-
ବୁଧବାର 24ତାରିଖ ରାଶିଫଳ
ମେଷ: ବ୍ୟବସାୟ ଲାଭଜନକ ରହିବ। ଘରକୁ ଅତିଥିଙ୍କ ଆଗମନ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ପରିବାରର ସହଯୋଗ ମିଳିବ। ବୃଷ: ଦିନଟି ଯନ୍ତ୍ରଣାଦାୟକ ରହିବ। କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ। ଅର୍ଥ ନିବେଶ ଲାଗି ଉପଯୁକ୍ତ ସମୟ। କୌଣସି କାମ ସମସ୍ୟା ସୃଷ୍ଟି କରିବ। ଧାର କରଜରୁ ନିବୃତ୍ତ ରହିବେ। ମିଥୁନ: ଜୀବନସାଥୀଙ୍କ ପାଇଁ କୌଣସି ନୂଆ ଜିନିଷ କିଣିବେ। ବନ୍ଧୁଙ୍କ ସହ ବ୍ୟବସାୟ…
-
ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ, ଢେଙ୍କାନାଳ
୨୪ ଜାନୁଆରୀ ୨୦୨୪( ନିଉଜ ଓଡ଼ିଆ ଓଡିଶା ) ଢେଙ୍କାନାଳ :- ଜିଲ୍ଲାରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l ଏଥିରେ ମାନ୍ୟବର ସଦର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଜିଲ୍ଲାରେ କୃଷି ଉତ୍ପାଦନ କୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଅଧିକ ସମନ୍ଵୟ ରଖି ଜଳସେଚନ ଓ କୃଷି କାର୍ଯ୍ୟ ଆଗେଇ…
-
*🔰ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା*🔶ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ଏନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି।🔶୧ କୋଟି ଲୋକଙ୍କ ଘର ଛାତରେ ଲାଗିବ ସୋଲାର ସିଷ୍ଟମ୍।🔶ଗତକାଲି ଦିଲ୍ଲୀରେ ଆୟୋଜିତ ବୈଠକରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
*🔰ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା* 🔶ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ଏନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। 🔶୧ କୋଟି ଲୋକଙ୍କ ଘର ଛାତରେ ଲାଗିବ ସୋଲାର ସିଷ୍ଟମ୍। 🔶ଗତକାଲି ଦିଲ୍ଲୀରେ ଆୟୋଜିତ ବୈଠକରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
-
ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୭୫-୮୦ମାଟ୍ରିକ ବ୍ୟାଚ ର ପୂରାତନ ଛାତ୍ରଛାତ୍ରୀ ମାନଙ୍କର ୨ୟ “ବନ୍ଧୁ ମିଳନ” ଉତ୍ସବ ସ୍ଥାନୀୟ ଢେଙ୍କାନାଳ ରାଜବାଟି ଠାରେ
ଆଜି ତା୨୧/୧/୨୪ ରିଖ (ରବିବାର) ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୭୫-୮୦ ମାଟ୍ରିକ ବ୍ୟାଚ ର ପୂରାତନ ଛାତ୍ରଛାତ୍ରୀ ମାନଙ୍କର ୨ୟ “ବନ୍ଧୁ ମିଳନ” ଉତ୍ସବ ସ୍ଥାନୀୟ ଢେଙ୍କାନାଳ ରାଜବାଟି ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ୬୫ ଜଣ ପୁରାତନ ବନ୍ଧୁ ତଥା ବାନ୍ଧବୀ ଯୋଗଦାନ କରିଥିଲେ। ଦିନ ୧୦ଟା ପରଠାରୁ ବନ୍ଧୁ ମାନଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ଓଡ଼ିଆ ଓ ହିନ୍ଦୀ ସୁଗମ ସଙ୍ଗୀତ ର ତାଳେ ତାଳେ…
-
: ପୁଲିସ ଥାନା, ବନ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ପଡ଼ି ରହିଥିବା ଜବତ ଗାଡ଼ିକୁ ଉଠାଇବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗାଡ଼ି ଗୁଡ଼ିକ ନଷ୍ଟ ହେବା ପୂର୍ବରୁ ଫେରାଇବା ପାଇଁ ନିଷ୍ପତି ନିଆଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ନିୟମ ଆଣନ୍ତୁ ବୋଲି ପରିବହନ କମିଶନରଙ୍କୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ ।
ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଲିସ ଥାନା ପରିସରରେ ପଡିଥିବା ଗାଡି ନଷ୍ଟ ହେବା ପୂର୍ବରୁ ଫେରାଇବାକୁ ନିଆଯାଉ ପଦକ୍ଷେପ ।: ପୁଲିସ ଥାନା, ବନ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ପଡ଼ି ରହିଥିବା ଜବତ ଗାଡ଼ିକୁ ଉଠାଇବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗାଡ଼ି ଗୁଡ଼ିକ ନଷ୍ଟ ହେବା ପୂର୍ବରୁ ଫେରାଇବା ପାଇଁ ନିଷ୍ପତି ନିଆଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ନିୟମ…
-
ପୌରପରିଷଦ ର ପୌରଧ୍ୟକ୍ଷା ଜୟନ୍ତୀପାତ୍ର ଙ୍କ କୁଞ୍ଜକାନ୍ତ ଠାରୁ ବାଜିଚୌକି ପର୍ଯ୍ୟନ୍ତ ରାମ ଭକ୍ତ ଙ୍କ ସହ ନିର୍ମନ୍ତ୍ରଣ ବଣ୍ଟନ
ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଅଯୋଧ୍ୟା ନଗରୀ ରେ ନବ ନିର୍ମିତ ମନ୍ଦିର ର ଜାନୁୟାରୀ ୨୨ ତାରିଖରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଢେଙ୍କାନାଳ ପୌରପରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଙ୍କ ନେତୃତ୍ୱ ରେ ଢେଙ୍କାନାଳ ର କୁଞ୍ଜକାନ୍ତ ଠାରୁ ବାଜିଚଉକ ଛକ ପର୍ଯ୍ୟନ୍ତ ଏକ ବିଶାଳ ରାମ ଲହର ଜାଗରଣ ଯାତ୍ରା କରି ରାମ ଭକ୍ତଙ୍କ ସହିତ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଗଲା ll🙏…
-
ଢେଙ୍କାନାଳ ପାତ୍ର ଏଜେନ୍ସି ରେ ଜିଏଷ୍ଟି ର ରେଡ ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ
ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ରେଡ, ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ତନାଘନା ଚଢ଼ାଉ ଜାରି ରହିଛି । ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳ ପକ୍ଷରୁ ଏହି ଚଢାଉ କରାଯାଉଛି । ବାଜି ଚୌକ ଛକ ନିକଟରେ ଥିବା ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଏହି ଚଢାଉ କରାଯାଇଛି । ଢେଙ୍କାନାଳ ସହରର ବାଜିଚୌକ ଏବଂ ଜଗନନଗର ସ୍ଥିତ ଗୋଦାମରେ ଜିଏସଟି ଟିମରେ ଆଠରୁ ଦଶଜଣ…
-
ପାତ୍ର ଏଜେନ୍ସି ରେ ଯିଏସଟି ରେଡ ଦୁଇଟି ଜୋତା ଗୋଦାମ ଉପରେ ଚଢ଼ାଉ
ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ରେଡ, ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ତନାଘନା ଚଢ଼ାଉ ଜାରି ରହିଛି । ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳ ପକ୍ଷରୁ ଏହି ଚଢାଉ କରାଯାଉଛି । ବାଜି ଚୌକ ଛକ ନିକଟରେ ଥିବା ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଏହି ଚଢାଉ କରାଯାଇଛି । ଢେଙ୍କାନାଳ ସହରର ବାଜିଚୌକ ଏବଂ ଜଗନନଗର ସ୍ଥିତ ଗୋଦାମରେ ଜିଏସଟି ଟିମରେ ଆଠରୁ ଦଶଜଣ…
-
କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା, ଇଞ୍ଜିନ୍ ସହ ୬ଟି ବଗି ଲାଇନ୍ଚ୍ୟୁତ
ଢେଙ୍କାନାଳ ୧୮।୧: ପୂର୍ବତଟ ରେଳପଥର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଲାଇନ୍ଚ୍ୟୁତ ହୋଇଛି । ଇଞ୍ଜିନ ସହିତ ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି ।କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା, ଇଞ୍ଜିନ୍ ସହ ୬ଟି ବଗି ଲାଇନ୍ଚ୍ୟୁତ
-
କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା, ଇଞ୍ଜିନ୍ ସହ ୬ଟି ବଗି ଲାଇନ୍ଚ୍ୟୁତ
ଢେଙ୍କାନାଳ ୧୮।୧: ପୂର୍ବତଟ ରେଳପଥର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଲାଇନ୍ଚ୍ୟୁତ ହୋଇଛି । ଇଞ୍ଜିନ ସହିତ ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି ।ଡୁବୁରୀ ବୁଢାପଙ୍କ ନୂଆ ଟ୍ରେନ୍ ଲାଇନ୍ର କମଳାଙ୍ଗ ଷ୍ଟେସନ ନିକଟସ୍ଥ ଭଗାମୁଣ୍ଡା ଠାରେ ଏହି ମାଲବାହୀ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଛି ।…