-
ଆ-କା-ମା-ବୈ, ପାନ ଗୁଆ ଥୋଇପାନ ଗୁଆ ତୋର, ମାସକ ଧର୍ମ ମୋରଅତୀତ ଉତ୍କଳୀୟ ସଂସ୍କୃତି ଓ ମହାନ୍ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ତଥାଆ-କା-ମା-ବୈ, ପାନ ଗୁଆ ଥୋଇପାନ ଗୁଆ ତୋର, ମାସକ ଧର୍ମ ମୋରଅତୀତ ଉତ୍କଳୀୟ ସଂସ୍କୃତି ଓ ମହାନ୍ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ତଥା ସମ୍ଭ୍ରାନ୍ତ ଓଡ଼ିଆ ଜାତିର ଗୌରବଜ୍ଵଳ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ବୋଇତ ବନ୍ଦାଣ ଉତ୍ସବ ଓ ଧର୍ମ ଓ ପୂଣ୍ୟ ମାସ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂଣ୍ୟ ଅବସରରେ ସମସ୍ତଙ୍କୁ ଶୁଭେଛା 🙏🏻 ସମ୍ଭ୍ରାନ୍ତ ଓଡ଼ିଆ ଜାତିର ଗୌରବଜ୍ଵଳ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ବୋଇତ ବନ୍ଦାଣ ଉତ୍ସବ ଓ ଧର୍ମ ଓ ପୂଣ୍ୟ ମାସ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂଣ୍ୟ ଅବସରରେ ସମସ୍ତଙ୍କୁ ଶୁଭେଛା 🙏🏻
ଆ-କା-ମା-ବୈ, ପାନ ଗୁଆ ଥୋଇପାନ ଗୁଆ ତୋର, ମାସକ ଧର୍ମ ମୋରଅତୀତ ଉତ୍କଳୀୟ ସଂସ୍କୃତି ଓ ମହାନ୍ ପରମ୍ପରାର ସ୍ୱାକ୍ଷର ବହନ କରୁଥିବା ତଥା ସମ୍ଭ୍ରାନ୍ତ ଓଡ଼ିଆ ଜାତିର ଗୌରବଜ୍ଵଳ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ବୋଇତ ବନ୍ଦାଣ ଉତ୍ସବ ଓ ଧର୍ମ ଓ ପୂଣ୍ୟ ମାସ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂଣ୍ୟ ଅବସରରେ ସମସ୍ତଙ୍କୁ ଶୁଭେଛା 🙏🏻
-
କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଙ୍କ ସହ ନିତ୍ୟାନନ୍ଦ ବାବା ଙ୍କ ଭେଟଘାଟ
ଯୋରନ୍ଦା ମହିମା ଗାଦି ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତିର ସମ୍ପାଦକ ପୂଜ୍ୟ ନିତ୍ୟାନନ୍ଦ ବାବା(ପାଗଲ ବାବା)ଙ୍କ ସାନ୍ନିଧ୍ୟ ନେବାର ସୌଭାଗ୍ୟ ଲାଭ କଲି । ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଅମୂଲ୍ୟ ବାର୍ତ୍ତା ଏବଂ ସନ୍ଥ କବି ଭୀମ ଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତାର ବହୁଳ ପ୍ରଚାର ପ୍ରସାର ପାଇଁ ଆମେ ପ୍ରଚେଷ୍ଟା ବଜାୟ ରଖିବା ।
-
ମୁଜାଈ ଫୁଲ ରେ ଆର ବର୍ଷ କୁ ଅନେଇଥା ପାଚିଲେ ଖାଇବୁ ବେଲ କହି ଚିପିଦେଲେ ବେଲ #shorts…
https://youtube.com/shorts/c8CJUXo11qY?si=DlRvN36SZzGVlW5p ନୁର୍ତନ youtobe ରେ ଏହି ଭଳି ଭିଡିଓ ପୋଷ୍ଟ କରି ଲାଇକ share ଉଠଉଛନ୍ତି ଏହି ଦୁଇ ଲେଡି
-
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛ ର ପୌରାଣିକ ରହସ୍ୟ
କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ଯ********************************** ଭାରତୀୟ ପୁରାଣରେ ଉଲ୍ଲେଖ ରହିଛି ଯେ କାର୍ତ୍ତିକ ମାସ ଅତି ପବିତ୍ର ମାସ I କୁମାର ପୂର୍ଣିମା ପରଦିନ ପ୍ରତିପଦା ତିଥୁରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ। କାର୍ତ୍ତିକ ମାସ ସାରା ଦେବ ମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ । ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ।…
-
ଢେଙ୍କାନାଳ ପୌରପାଳିକା ର ମହାଦୃନୀତି
ଢେ଼ଙ୍କାନାଳ ପୌର ପଳିକା ର ଏହି “ମହା ଦୁର୍ନୀତି” ବିଷୟରେ ଗତ କିଛିଦିନ ଧରି ବିଭିନ୍ନ ସମ୍ବାଦ ପତ୍ର ରେ ଖବର ବାହାରି ଆସୁଛି । ଢେ଼ଙ୍କାନାଳ ର ଜନ ସାଧାରଣ ଗତ ପୌରପାଳିକା ନିର୍ବାଚନ ରେ ଶାସକ ଦଳ ର ଅଧ୍ୟକ୍ଷା ପ୍ରାର୍ଥୀ ଙ୍କୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ଜନତା ପାର୍ଟି କୁ ବହୁମତ ଦେଇଛନ୍ତି । ଏହି ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ହେବାର ଆବଶ୍ୟକତା ଦେଖା ଦେଇଛି । ମୁଁ ନିଶ୍ଚିତ ଭାବରେ…
-
ସର୍ବ ସାଧାରଣ ରେ ସ୍ୱୀକୃତି ମିଳିଲା ଆମ ଇତିହାସ ପୁରୁଷ ଶବର ରାଜା ଢେଙ୍କାଙ୍କୁ
ସର୍ବସାଧାରଣ ରେ ସ୍ୱୀକୃତି ମିଳିଲା ଆମ ଇତିହାସ ପୁରୁଷ ଶବର ରାଜା ଢେଙ୍କା ଙ୍କୁ |ଢେଙ୍କାନାଳ ଜିଲ୍ଲାର ଜଣାଶୁଣା ଯନ୍ତ୍ରୀ ମିଷ୍ଟଭାଷୀ ଐତିହ୍ୟ, ସଂସ୍କୃତି ପ୍ରେମୀ ସମ୍ମାନନୀୟ ବାବୁ ଭାଇ @ବାବୁଚାନ୍ଦ ମହାଳିକ ଢେଙ୍କାନାଳ ସହର ସ୍ଥିତ ଦକ୍ଷିଣକାଳୀ ଅଞ୍ଚଳରେ ଲୋକାର୍ପଣ କରିଛନ୍ତି ଏକ ଭବ୍ୟ ମଣ୍ଡପକୁ ଆଜି ତା 23.11.2023ରେ |ନାଁ ଦେଇଛନ୍ତି #ଢେଙ୍କାନିଳୟମ |ଧନ୍ୟବାଦ ବାବୁ ଭାଇ |ଆପଣ ଜଣେ ଉଚ୍ଚ ଶିକ୍ଷିତ ଏବଂ ପ୍ରତିଷ୍ଠିତ ବ୍ୟକ୍ତି,ଆପଣଙ୍କ ପିଲାମାନେ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତା…
-
ଭୀମଭୋଇ ଭିନ୍ନକ୍ଷମ ଅଭିଯାନ ଶିବିର ଆସନ୍ତା ତା 28/11/2023ପଞ୍ଚlୟତ ସମିତି କାର୍ଯ୍ୟଳୟ ଗଁଦିଆ ଠାରେ ସକାଳ ୯ ଘଟିକା ଠାରୁ ଅନୁଷ୍ଠିତ ହେବ
ଭୀମଭୋଇ ଭିନ୍ନକ୍ଷମ ଅଭିଯାନ ଶିବିର ଆସନ୍ତା ତା 28/11/2023 ପଞ୍ଚାୟତ ସମିତି କାଯ୍ୟଳୟ ଗଁଦିଆ ଠାରେ ସକାଳ ୯ ଘଟିକା ଠାରୁ ଅନୁଷ୍ଠିତ ହେବ ।ଉକ୍ତ ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେବେ । ଆପଣମାନେ ଆପଣଙ୍କ ପଞ୍ଚାୟତରେ ଥିବା ଦିବ୍ୟାଙ୍ଗ, ଯେଉଁମାନେ UDID ପ୍ରମାଣପତ୍ର ପାଇନାହାନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ UDID ପ୍ରମାଣପତ୍ର ପାଇଁ ଅନଲାଇନ ଆବେଦନ କରି ଦରଖାସ୍ତର ଦୁଇ ଗୋଟି ନକଲ ସହିତ ଆଧାର କାର୍ଡ ଏବଂ ୩…
-
ଢେଙ୍କାନାଳ ଗଁଦିଆ ବ୍ଳକ ପିଙ୍ଗୁଆ ବିଜେପି ର ବଡ କୌଶଳ ସମାଜ ଡିଗ୍ରୀ କଲେଜର ବରିଷ୍ଠ ଓଡ଼ିଆ ବିଭାଗର ଅଧ୍ୟlପକ ଦିପ୍ତୀରଂଜନ ମହାଳିକ ବଡବାପା ଙ୍କ ଏକାଦଶ ରେ ଯୋଗଦାନ କଲେ ଗଁଦିଆ ଡିଜିଟାଲମିଡ଼ିଆ ର ପ୍ରେସିଡେଣ୍ଟ ପ୍ରଦୀପ ଦାସ
ପିଙ୍ଗୁଆ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପିଙ୍ଗୁଆ ଡିଗ୍ରୀ କଲେଜ ର ବରିଷ୍ଠ ଓଡ଼ିଆ ବିଭାଗର ଅଧ୍ୟାପକ ଦୀପ୍ତି ରଞ୍ଜନ ମହାଳିକ (ଟିକି ଭାଇ) ଙ୍କ ବଡ଼ ବାପା ଜନ ପ୍ରିୟ ଦିବଂଗତ ସନାତନ ମହାଳିକ ଙ୍କ ଏକାଦଶାହ ରେ ପିଙ୍ଗୁଆ ସ୍ଥିତ ବାସଭନରେ ଉପସ୍ଥିତରହିଲେ ଗଁଦିଆଡିଜିଟାଲ ମିଡ଼ିଆ ର ପ୍ରେସିଡେଣ୍ଟ ପ୍ରଦୀପଦାସ ରହି ତାଙ୍କ ଅମର ଆତ୍ମା ର ସଦଗତୀ ନିମନ୍ତେ ପ୍ରଭୂ ଚନ୍ଦ୍ରଶେଖର ଜୀଉ ଙ୍କ ନିକଟରେ ପାର୍ଥାନ କରିବା ସହିତ ଫଟୋ ଚିତ୍ର…
-
ଜାତୀୟ ଗଣମାଧ୍ୟମ ଦିବସ
#ଜାତୀୟ_ଗଣମାଧ୍ୟମ_ଦିବସଗୋଲାମି ନୁହେଁ ଗୋଳା ହୁଅ । ଚତୁର୍ଥ ସ୍ତମ୍ବର ରକ୍ଷା ପାଇଁ ବୀର ସାମ୍ବାଦିକ ବଜ୍ର ଶପଥ ନିଅ । କଲମର ଅସ୍ତ୍ରରେ ଅନ୍ୟାୟ, ଅନୀତି, ଦୁର୍ନୀତିକୁ ପରାସ୍ତ କର । ସାଧାରଣରେ ବିଶ୍ଵାସଭାଜନ ହେବାକୁ ହେଲେ ବିଶ୍ବସନୀୟ ଖବର ପରିବେଷଣ କର । ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ଆଜି ଶୁଭେଚ୍ଛା ନୁହେଁ ଦୃଢ଼ ଶପଥ ନେବାକୁ ଆହ୍ୱାନ.. 🙏🏻
-
ବିଜେଡି ବିଧାୟକ ଙ୍କ ଦ୍ୱାରା ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲା ପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ହେଲା I ଏହି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ l
ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲା ପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ହେଲା I ଏହି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ l