିବେ ସେନେଇ ସତର୍କ କରାଯାଉଛି |
-
ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୟୁନିଟର ଏକ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ ସୂଚନା ମିଳିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡିଛି । ମାତ୍ର ଦୁର୍ଘଟଣାରେ କେହି ଆହତ ହୋଇନଥିବା କାରଖାନା ପକ୍ଷରୁ ସୂଚନା ଦିଆଯାଇଛି ।କାରଖାନାର ଏସଏମଏସ ୟୁନିଟ୍ର ୧ବି୪ ଫର୍ଣ୍ଣେସ୍ଟି ଲିକ୍ ହେବାରୁ ନିଆଁ ଧରିଥିଲା । ଫଳରେ କାରଖାନାର ଅଗ୍ନି ନିର୍ବାପକ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଥିବା ଜଣାପଡିଛି । ଉକ୍ତ ଅଘଟଣ ସମୟରେ ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ ବୋଲି ସୂଚନା ମିଳିଛି ।
ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୟୁନିଟର ଏକ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ…
-
ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ,ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନୋଉତର ପ୍ରତିଯୋଗିତା କାର୍ଯ୍ୟକର୍ମ କରାଇ ପୁରସ୍କାର ବିତରଣ କରିଥିଲେ, ଏହି ଉତ୍ସବ ରେବ୍ୟାଙ୍କ ପରିଚାଳିକା ଶ୍ରୀମତୀ ପ୍ରିୟଙ୍କା ପଟ୍ଟନାୟକ ବ୍ୟାଙ୍କିଙ୍ଗ ସେବା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକ ପାତ କରାଇଥିଲେ,ଅପରାହ୍ନ ରେ ଢେଙ୍କାନାଳ ରେ ଅବସ୍ଥିତ ବ୍ୟାଙ୍କ ଅଫ ବରୋଦା ର ମୁଖ୍ୟ ଶାଖା ତଥା କୁଞ୍ଜକାନ୍ତ ଶାଖାର ମିଳିତ ଉଦ୍ୟମରେ ଗୋବିନ୍ଦପୁରସ୍ଥିତଜୀବନ ଜୋତି ଅନଗ୍ରସର ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ କରାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ଉତ୍ସାହ ବଢ଼ାଇବାର ପ୍ରୟାସ କରିବାସହିତ ବିଦ୍ୟାଳୟକୁ 0୫ଗୋଟି ଫ୍ୟାନ ସହାୟତା ପ୍ରଦାନ କରିଥିଲେ,ଏଥି ସହିତ ମୁଖ୍ୟପରିଚାଳକ ସଂଗ୍ରାମକେଶରୀ ବେହେରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଏବଂ ବରିଷ୍ଠ ପରିଚାଳକ ସନ୍ଦୀପ କୁମାର ମହାରଣା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସlହିତ କରିବା ସହିତ ବ୍ୟାଙ୍କିଙ୍ଗ ସେବା ବୃତ୍ତି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ,ଢେଙ୍କାନାଳ ରୁ ଭୋଜରାଜ ସାହୁ ଙ୍କ ରିପୋର୍ଟ ନିଉ ଓଡ଼ିଆ ଓଡିଶା
ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ, ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର…