• ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍‌, ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ’

    ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌ । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍‌ ।ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ଚାଉଳ ଉଠାଇବେ। ମେସିନ୍‌ରେ କାର୍ଡ ଗଳାଇଲେ ସେଥିରୁ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ବରରେ ଆରମ୍ଭ କରାଯିବ।ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍‌ । ଗ୍ରେନ ଏଟିଏମ ବ୍ୟବସ୍ଥା ଦେଶରେ ୨୦୧୮ ମସିହାରୁ ଆରମ୍ଭ ହୋଇଛି।ପ୍ରଥମେ ଏହା ହରିୟାଣାରେ…

  • ପାନବରଜର_ପୋଲିଂ_ବୁଥ୍!.**ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ହସଖୁସିରେ ଯାଇ ଭୋଟ୍ ଦେଉଛନ୍ତି ଭୋଟର । ଦେଖନ୍ତୁ, ଏହି ନିଆରା ପୋଲିଂ ବୁଥ…!.*

    ପାନବରଜର_ପୋଲିଂ_ବୁଥ୍!.**ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ହସଖୁସିରେ ଯାଇ ଭୋଟ୍ ଦେଉଛନ୍ତି ଭୋଟର । ଦେଖନ୍ତୁ, ଏହି ନିଆରା ପୋଲିଂ ବୁଥ…!.*

  • ପ୍ରିୟାଂଶୁ ବସରେ ଢେଙ୍କାନାଳ ରେ ଲାଗିଲା ନିଆଁ

    ପ୍ରିୟାଂଶୁ ବସ ରେ ଲାଗିଲା ନିଆଁ ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍ଟି ରାଜପଥ ଉପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ବସ୍ର ନିଆଁକୁ କାବୁ କରାଯାଇଥିବା ଜଣାଯାଇଛି।…

  • ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି

    ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି ମହିଳା ଭୋଟର୍‌ଙ୍କୁ କେଜ୍ରିୱାଲଙ୍କ ନୂଆ ସ୍ଲୋଗାନ। କହିଲେ, ଘରେ ଯଦି ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ତେବେ ତାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ୨୪ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏଭଳି କଥା କହିଛନ୍ତି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

  • ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି

    ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜାପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ। ଗତକାଲିର କାର୍ଯ୍ୟକ୍ରମରେ ସେ ମହିଳାମାନଙ୍କୁ କହିଛନ୍ତି, ‘ଅନେକ ପୁରୁଷ ଏବେ ମୋଦି ନାମ ଜପ କରୁଛନ୍ତି। ସେମାନଙ୍କୁ ଆପଣ ଠିକ୍‌ କରିପାରିବେ। ଯେଉଁମାନଙ୍କ ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ସେମାନେ ସ୍ୱାମୀଙ୍କୁ ଖାଇବାକୁ ଦିଅନ୍ତୁନି। ଆମ୍‌ ଆଦମୀ ପାର୍ଟିକୁ ସମର୍ଥନ କରିବା ପାଇଁ ପରିବାର ଲୋକଙ୍କୁ କୁହନ୍ତୁ। ଏମିତିକି ଆପ୍‌କୁ ସମର୍ଥନ କରିବା…

  • ଟେକ୍ନୋଲୋଜି ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ: ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଉଡ଼ନ୍ତା ଟାକ୍ସି

    ବିଶ୍ୱଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏହି ସମୟରେ ଏବେ ଖୁବ ଶୀଘ୍ର ଆସିବାକୁ ଯାଉଛି ଉଡନ୍ତା ଟାକ୍ସି । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା…

  • ଢେଙ୍କାନାଳ ନାବାଳିକା ଛାତ୍ରୀ ବୀଭତ୍ସ ହତ୍ୟା : ସମ୍ପର୍କୀୟ ଭାଇ ସମେତ ୨ ଗିରଫ

    ଢେଙ୍କାନାଳ ୫।୩: ଚର୍ଚ୍ଚିତ ଢେଙ୍କାନାଳ ନାବାଳିକା କଲେଜ ଛାତ୍ରୀ ହତ୍ୟା ଘଟଣାର ୪ ଦିନ ପରେ ଅତି ରହସ୍ୟ ଜନକ ଭାବେ ହତ୍ୟା ରହସ୍ୟ ପଦାକୁ ଆଣିଛି ଢେଙ୍କାନାଳ ପୋଲିସ । ଢେଙ୍କାନାଳ ଏସପିଙ୍କ ପକ୍ଷରୁ ଏକ ପ୍ରେସମିଟରେ ଏହି ହତ୍ୟାକାଣ୍ଡର କାହାଣୀ ବଖାଣିଛନ୍ତି ଏସପି ମଡକର ସନ୍ଦୀପ ସମ୍ପଦ । ମୃତ ଛାତ୍ରୀର ପରିବାର ସହିତ ବଡ ବାପାଙ୍କ ପରିବାରର ଜାଗା ବାଡ଼ି ବିବାଦ ରହିଥିଲା ।ତାଙ୍କ ଝିଅ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟକୁ ଲୁଚାଇ ପ୍ରକୃତ…

  • ବଢୁଛି ବିଜେପି ସଦସ୍ୟ

    ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ବିଜେପି ରେ ଯୋଗଦେଲେ ଢେଙ୍କାନାଳ ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁ । ଶତାଧିକ କର୍ମୀଙ୍କ ସହ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦାନ । ସ୍ଥାନୀୟ ନେତାଙ୍କ ଉପରେ ଅସନ୍ତୋଷ ଦର୍ଶାଇ ଅଳ୍ପକିଛି ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା । #DhenkanalUpdate

  • ଗୁଳିମାଡ଼ କରି ସୁନା ବ୍ୟବସାୟୀଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହ ସାଢେ ୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଲୁଟିନେଲେ

    ଢେଙ୍କାନାଳ : ଗୁଳିମାଡ଼ କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ଢେଙ୍କାନାଳ ରାସୋଳ ଥାନା କଦଳୀପାଳ ଗାଁ ନିକଟରେ ସୁନା ବ୍ୟବସାୟୀଙ୍କୁ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗୁଳିମାଡ଼ । ନଗଦ୧ ଲକ୍ଷ ଟଙ୍କା, ସାଢେ ୩ ଲକ୍ଷ ଟଙ୍କାର ସୁନା ଗହଣା ସହ ନିଜେ ପିନ୍ଧିଥିବା ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ। କଟକରୁ ସୁନା ନେଇ ଅନଗୁଳ ଫେରୁଥିବା ବେଳେ ୨ ଜଣ ଯୁବକ ଏକ କଳା ରଙ୍ଗର ପଲସରରେ ଆସି ଫାୟାରିଂ କରିଥିଲେଗୁଳିଟି ତାଙ୍କ…

  • ସୋମବାର ରାଶିଫଳ (୧୯-୦୨-୨୦୨୪

    ମିଥୁନ: ଦିନଟି ଶୁଭଫଳ ପ୍ରଦାନ କରିବ। ଆର୍ଥିକ ମାମଲାରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍କଟ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ ମେଷ: ପାରିବାରିକ ସମସ୍ୟା ଦେଖାଦେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା…

Design a site like this with WordPress.com
Get started