-
ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ ସହ ରୋଷେୟା ମାଡ଼ ମାରିଥିବା ଅଭିଯୋଗBy Bada Khabar Bureau On 0 11 ShareRELATED POSTSରାଜ୍ୟରେ ଦୁର୍ନୀତି, ଶାସକ-ବିରୋଧୀ ମୁହାଁମୁହିଁଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ, ୧ ଲକ୍ଷ ୨୦ ହଜାର ଟଙ୍କାରେ…ଶ୍ରୀମନ୍ଦିରରେ ଜାନୁଆରୀ ୧ରୁ ପାନ, ଗୁଟଖା ବ୍ୟାନବାଂଶପାଳ(ବଡ଼ ଖବର ବ୍ୟୁରୋ): ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଗୋଡ଼ାଇ ଗୋଡ଼ାଇ ହଷ୍ଟେଲ ରୋଷେୟା ପିଟିଥିବା ଅଭିଯୋଗ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଯନ୍ତାରି ଉଚ୍ଚବିଦ୍ୟାଳୟରେ ଥିବା ହଷ୍ଟେଲରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ହଷ୍ଟେଲର ରୋଷେୟା ଅସଦାଚରଣ କରିବା ସହିତ ମାଡମାରିଥିବାର ପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଯନ୍ତାରି ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ରହିଛି । ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପଢ଼ୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଆବାସିକ ହଷ୍ଟେଲ ରହିଛି । ସେଠି ୧୪ଜଣ ଆଦିବାସୀ ବାଳିକା ଓ ୨୬ଜଣ ବାଳକ ରହି ପାଠ ପଢ଼ନ୍ତି ।ହଷ୍ଟେଲର ରୋଷେୟା ଭଗବାନ ବେହେରା ମଦ ପିଇ ସବୁ ଦିନ ହଷ୍ଟେଲକୁ ଆସିଥାଏ । ମଦ ନିଶାରେ ଭଗବାନ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ କୁ ଡାକି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଅସଦାଚରଣକୁ ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ତାକୁ ମାଡ଼ମାରୀ ଗେଟ ବାହାରକୁ ବାହାର କରିବା ବେଳେ ଅନ୍ୟଛାତ୍ର ଛାତ୍ରୀ ନାବାଳିକା ଛାତ୍ରୀଙ୍କୁ ଭଗବାନ କବଳରୁ ଉଦ୍ଧାର କରିଥିଲେ । ଛାତ୍ରୀ ଜଣକ ହଷ୍ଟେଲ ଗାଧୁଆଘରେ ଲୁଚିଥିଲେ । ତେବେ ହଷ୍ଟେଲରେ ପାଟି ତୁଣ୍ଡ ଶୁଣି କିଛି ଗ୍ରାମବାସୀ ପହଂଚିବାରୁ ମଦୁଆ ରୋଷେୟା ସେଠାରୁ ଫେରାର ହୋଇଯାଇଥିଲେ । ଏ ବିଷୟରେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ ଅଧିକାରୀ କହିଛନ୍ତି ଦୋଷୀଙ୍କ ବିରୋଧରେ ଉଚିତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
-
ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ ସହ ରୋଷେୟା ମାଡ଼ ମାରିଥିବା ଅଭିଯୋଗ
ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ ସହ ରୋଷେୟା ମାଡ଼ ମାରିଥିବା ଅଭିଯୋଗ ବାଂଶପାଳ(ନିଉଜ ଓଡ଼ିଆ ଓଡିଶା ବ୍ୟୁରୋ): ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଗୋଡ଼ାଇ ଗୋଡ଼ାଇ ହଷ୍ଟେଲ ରୋଷେୟା ପିଟିଥିବା ଅଭିଯୋଗ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଯନ୍ତାରି ଉଚ୍ଚବିଦ୍ୟାଳୟରେ ଥିବା ହଷ୍ଟେଲରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ହଷ୍ଟେଲର ରୋଷେୟା ଅସଦାଚରଣ କରିବା ସହିତ ମାଡମାରିଥିବାର ପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଯନ୍ତାରି ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ…
-
ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ସାହାଯ୍ୟ ର ନିବେଦନ – ବିଶ୍ଵ ରଞ୍ଜନକେନ୍ଦ୍ରାପଡ଼ା ୧୨-୧୧-୨୦୨୩ – ଦକ୍ଷିଣ ଆଫ୍ରିକା ଗାବନ୍ ରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ନିମନ୍ତେ, ସମସ୍ତ ପରିବାର ର ସଦସ୍ୟ, ସାହାଯ୍ୟ ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ( ୱାରଲ୍ଡ ଓଡ଼ିଆ ସୋସାଇଟି/ ଭାରତ ସେବା ଦର୍ଶନ / ଭାରତୀୟ ପ୍ରବାସୀ ଓଡ଼ିଶା ସଙ୍ଘ/ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂଗଠନ / ଗ୍ଲୋବାଲ ଓଡ଼ିଆ ସୋଶାଇଟି ) କୁ ନିବେଦନ କରାଯାଇଛି। ଏହି ପ୍ରମୁଖ ସାମାଜିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସରକାର ଙ୍କୁ ୧୪ ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜର ନିବେଦନ ର ପତ୍ର ଲେଖିଛନ୍ତି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ରେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ୧୪ ଜଣ ଓଡ଼ିଆ ଶ୍ରମିକ ଭିଡିଓ ବାର୍ତ୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରି ଛନ୍ତି। ୧୪ ଜଣ ଓଡ଼ିଆ ଶ୍ରମିକ ଭିଡିଓ , ପରିବାର ପୋଷଣ ପାଇଁ ଯାଇଥିବା ଏହି ୧୪ ଜଣ ଶ୍ରମିକ ସେଠାରେ ଫସି ରହି ଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ବ୍ଲକ୍ ର ଜୟନଗର କୋଇଲିପୁରୁ ଓ ତ୍ୟେଲକ୍ୟପୁରୁ ପଞ୍ଚାୟତ ର ୧୪ ଜଣ ଶ୍ରମିକ ସେଠାରେ ଏକ କଂପାନୀ ରେ କାମ କରିବାକୁ ଯାଇ ଥିଲେ। ତେବେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ବେଳେ ଖାଇବା ଓ ପିଇ ବାକୁ ମିଳିନଥିବା ସେମାନେ ଅଭିଯୋଗକରିଛନ୍ତି। ୪ ମାସ ହେଲା କଂପାନୀ ସେମାନଙ୍କୁ ଦରମା ଦେଉନଥିବା ସେମାନେ କହି ଛନ୍ତି। କେବଳ ସେତିକି ନୁହେଁ, ଭୋକ ଉପାସରେ ରହିବା ସହିତ ସେମାନଙ୍କୁ ଔଷଧ ମଧ୍ୟ ମିଳୁ ନାହିଁ। ସେମାନଙ୍କୁ ଦେଶ କୁ ଫେରାଇ ଆଣିବା କୁ ଭିଡିଓ ମାଧ୍ୟମରେ ଫସି ରହିଥିବା ୧୪ ଜଣ ଶ୍ରମିକ ଅନୁରୋଧ କରିଚନ୍ତି।
ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ସାହାଯ୍ୟ ର ନିବେଦନ – ବିଶ୍ଵ ରଞ୍ଜନ କେନ୍ଦ୍ରାପଡ଼ା ୧୨-୧୧-୨୦୨୩ – ଦକ୍ଷିଣ ଆଫ୍ରିକା ଗାବନ୍ ରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ନିମନ୍ତେ, ସମସ୍ତ ପରିବାର ର ସଦସ୍ୟ, ସାହାଯ୍ୟ ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ( ୱାରଲ୍ଡ ଓଡ଼ିଆ ସୋସାଇଟି/ ଭାରତ ସେବା ଦର୍ଶନ / ଭାରତୀୟ ପ୍ରବାସୀ ଓଡ଼ିଶା ସଙ୍ଘ/ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂଗଠନ / ଗ୍ଲୋବାଲ ଓଡ଼ିଆ…
-
ଦୀପ
ଦୀପ-(ଲେଖକ-ପ୍ରକାଶଚନ୍ଦ୍ର ରାଉତ )ଢେଙ୍କାନାଳ (ଦୀପ )———–ପୁଳେ ଅନ୍ଧାରକୁ ପିଠିରେ ଲୁଚେଇ ପେଟରେ ପେଟେ ନିଆଁ ଜାଳି ନିରବରେସିଝୁଥାଏ ମାଟିର ଦୀପଟି | କେବେକେବେ ଦଲକାଏ ପବନଛନକାରେ ଚିରିଦିଏ ଛାତି | ତଥାପି ସେ କୋଉ ହାରେ କି? ସେତନିରବଧି ଜାଳୁଥାଏ ନିଜ ଦେହଟାକୁବାଣ୍ଟିବାକୁ କୁଢ଼କୁଢ଼ବିଶ୍ୱାସର ଜ୍ୟୋତି | ବଡ଼ବଡୁଆଙ୍କ ପରିଆକାଶର ତାରା ନହେଲା ନାଇଁମାଟିର ଦୀପଟିଏ ହେଲାପରେବିଭାରି ଆପଣାର ଲାଗେତା ମଧୁକ୍ଷରା ତାତି |@ପ୍ରକାଶ
-
ଆଲୋକର ପର୍ବ ଦୀପାବଳି ନିଉଜ ଓଡ଼ିଆ ଓଡିଶା ତରଫରୁ ଶୁଭେଚ୍ଛା
ସ୍ନେହ, ଶ୍ରଦ୍ଧା ଓ ପ୍ରେମର ର ବାର୍ତ୍ତା ନେଇ ଆଲୋକର ପର୍ବ ଦୀପାବଳି ଅବସରରେ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।🪔🪔🪔🪔🪔🪔🪔🪔🪔ଏହି ପବିତ୍ର ଆଲୋକ ଆପଣଙ୍କ ଜୀବନରେ ଅସରନ୍ତି ସୁଖ ଓ ସମୃଦ୍ଧି ଭରିଦେବା ସହ ଆପଣଙ୍କ ଜୀବନ ଆଲୋକମୟ ହେଉ…🙏🙏
-
ଜୀବନ ଦିପଦ ଗୀତ ଜୟ ଜଗନ୍ନାଥ #jagannath
https://youtube.com/shorts/nN8d13wokxA?si=F6bvrOhvVFTGf2i_
-
ବିଦ୍ୟୁତ୍ ଫାଶରେ ପଡ଼ି ଦନ୍ତା ମଲା: ବଢ଼ୁଛି ଶିକାରୀଙ୍କ ପ୍ରାଦୁର୍ଭାବ, ଦୁଇଟିଯାକ ଦାନ୍ତ ସୁରକ୍ଷିତ
ଢେଙ୍କାନାଳ ହିନ୍ଦୋଳ/ରାସୋଳ: ବିଦ୍ୟୁତ୍ ଫାଶରେ ପଡ଼ି ଢେଙ୍କାନାଳ ବନଖଣ୍ତ ଅଧୀନ ହିନ୍ଦୋଳ ବନାଞ୍ଚଳରେ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ବେଳେ ଏହା ବନ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି। ପୂର୍ବରୁ ଶିକାରୀଙ୍କ ଫାଶରେ ପଡ଼ି ମଣିଷଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି।ମଙ୍ଗଳବାର ପର୍ଜଙ୍ଗ ବ୍ଲକ୍ ଅଞ୍ଚଳରେ ବିଦ୍ୟୁତ୍ ଫାଶରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ହାତୀଦାନ୍ତ ଉଦ୍ଦେଶ୍ୟରେ ହାତୀ ଶିକାର କରାଯାଇଥିବା…
-
ଢେଙ୍କାନାଳ ରେ ଲଷ୍ମୀପୂଜା ବୁଲିଦେଖିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
ଢେଙ୍କାନାଳର ବସ ଷ୍ଟାଣ୍ଡ ପୂଜା କମିଟି, ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର, ଜବାହାର ଛକ, ମୀନା ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର ଓ ବାଜି ଛକ ସ୍ଥିତ ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିବା ସହ ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଦୀର୍ଘ ବର୍ଷ ଧରି ଲକ୍ଷ୍ମୀପୂଜାର ଆୟୋଜନ କରି ଏହାକୁ ଏକ ଗଣମହୋତ୍ସବର ରୂପ ଦେଇଥିବାରୁ ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ । ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା…
-
ଢେଙ୍କାନାଳ ର ଝିଅ ପୁଷ୍ପାଅପା ଙ୍କ ଭଦ୍ରକ ସହିଦଭବନ ଠାରେ News world odisha 24ଚାନେଲ ପକ୍ଷରୁ ଆୟୋଜିତ ସମ୍ଭୋଦିତ
ଭଦ୍ରକ ସହିଦ ଭବନ ଠାରେ NEWS WORLD ODISHA 24 ଚ୍ୟାନେଲ ପକ୍ଷରୁ ଆୟୋଜିତ ଦ୍ୱିତୀୟ ସ୍ଵନକ୍ଷେତ୍ର ଦିବସ ଅବସରରେ ମତେ ଦିଆଯାଇଥିବା ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ବେୟୁରୋ ଚିଫ ର ଗୁରୁ ଦାୟିତ୍ୱ କୁ ମୁଁ ସୁଚାରୁ ରୂପେ ଦାଇତ୍ୱ ବହନ କରିବା ସଙ୍ଗେ ସଙ୍ଗେ ଚ୍ୟାନେଲ ମୁଖ୍ୟ ଲତିବ ଓଝା ଭାଇ ଙ୍କୁ ଧନ୍ୟବାଦ ଦେବା ସହ ନିୟୁଜ ୱାଲଡ ଓଡିଶା ୨୪ ର ସମସ୍ତ ଭାଇ ଓ ଭଉଣୀ ଙ୍କୁ…
-
ଆଜି ଢେଙ୍କାନାଳ ର ବିଭିନ୍ନ ଲଷ୍ମୀପୂଜା ମଣ୍ଡପ ତଥା ମହିଷାପାଟ, ଜୁବୁଲିଟାଉନ, ଦେଉଳସାହି, ଗଣେଶ ବଜ଼ାର, ମହାବୀର ବଜ଼ାର ଏବଂ ଲଷ୍ମୀ ବଜ଼ାର ବୁଲି ଦେଖିଲେ ଢେଙ୍କାନାଳ ପୌରପାରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଏବଂ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର ମହୋଦୟ 🙏
ଆଜି ଢେଙ୍କାନାଳ ର ବିଭିନ୍ନ ଲଷ୍ମୀପୂଜା ମଣ୍ଡପ ତଥା ମହିଷାପାଟ, ଜୁବୁଲିଟାଉନ, ଦେଉଳସାହି, ଗଣେଶ ବଜ଼ାର, ମହାବୀର ବଜ଼ାର ଏବଂ ଲଷ୍ମୀ ବଜ଼ାର ବୁଲି ଦେଖିଲେ ଢେଙ୍କାନାଳ ପୌରପାରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଏବଂ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର ମହୋଦୟ 🙏