-
୨୦୨୪ ନୂତନ ବର୍ଷ ଏକ ସମ୍ଭାବନା ଓ ସଂକଳ୍ପ ର ବର୍ଷ ହେଉ ………..।ଆସନ୍ତା ୦୭.୦୧.୨୦୨୪ ରେ ମୋର ସମସ୍ତ ବନ୍ଧୁ , ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କର ଏକ” ବନ୍ଧୁ ମିଳନ” କାର୍ଯ୍ୟକ୍ରମ କୁ ସାଦର ନିମନ୍ତ୍ରଣ ।ସ୍ଥାନ: ସମ୍ବିତ ଇକୋ ଗାର୍ଡେନ, ନୂଆ ନାଗେନା,କପିଳାସ ,ଢେ଼ଙ୍କାନାଳ ।ସମୟ: ପୂର୍ବାହ୍ନ ୧୧.୩୦ ମିନିଟ।
-
ପାଣ୍ଡିଆନ ଙ୍କ ପାଖ ଲୋକ କିଏ ବବି ନାଁ ଡାନି #bjd #jajpurnews #jajpurodisha
https://youtube.com/shorts/Ldz_rVimfis?si=UGN0QqNeEBgVZeks
-
ବିଦ୍ୟୁତ୍ ଆଘାତରେ ହାତୀଛୁଆ ମୃତ: ତାର ବିଛାଇଥିବା ୨ ଗିରଫ
ଢେଙ୍କାନାଳ/ରାସୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରାସୋଳ ସେକ୍ସନ୍ ରାମପାଳ ବନ୍ଧ ନିକଟରୁ ଆଜି ସକାଳେ ଏକ ୫ ବର୍ଷର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଛୁଆଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।ପ୍ରକାଶ ଯେ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ହାତୀପଲ ରହିଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସୋଳ ଫରେଷ୍ଟର୍ ଶୁଭେନ୍ଦୁ ଭୂ୍ୟାଁଙ୍କ ସମେତ ଏକ…
-
ବିକାଶ ବିରୋଧୀଙ୍କୁ ଫୁଣି ତେରେଚ୍ଛା
ଢେଙ୍କାନାଳ : ବିକାଶ ବିରୋଧୀଙ୍କୁ ପୁଣି ତେରଚ୍ଛା ତୀର ମାରିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି, ବହୁତ ଲୋକ ଅଛନ୍ତି ଶ୍ରେୟ ନେବାକୁ କାମ କରନ୍ତି ।ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି, ସେଥିପାଇଁ କାମ ବନ୍ଦ କରିବାକୁ କିଛି ଲୋକ ଚେଷ୍ଟା କରନ୍ତି। ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ।…
-
ଆଗକୁ ସାଧାରଣ ନିର୍ବାଚନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଏବେ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ।ଆଗ ଯୋରନ୍ଦା ପରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମାଆ ସମଲେଇ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସୁକତେଲ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ଜିଲ୍ଲା ମାନ୍ୟତା ମିଳିବା ନେଇ ପ୍ରଶାସନିକ ପ୍ରକ୍ରିୟା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରି ଜିଲ୍ଲା ମାନ୍ୟତା ସଂପର୍କରେ ବିଧିବଦ୍ଧ ଘୋଷଣା କରିବେ
#ପୂରଣ_ହେବ_ଯୋରନ୍ଦାର_ସ୍ବପ୍ନ୩୫୦ ହାତର ମନ୍ଦିର ପରିସର । ପୂରଣ ହେବ ସାଧୁ ସନ୍ଥଙ୍କର ବହୁ ଦିନର ସ୍ବପ୍ନ । ଢେଙ୍କାନାଳ ଡେଇଁ ଯୋରନ୍ଦା ପାଇବ ଦେଶ ଓ ବିଦେଶରେ ସମ୍ମାନ । ମହିମା ପୀଠର ହେବାକୁ ଯାଉଛି ନବକଳେବର । କାୟାକଳ୍ପରେ ଆସିବ ପୂରା ପରିବର୍ତ୍ତନ। କାଲି ଯୋରନ୍ଦା ଯାଇ ୧୧୨ କୋଟି ଟଙ୍କା ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ସାଧାରଣ ନିର୍ବାଚନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଏବେ…
-
ମଧୁସାହୁପାଟଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଦେବେନ୍ଦ୍ର ଶତପଥି ସ୍ମାରକୀ ଉଚ୍ଚ ବିଦ୍ୟାଳୟ ରେ ନବୀନ ଓଡିଶା ଯୁବ ଓଡିଶା ର ନିଶନିବାରଣ ଓ ଯୌତିକ ବିରୋଧୀ ସଚେତନତା ରାଲି
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ର ନିଶା ନିବାରଣ ଓ ଯୌତୁକ ବିରୋଧୀ ସଚେତନତା ରାଲି କୋଇଲିପଙ୍ଗି ଠାରୁ ଆରମ୍ଭ କରି ଭାପୁର ଛକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭାପୁର କ୍ଲଷ୍ଟର ସି ଆର ସି ଶ୍ରୀଯୁକ୍ତ ନୃସିଂହ ପତି ଯୋଗଦେଇ ଯୌତୁକ ବିରୋଧୀ…
-
ଯାଜପୁର ଖବର -ବଡ଼ଚଣା ର ନିଖୋଜ ଭଉଣୀ ଯୋଗାଯୋଗ
*ଏଇ ଭଉଣୀ ଜଣକ ୩ଦିନ ହେବ କୁଆଡେ ନିଖୋଜ ଅଛନ୍ତି ।ଦୟାକରି ଯଦି କିଏ ଦେଖିବେ,contact no-8917511638,7064256008 ଜଣେଇବେ ନାମ-ମିତାଲି ଓଝା(ଦିପା) ଜିଲ୍ଳା-ଯାଜପୁର, ବ୍ଲକ-ବଡ଼ଚଣା,ବାଲିଚନ୍ଦ୍ରପୁର,ଗ୍ରାମ- ବାଲିପଦା- ଦୟାକରି ଆମେ ସମସ୍ତେ ମିଶିକି ଏଇ ଭଉଣୀ ଜଣକୁ ଖୋଜିବାରେ ସାହାଯ୍ୟ କରିବା,ଆଉ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିବା ଯେମିତି ଏ ଭଉଣୀ ଜଣକ ତାଙ୍କ ପରିବାର ଲୋକଙ୍କୁ ମିଲିଯିବେ😔😭🙏🙏 Plz ସମସ୍ତେ ସମସ୍ତଙ୍କ ସାହାଯ୍ୟ ଦରକାର ll*
-
କଳାବାଟ ଦେଇ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ପାଣ୍ଡିଆନ
ଗଳାବାଟ ଦେଇ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ପାଣ୍ଡିୟାନ ଦେବ ଦେବ ମହାଦେବଙ୍କ ବାହନ ହୋଇ ନନ୍ଦି ଯୋଉ ଅସାଧ୍ୟ ସାଧନ କରି ପାରୁଛନ୍ତି; ତାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ପ୍ରାୟ । ମହାଦେବଙ୍କ ବାହନ ହେବା ମଧ୍ୟ ସୌଭାଗ୍ୟର ବିଷୟ । ଏମିତି କୋଉ କାମ ପାଣ୍ଡିୟାନଙ୍କ ପକ୍ଷେ କଷ୍ଟକର ଯେ ତାଙ୍କୁ ବିଧାୟକ କି ସାଂସଦ ହେବାକୁ ପଡ଼ିବ । ବିଧାୟକ ଅବା ସାଂସଦ ହେଲେ ଦେହହାତରେ କାଦୁଅ ଲାଗିବା ସ୍ୱାଭାବିକ ।ମାତ୍ର ମହାଦେବଙ୍କ ନାମକୁ ପାଟିରେ…
-
ସିଲିଣ୍ଡର ଫାଟି ଯୁବକ ଜୀବନ୍ତ ଦଗ୍ଧ
ଢେଙ୍କାନାଳ: ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ଉତ୍ତର ମଧୁବନ ଅଞ୍ଚଳରେ ଆଜି ରୋଷେଇ ବେଳେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମଧୁବନ ଅଞ୍ଚଳର ଶମ୍ଭୁପ୍ରସାଦ ରଥ(୫୬) ବୁଧବାର ସନ୍ଧ୍ୟାରେ ଘର ବନ୍ଦ କରି ରୋଷେଇ ଘରେ ଗ୍ୟାସ୍ରେ ରୋଷେଇ କରୁଥିଲେ। ହଠାତ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ଟାଙ୍କି ଫାଟିଯାଇଥିଲାଶବ୍ଦ ଶୁଣି ସାହିବାସିନ୍ଦାମାନେ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ…
-
ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ, ୩ ଜଣ ଆହତ
କାମାକ୍ଷାନଗର ୧୧।୧୨: ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ । ଅନ୍ୟ ୩ ଜଣ ଆହାତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ରବିବାର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମହୁମାଛି ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ କାମାକ୍ଷାନଗର ଥାନା କାଦୁଆ ଗ୍ରାମର ଝୁମର ସେଠୀ ଓ ମାୟାଧର ଦେହୁରୀ ଗୁରୁତର ହୋଇଥିଲେ ।ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ସୋମବାର ମୃତ୍ୟୁ ହୋଇଛି ।…